ଯାହାର ଘର ନାହିଁ ସେ ତ୍ରିରଙ୍ଗା କେଉଁଠି ଉଡାଇବ:ମୋଦୀଙ୍କୁ ଉଦ୍ଧବଙ୍କ ପ୍ରଶ୍ନ
ମୁମ୍ବାଇ: ପୁଣି ଉଦ୍ଧବଙ୍କ ନିଶାନାରେ ମୋଦି । ମିଳୁଥିବା ଗୋଟେ ବି ମଉକା ହାତ ଛଡା କରୁ ନାହାନ୍ତି ଉଦ୍ଧବ । ଉଦ୍ଧବ ଠାକରେ ବିଜେପି ଉପରେ ଆକ୍ରମଣ କରିବାର ସୁଯୋଗ ଛାଡି ନାହାଁନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହର ଘର ତ୍ରିରଙ୍ଗା ଅଭିଯାନ ଉପରେ ଉଦ୍ଧବ କହିଛନ୍ତି ଯେ ଯେତେବେଳେ ଘର ନଥିବ ତେବେ ତ୍ରିରଙ୍ଗା କେଉଁଠାରେ ଲଗାଯିବ । ସେ କହିଛନ୍ତି ଯେ ଆଜି ‘ହର ଘର ତ୍ରିରଙ୍ଗା ‘ର ସ୍ଲୋଗାନ ଦିଆଯାଉଛି। କିନ୍ତୁ ମୋଦି […]
Continue Reading
