ଆଗକୁ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇପାରେ ଦେଶ; କିମ୍ଙ୍କ ଚେତାବନୀ
ସିଓଲ: ଉତ୍ତରକୋରିଆରେ ଆଗକୁ ଦେଖାଦେଇପାରେ ଘୋର ଖାଦ୍ୟ ସଙ୍କଟ। ଏ ନେଇ ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନ ଚେତାବନୀ ଦେଇଛନ୍ତି। ଭୁଶୁଡି ଯାଇଥିବା ଅର୍ଥନୀତିକୁ ଉଦ୍ଧାର କରିବା ପାଇଁ ସେ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ସୂଚନା ଅନୁଯାୟୀ କିମ୍ ବର୍ତ୍ତମାନର ‘ଅନ୍ତର୍ଜାତୀୟ ପରିସ୍ଥିତି’କୁ କିପରି ମୁକାବିଲା କରିହେବ ସେ ସମ୍ପର୍କରେ ଆଲୋଚନା କରିବାକୁ ଆହ୍ବାନ ଦେଇଛନ୍ତି। ଏହି ସମୟ ମଧ୍ୟରେ କରୋନା ଯୋଗୁ ଚୀନ୍ ସହିତ ବାଣିଜ୍ୟ କାରବାର ବନ୍ଦ କରିଦେଇଥିବା ବେଳେ ଉତ୍ତର […]
Continue Reading
