ଆଖି ପିଛୁଳାକେ ଭୁଷୁଡି ପଡିଲା ୪ ମହଲା କୋଠା
ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଘଟିଯାଇଛି ଏକ ବିରାଟ ଅଘଟଣ । ଆଖି ପିଛୁଳାକେ ଭୁଷୁଡି ପଡିଛି ଏକ ୪ ମହଲା କୋଠା । ଚାହୁଁ ଚାହୁଁ ମାତ୍ର କେଇ ସେକେଣ୍ଡରେ ଏକ ବିରାଟକାୟ କୋଠା ମାଟିରେ ମିଶିଯାଇଥିବା ଦେଖାଯାଇଛି । ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ତେବେ ଏହି କୋଠାଟି ଖାଲି ପଡିଥିବା ନେଇ ସୂଚନା ଦେଇଛନ୍ତି ବୃହ-ମୁମ୍ବାଇ ନଗର ନିଗମର ଅଧିକାରୀ । ପଶ୍ଚିମ ବୋରିବଲୀର ସାଇବାବା […]
Continue Reading
