“୨ ଲକ୍ଷ ଦିଅ, ଚାକିରି ନିଅ!”: AIIMS ଭୁବନେଶ୍ୱରରେ ନିଯୁକ୍ତିକୁ ନେଇ ସାଂଘାତିକ ଅଭିଯୋଗ

BIS ଅଧୀନରେ ନିଯୁକ୍ତି ପାଇଁ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଆଦାୟ ଅଭିଯୋଗ | ପ୍ରାୟ ୩୦ ଜଣ ଚାକିରି ପାଇଥିବା ଦାବି | ଟଙ୍କା କାରବାରର ସ୍କ୍ରିନ୍‌ସଟ୍ ଭାଇରାଲ ଭୁବନେଶ୍ୱର: ଚାକିରି ପାଇଁ ଆଶାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ଯେତିକି ବଢ଼ୁଛି, ସେତିକି ବଢ଼ୁଛି ଚାକିରି ନାଁରେ ଠକେଇର ଅଭିଯୋଗ। ଏବେ ରାଜଧାନୀ ଭୁବନେଶ୍ୱରର AIIMSକୁ ନେଇ ଏଭଳି ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ, “୨ ଲକ୍ଷ ଟଙ୍କା ଦିଅ, ଚାକିରି ନିଅ” ଭଳି […]

Continue Reading

Ayushman Scheme Irregularities: KIMS Issued Show-Cause Notice; Manipal Also Under Scrutiny

Bhubaneswar: The State Health Assurance Society (SHAS), Odisha, has issued a show-cause notice to KIMS Hospital, Bhubaneswar, following a state-level inspection that allegedly detected multiple irregularities under the AB PMJAY-GJAY health assurance scheme. According to the official notice dated August 25, 2026, the inspection team flagged concerns relating to pre-authorisation, package selection, clinical records, hospitalisation […]

Continue Reading

ଆୟୁଷ୍ମାନ ଯୋଜନାରେ ଅନିୟମିତତା ଅଭିଯୋଗ: କିମ୍ସ ଓ ମଣିପାଲକୁ ସରକାରଙ୍କ ଝଟକା

ଭୁବନେଶ୍ୱର: ଆୟୁଷ୍ମାନ ଯୋଜନାରେ ଅନିୟମିତତା ଅଭିଯୋଗକୁ ନେଇ ରାଜ୍ୟର ଦୁଇ ପ୍ରମୁଖ ଘରୋଇ ହସ୍ପିଟାଲ କିମ୍ସ ଓ ମଣିପାଲ ହସ୍ପିଟାଲ ବିରୋଧରେ କଠୋର ହୋଇଛି ସ୍ୱାସ୍ଥ୍ୟ ବିଭାଗ। ଅଭିଯୋଗର ଯାଞ୍ଚ ପରେ ଉଭୟ ହସ୍ପିଟାଲକୁ ସୋ’କଜ୍ ନୋଟିସ୍ ଜାରି କରାଯାଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିଭାଗ ପକ୍ଷରୁ ଜାରି ନୋଟିସ୍‌ରେ ଆୟୁଷ୍ମାନ ଯୋଜନାର ନିୟମ ଉଲ୍ଲଂଘନ ଏବଂ ଚିକିତ୍ସା ସମ୍ପର୍କିତ ରେକର୍ଡରେ ଅସଙ୍ଗତି ନେଇ ପ୍ରଶ୍ନ ଉଠାଯାଇଛି। ବିଶେଷକରି କିମ୍ସ ବିରୋଧରେ ଏକାଧିକ ହିତାଧିକାରୀଙ୍କ […]

Continue Reading

ପରଲୋକରେ ପ୍ରଣବ ପଟ୍ଟନାୟକ: ଓଡ଼ିଆ ସଙ୍ଗୀତ ଜଗତରେ ଅପୂରଣୀୟ ଶୂନ୍ୟତା

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତରୁ ଆସିଛି ଏକ ଦୁଃଖଦ ଖବର। ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତ, କଳାକାର ଓ ସଙ୍ଗୀତପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଦଶନ୍ଧି ଦଶନ୍ଧି ଧରି ନିଜର ସ୍ୱତନ୍ତ୍ର କଣ୍ଠ ଓ ଗାୟନ ଶୈଳୀରେ ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ହୃଦୟରେ ସ୍ଥାନ ତିଆରି କରିଥିବା ପ୍ରଣବ ପଟ୍ଟନାୟକଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଏକ ବଡ଼ କ୍ଷତି। ୧୯୩୮ରେ ଜନ୍ମ, ବାଲ୍ୟକାଳରୁ ସଙ୍ଗୀତ […]

Continue Reading

ଚନ୍ଦ୍ରଶେଖରରୁ ଧରଣୀଧର, ତ୍ରିରଙ୍ଗା ଯାତ୍ରାରେ ଦେଶପ୍ରେମର ବାର୍ତ୍ତା, ଗଡ଼ିଲା 100 ଗାଡ଼ି

କେନ୍ଦୁଝର: ସ୍ୱାଧୀନତା ଦିବସ ଅବସରରେ ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ନେଇ କେନ୍ଦୁଝରରେ ଆୟୋଜିତ ହୋଇଛି ‘ଚନ୍ଦ୍ରଶେଖରରୁ ଧରଣୀଧର’ ତ୍ରିରଙ୍ଗା ଯାତ୍ରା। ଧରଣୀଧର ଯୁବ ବିକାଶ ପରିଷଦ, କେନ୍ଦୁଝରର ସଂଯୋଜନାରେ ଅଗଷ୍ଟ ୧୪ ତାରିଖ ଅପରାହ୍ନରେ ଚମ୍ପୁଆ ଜାଗର ପଡ଼ିଆରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା। ଚାରିଚକିଆ ଯାନରେ ତ୍ରିରଙ୍ଗା ପତାକା ଧରି ବହୁ ଯୁବ ଓ ପୁରାତନ ଛାତ୍ରନେତା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଚମ୍ପୁଆରୁ ଆରମ୍ଭ ହୋଇଥିବା ଯାତ୍ରା ରିମୁଳି ଓ ଝୁମ୍ପୁରା […]

Continue Reading

ଜାତୀୟ ହସ୍ତତନ୍ତ ଦିବସରେ ‘ହାବସପୁରୀ ୱିଭିଂ’ର ପ୍ରଥମ ପୋଷ୍ଟର ରିଲିଜ୍

ଭୁବନେଶ୍ୱର : ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଓଡ଼ିଶାର ଲୁପ୍ତପ୍ରାୟ ହସ୍ତତନ୍ତ ପରମ୍ପରାକୁ ନେଇ ନିର୍ମିତ ହେଉଥିବା ଡକ୍ୟୁମେଣ୍ଟାରୀ ‘ହାବସପୁରୀ ୱିଭିଂ: ଦ ସେକେଣ୍ଡ ଆଣ୍ଡ ଲାଷ୍ଟ ଡେଥ୍’ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି। ‘ରିତୁପ୍ରିୟା ପ୍ରଡକ୍ସନ୍ସ’ ପକ୍ଷରୁ ନିର୍ମିତ ଏହି ଡକ୍ୟୁମେଣ୍ଟାରୀ କଳାହାଣ୍ଡିର ଐତିହାସିକ ହାବସପୁରୀ ହସ୍ତତନ୍ତ ପରମ୍ପରା, ବୁଣାକାରଙ୍କ ସଂଘର୍ଷ ଏବଂ ଏହାର ପୁନରୁଦ୍ଧାରର ସମ୍ଭାବନାକୁ କେନ୍ଦ୍ର କରିଛି। ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ଅତିଶ କୁମାର ରାଉତ ସମ୍ଭାଳିଥିବା ବେଳେ, ବିଶ୍ୱନାଥ ରଥ […]

Continue Reading

ଫ୍ୟାକ୍ଟ ଚେକ୍: ମଣିଷରୁ କୁକୁର ପାଲଟିଗଲେ! ଖର୍ଚ୍ଚ ହେଲା କି ₹୨୨୦ କୋଟି?

ଭାଇରାଲ ଦାବି: ଜାପାନର ଜଣେ ବ୍ୟକ୍ତି ମଣିଷରୁ କୁକୁର ପାଲଟିବା ପାଇଁ ₹୨୨୦ କୋଟି ଖର୍ଚ୍ଚ କରିଛନ୍ତି। ଫ୍ୟାକ୍ଟ ଚେକ୍: ଦାବିଟି ଭୁଲ ଓ ଭ୍ରାନ୍ତିକର। ବ୍ୟକ୍ତି ଜଣକ ପ୍ରକୃତରେ କୁକୁରରେ ପରିଣତ ହୋଇନାହାନ୍ତି। ସେ ଏକ ହାଇପର-ରିଅଲିଷ୍ଟିକ୍ କୁକୁର କଷ୍ଟ୍ୟୁମ୍ ପିନ୍ଧି ନିଜକୁ କୁକୁର ଭଳି ଦେଖାଇଛନ୍ତି। ଏହି କଷ୍ଟ୍ୟୁମ୍ ପାଇଁ ପ୍ରାୟ ୨୦ ଲକ୍ଷ ଜାପାନୀ ୟେନ୍, ଅର୍ଥାତ୍ ପ୍ରାୟ ₹୧୧–୧୨ ଲକ୍ଷ ଖର୍ଚ୍ଚ ହୋଇଥିବା ରିପୋର୍ଟ ରହିଛି। କ’ଣ ଘଟିଥିଲା? ଜାପାନରେ Toco […]

Continue Reading

କମାଲ କଲା LIC, ୨୩% ବଢ଼ିଲା!

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଜୀବନ ବୀମା କମ୍ପାନୀ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ର ପ୍ରଥମ ତ୍ରୟମାସିକ (ଏପ୍ରିଲ-ଜୁନ୍)ରେ ଦମଦାର ଆର୍ଥିକ ପ୍ରଦର୍ଶନ କରିଛି। କମ୍ପାନୀର ନିଟ୍ ଲାଭ ବାର୍ଷିକ ଆଧାରରେ ପ୍ରାୟ ୨୩ ପ୍ରତିଶତ ବୃଦ୍ଧି ପାଇ ₹୧୩,୪୯୨ କୋଟିରେ ପହଞ୍ଚିଛି। ଗତ ବର୍ଷ ଏହି ସମୟରେ କମ୍ପାନୀର ନିଟ୍ ଲାଭ ପ୍ରାୟ ₹୧୦,୯୫୬ କୋଟି ଥିଲା। କମ୍ପାନୀର ପ୍ରିମିୟମ୍ ଆୟ ମଧ୍ୟ ବୃଦ୍ଧି ପାଇଛି। ଏହି ତ୍ରୟମାସିକରେ […]

Continue Reading

ଦାଦାବଟି ନଦେବାରୁ ଖଣ୍ଡା-ଭୁଜାଲି ଦେଖାଇ ଲୁଟ୍, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦାଦାବଟି ମାଗିବା, ମାରଣାସ୍ତ୍ର ଦେଖାଇ ଲୁଟ୍ କରିବା ଏବଂ ଅପହରଣ ଉଦ୍ୟମ ଘଟଣାରେ ସହିଦ ନଗର ଥାନା ପୋଲିସ ୩ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଲିଙ୍ଗା, ରକି ଓ ନାନୋ। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଘଟଣାରେ ଆହୁରି କିଛି ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ତଦନ୍ତ ଜାରି ରହିଛି। ପୋଲିସ ସୂଚନା ଅନୁସାରେ, ଅଭିଯୋଗକାରୀ ସିଦ୍ଧି ବିନାୟକ ବେହେରାଙ୍କ ଲିଖିତ ଏତଲା ଆଧାରରେ ସହିଦ ନଗର […]

Continue Reading

ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ନାଁରେ ନକଲି ଫେସବୁକ୍ ଆକାଉଣ୍ଟ, ଟଙ୍କା ମାଗୁଥିବା ଅଭିଯୋଗ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ନାଁରେ ଏକ ନକଲି (ଫେକ୍) ଫେସବୁକ୍ ଆକାଉଣ୍ଟ ଖୋଲି ଲୋକଙ୍କଠାରୁ ଟଙ୍କା ମାଗୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏନେଇ ସେ ନିଜେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସାଧାରଣ ଲୋକଙ୍କୁ ସତର୍କ କରିଛନ୍ତି। ସୁରେଶ ମହାପାତ୍ର ତାଙ୍କ ପୋଷ୍ଟରେ କହିଛନ୍ତି ଯେ, ଗତ କିଛି ଦିନ ହେବ ତାଙ୍କ ନାଁରେ କେହି ଏକ ଫେକ୍ ଫେସବୁକ୍ ଆକାଉଣ୍ଟ ସୃଷ୍ଟି କରିଛନ୍ତି। ଉକ୍ତ ଆକାଉଣ୍ଟ ଜରିଆରେ ବିଭିନ୍ନ ଲୋକଙ୍କଠାରୁ […]

Continue Reading