ଯୌତୁକ ପାଇଁ ବଧୂ ହତ୍ୟା; ପୋଲିସ ବାବୁଙ୍କ ପୁଅ ଗିରଫ
ଭୁବନେଶ୍ୱର: ଯୌତୁକ ପାଇଁ ନବବଧୂକୁ ହତ୍ୟା କରିବା ଅଭିଯୋଗରେ ତମାଣ୍ଡୋ ଥାନାର ଜଣେ ହାବିଲଦାରଙ୍କ ପୁଅକୁ ପୋଲିସ ସୋମବାର ଦିନ ଗିରଫ କରିଛି। ଅଭିଯୁକ୍ତ ଜଣକ ଜାମିନୀ ଗୋଚ୍ଛାୟତ ବୋଲି ଜଣାପଡିଛି। ମୃତକ ବନ୍ଦନା ଜେନାଙ୍କ ପରିବାରର ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ଉକ୍ତ ଅଭିଯୋଗରେ ଜାମିନୀ ଏବଂ ତାଙ୍କ ପିତା ହାବିଲଦାର ବିଜୟ କୁମାର ଗୋଚ୍ଛାୟତ ଯୌତୁକ ପାଇଁ ତାଙ୍କ ଝିଅକୁ ହତ୍ୟା କରିଥିବା ଅଭିଯୋଗ ଲଗାଇଛନ୍ତି । ବନ୍ଦନାଙ୍କୁ କଳିଙ୍ଗ ବିହାର ସ୍ଥିତ […]
Continue Reading
