ଜୁଲାଇରେ ପିଲାଙ୍କ ଉପରେ ନୋଭାଭାକ୍ସ ଟିକାର କ୍ଲିନିକାଲ୍ ପରୀକ୍ଷା
ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଜୁଲାଇରେ ପିଲାମାନଙ୍କ ଉପରେ ନୋଭାଭାକ୍ସ ଟିକାର କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିବାକୁ ଯୋଜନା କରାଯାଇଛି। ଗତ ବର୍ଷ ସେପ୍ଟେମ୍ବରରେ କରୋନା ଟିକା ପ୍ରସ୍ତୁତ କରିବାକୁ ନୋଭାଭାକ୍ସ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସହିତ ଏକ ଚୁକ୍ତି କରିଥିଲା। ନୋଭାଭାକ୍ସର କରୋନା ଟିକା ଭାରତରେ କୋଭୋଭାକ୍ସ ନାମରେ ପ୍ରସ୍ତୁତ ହେବ। ଭାରତରେ ଏହି ଟିକା ଲଞ୍ଚ କରିବାକୁ ଏସଆଇଆଇ ଯୋଜନା କରୁଛି। ସବୁକିଛି ସଠିକ୍ ଏବଂ ସୁରକ୍ଷିତ ରହିଲେ ପିଲାମାନଙ୍କ […]
Continue Reading
