ଆପ୍ ଓ ଏହାର ୫ ନେତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଲେ ଦିଲ୍ଲୀ ଉପ-ରାଜ୍ୟପାଳ
ନୂଆଦିଲ୍ଲୀ: ଦିଲ୍ଲୀ ଉପ-ରାଜ୍ୟପାଳ ବିକେ ସକ୍ସେନା ସୋମବାର ଆମ୍ ଆଦ୍ମୀ ପାର୍ଟି (ଆପ୍) ଓ ଏହାର ୫ ଜଣ ନେତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଛନ୍ତି। ଆପ୍ର ଯେଉଁ ନେତାଙ୍କ ପାଖକୁ ସେ ଲିଗାଲ୍ ନୋଟିସ୍ ପଠାଇଛନ୍ତି, ସେମାନେ ହେଉଛନ୍ତି- ଅତିଶୀ, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ, ସଞ୍ଜୟ ସିଂହ ଓ ଜଶ୍ମିନ ଶାହ। ୪୮ ଘଣ୍ଟା ମଧ୍ୟରେ ଲିଗାଲ୍ ନୋଟିସ୍ର ଜବାବ ଦେବାକୁ ସେମାନଙ୍କୁ କୁହାଯାଇଛି। କ୍ଷମା ମାଗିବା ସହିତ ଏହି ନେତାମାନେ ତାଙ୍କ ବିରୋଧରେ ସୋଶାଲ୍ […]
Continue Reading
