ସୁପର ୪ର ଶେଷ ମ୍ୟାଚ୍: ପାକ୍ ବିକ୍ଷରେ ଟସ୍ ଜିତିଲା ଶ୍ରୀଲଙ୍କା
ଦୁବାଇ: ଏସିଆ କପ ସୁପର ୪ର ଶେଷ ମ୍ୟାଚ୍ରେ ମୁହାଁମୁହିଁ ହେଉଛନ୍ତି ପାକିସ୍ତାନ ଓ ଶ୍ରୀଲଙ୍କା। ଉଭୟ ଦଳ ପୂର୍ବରୁ ହିଁ ରବିବାର ଫାଇନାଲ ପାଇଁ ଟିକେଟ ପାଇ ସାରିଛନ୍ତି। ଆଜିର ମ୍ୟାଚ୍କୁ ଦୁଇ ଦଳ ଗୋଟିଏ ଅଭ୍ୟାସ ଭାବେ ବିବେଚନା କରୁଛନ୍ତି। ସୁପର ୪ରେ ଶ୍ରୀଲଙ୍କା ପ୍ରତିପକ୍ଷ ଆଫଗାନିସ୍ତାନ ଓ ଭାରତକୁ ହରାଇ ଫାଇନାଲ ଟିକେଟ ପାଇଥିଲା। ସେହିପରି ପାକିସ୍ତାନ ମଧ୍ୟ ଉଭୟ ଦେଶଙ୍କୁ ହରାଇଛି। ତେଣୁ ଫାଇନାଲ ପୂର୍ବରୁ ପାକିସ୍ତାନ ଓ ଶ୍ରୀଲଙ୍କା ଆଜି […]
Continue Reading
