ରାଜ୍ୟସଭାର ୮ ସାଂସଦ ସସ୍ପେଣ୍ଡ
ନୂଆଦିଲ୍ଲୀ: ସସ୍ପେଣ୍ଡ ହେଲେ ରାଜ୍ୟସଭାର ୮ ସାଂସଦ । ବିଶୃଙ୍ଖଳା ଆଚରଣ ପାଇଁ ୮ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । କୃଷି ବିଲ୍ ଆଲୋଚନା ବେଳେ ହଙ୍ଗମା କରିଥିବା ୮ ସାଂସଦଙ୍କୁ ସସ୍ପେଣ୍ଡ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ରାଜ୍ୟସଭା ଏମ୍.ଭେଙ୍କେୟା ନାଇଡୁ । ସସ୍ପେଣ୍ଡ ହୋଇଥିବା ୮ ସାଂସଦ ହେଲେ ଟିଏମ୍ସି ନେତା ଡେରେକ୍ ଓବ୍ରେନ୍, ସଂଜୟ ସିଂହ, ରାଜୁ ସତାଭ, କେ କେ ରାଗେସ୍, ରିପୁନ ବୋରା, ଡୋଲା ସେନ୍, ସୈଦ ନାଜିର ହୁସେନ ଓ […]
Continue Reading
