ଡ୍ରୋନରେ ମେଡିସିନ ଯୋଗାଣ ଆଜିଠାରୁ ପରୀକ୍ଷଣ, ଭାରତରେ ପ୍ରଥମ
ବେଙ୍ଗାଳୁରୁ: ଟିକାଠାରୁ ଆରମ୍ଭ କରି ମେଡିସିନ ଓ ଅନ୍ୟ ଡାକ୍ତରୀ ସାମଗ୍ରୀ ଡ୍ରୋନରେ ଯୋଗାଣ ଆରମ୍ଭ ହେବ। ଏଥିପାଇଁ ଆଜିଠାରୁ ପରୀକ୍ଷଣ ପର୍ଯ୍ୟାୟ ଆରମ୍ଭ ହୋଇଛି। ବେଙ୍ଗାଳୁରୁଠାରୁ ୮୦ କିଲୋମିଟର ଦୂର ଗୌରୀବିଦାନୁରରେ ଏହା ଆରମ୍ଭ ହୋଇଛି । ଥ୍ରଟଲ ଏରୋସ୍ପେସ ସିଷ୍ଟମ ପକ୍ଷରୁ ଏହି ସେବା ଆରମ୍ଭ ହେଉଥିବା ବେଳେ ଗତ ବର୍ଷ ମାର୍ଚ୍ଚଠାରୁ ଏହାକୁ ଡିଜିସିଆଇ ପକ୍ଷରୁ ଅନୁମତି ମିଳିସାରିଥିଲା। କିନ୍ତୁ କରୋନା ପାଇଁ ଏହା ବିଳମ୍ବିତ ହୋଇଥିଲା ବୋଲି କମ୍ପାନି ପକ୍ଷରୁ କୁହାଯାଇଛି […]
Continue Reading
