ପିଏମ୍-ଶ୍ରୀ ସ୍କୁଲ ମାଧ୍ୟମରେ ଭାରତର ବିକାଶ ହେବ
ନୂଆଦିଲ୍ଲୀ : ପିଏମ୍-ଶ୍ରୀ ସ୍କୁଲ ପାଇଁ କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଜାତୀୟ ଶିକ୍ଷାନୀତିରେ ସମସ୍ତ ଉପାଦାନ ପିଏମ୍ ଶ୍ରୀ ସ୍କୁଲ ଯୋଜନାରେ ସାମିଲ ହେବ। ଏହି ସବୁ ସ୍କୁଲରେ ଭର୍ଚୁଆଲ୍ ଏବଂ ୩D ଲ୍ୟାବ୍ କରିବା ପାଇଁ ପରିକଳ୍ପନା କରାଯାଇଛି। ପିଏମ୍-ଶ୍ରୀ ସ୍କୁଲଗୁଡ଼ିକୁ ଗ୍ରୀନ୍ ସ୍କୁଲ ଭାବେ ବିକଶିତ କରାଯିବ। କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟର ଉନ୍ନତୀକରଣ କରାଯିବ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ୧୪ ହଜାର ସ୍କୁଲର ଉନ୍ନତୀକରଣ […]
Continue Reading
