ତିହାର ଜେଲ ଯିବେ ମମତା: ଶୁଭେନ୍ଦୁ ଅଧିକାରୀ
କୋଲକାତା : ତିହାର ଜେଲ ଯିବେ ମମତା ବାନାର୍ଜୀ। ଏହା କହିଛନ୍ତି ବିରୋଧୀ ନେତା ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦଳର ଜଣକ ପରେ ଜଣେ ନେତା ଦୁର୍ନୀତି ଜାଲରେ ଫସିବା ପରେ କିଛି ଏମିତ ଟାର୍ଗେଟ କରି କହିଛନ୍ତି ଶୁଭେନ୍ଦୁ ଅଧିକାରୀ। ଟିଏମ୍ସି ନେତା ଅନୁବ୍ରତ ମଣ୍ଡଳଙ୍କ ପ୍ରସଙ୍ଗକୁ ନେଇ ବିଜେପି ଏବଂ ଟିଏମ୍ସି ପୁଣି ମୁହାଁମୁହିଁ ହୋଇଛନ୍ତି। ଗୋରୁ ଚୋରାଚାଲାଣ ମାମଲାରେ ତଦନ୍ତର ସମ୍ମୁଖୀନ ହୋଇଥିବା ଅନୁବ୍ରତ ମଣ୍ଡଳଙ୍କ ସପକ୍ଷରେ ମମତା ଥିବାବେଳେ ଏହି […]
Continue Reading
