ଆଣ୍ଠୁ ପରୀକ୍ଷା ପାଇଁ ମୁମ୍ବାଇ ମେଡିକାଲରେ ଭର୍ତ୍ତି ହେବେ ଧୋନି, ଆଇପିଏଲ୍ ୨୦୨୩ ରେ ଆଘାତ ସହ ସଂଗ୍ରାମ କରୁଥିଲେ
ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍ରେ ପଞ୍ଚ ଟାଇଟଲ ଜିତି ଏବେ ସେଲିବ୍ରେସନ ମୁଡ୍ରେ ରହିଛି । ଏମ୍ଏସ୍ ଧୋନିଙ୍କ ନେତୃତ୍ୱରେ ଟିମ୍ ଫାଇନାଲରେ ଗୁଜରାଟ ଟାଇଟାନ୍ସକୁ ହରାଇ ଏହି ଗୌରବ ହାସଲ କରିଥିଲା । ଚେନ୍ନାଇ ଖେଳାଳିମାନେ ଏହି ସମୟରେ ଉତ୍ସବରେ ବୁଡି ରହିପାରନ୍ତି, କିନ୍ତୁ ଅଧିନାୟକ ଧୋନି ଆସନ୍ତା କିଛି ଦିନ ମୁମ୍ବାଇ ଯିବାକୁ ଯାଉଛନ୍ତି, ଯେଉଁଠାରେ ସେ ଆଣ୍ଠୁ ପରୀକ୍ଷା କରିବେ । ଆଇପିଏଲ୍ ୨୦୨୩ ର ପୂରା ସିଜିନ୍ରେ ଧୋନି ଆଣ୍ଠୁରେ […]
Continue Reading
