ପୁରୀ ଷ୍ଟେସନ କୋଚିଂ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ: ଅଲଗା ହେଲା ଟ୍ରେନର ବଗି

ପୁରୀ: ୬ ମାସରୁ ରେଲୱେ ଷ୍ଟେସନରେ ଏବଂ ଟ୍ରେନ ଜନିତ ଦୁର୍ଘଟଣା ଖୁବ ବଢିବାରେ ଲାଗିଛି । ବର୍ତ୍ତମାନ ପୁରୀର ରେଲୱେ ଷ୍ଟେସନରେ ମଧ୍ୟ ଏକ ବଡ଼ ଧରଣର ଅଘଟଣ ଦେଖିବାକୁ ମିଳିଛି । ଷ୍ଟେସନର କୋଚିଂ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । କୋଚିଂ ଡିପୋରେ ଥିବା ଏକ ଟ୍ରେନରେ ନିଆଁ ଲାଗି ଯାଇଥିବା ଜାଣିବାକୁ ମିଳିଛି । ଟ୍ରେନରେ ଥିବା ସର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି । ତେବେ ନିଆଁ […]

Continue Reading

ଶ୍ରୀମନ୍ଦିରରେ ପାନଗୁଟଖା ଉପରେ ଜାରି ହେଲା କଟକଣା

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ପାନଗୁଟୁଖା ଉପରେ କଟକଣା ଜାରି ହେଲା। ପାନଗୁଟୁଖାକୁ ନିଷିଦ୍ଧ କଲା ଶ୍ରୀମନ୍ଦିର ପ୍ରଶାସନ। ବରାହ ପୁରାଣ ଆଧାରରେ କଟକଣା ଜାରି କରାଯାଇଛି। ଜାନୁଆରୀ ୧ରୁ ଡ୍ରେସକୋଡ୍ ଭଳି ପାନଗୁଟୁଖାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ। ତାଙ୍କର ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଭିତରେ କେହି ପାନଗୁଟୁଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ। ଏପରିକି ସେବାୟତଙ୍କୁ ବି ପାନଗୁଟୁକା ଖାଇବା ଉପରେ […]

Continue Reading

ନଭେମ୍ବର ୨୧ରେ ଉପବାଚସ୍ପତି ନିର୍ବାଚନ: ସମସ୍ତ ସଦସ୍ୟଙ୍କୁ ବିଧାନସଭା ସଚିବଙ୍କ ଚିଠି

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ରାଜ୍ୟ ବିଧାନସଭାର ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସମସ୍ତ ସଦସ୍ୟଙ୍କୁ ବିଧାନସଭା ସଚିବ ଚିଠି ଲେଖିଛନ୍ତି । ୨୧ ତାରିଖ ସକାଳ ୯ଟା ୩୦ ମିନିଟରେ ଏହି ନିର୍ବାଚନ ହେବ । ଗତ ୮ ତାରିଖରେ ବିଧାନସଭା ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂହ ଇସ୍ତଫା ଦେଇଥିଲେ । ତା’ ପରଠାରୁ ଉକ୍ତ ପଦ ଖାଲି ପଡ଼ିଥିଲା । ତେଣୁ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ […]

Continue Reading

World Diabetes Day: ଏହି ଜିନିଷ ମିଠା ନୁହେଁ, ହେଲେ ଏହାକୁ ଖାଇଲେ ସବୁଠାରୁ ଅଧିକ ବଢେ ଡାଇବେଟିସ

ମଧୁମେହ ଏକ ଗୁରୁତର ଏବଂ ବିପଜ୍ଜନକ ରୋଗ। ଏହା ଏକ ଜୀବନଶୈଳୀ ସମ୍ବନ୍ଧୀୟ ରୋଗ, କିନ୍ତୁ ଯଦି ଏହା ଠିକ୍ ସମୟରେ ନିୟନ୍ତ୍ରିତ ହୋଇନଥାଏ, ତେବେ ସମୟ ବଢିବା ସହିତ ଏହା ଗୁରୁତର ହୋଇପାରେ। ଏହି ରୋଗ ସହିତ ଜଡିତ ଆମ ମନରେ ଗୋଟିଏ କଥା ରହିଥାଏ, ଯଦି ଆମେ ମିଠା କିମ୍ବା ଅଧିକ ଚିନି ଯୁକ୍ତ ଖାଦ୍ୟ ଖାଉ ତେବେ ଆମକୁ ଏହି ରୋଗ ହେବ। ହେଲେ ଆସନ୍ତୁ ଜାଣିବା ଯେ, ଏହି ପ୍ରକାର ଖାଦ୍ୟ […]

Continue Reading

ଭାରତରେ ୨୦୨୬ ସୁଦ୍ଧା ଇ-ଏୟାର ଟାକ୍ସି: ୯୦ ମିନିଟର ରାସ୍ତା ପାଇଁ ଲାଗିବ ମାତ୍ର ୭ ମିନିଟ

ନୂଆଦିଲ୍ଲୀ: ଭାରତରେ ୨୦୨୬ ସୁଦ୍ଧା ଲଞ୍ଚ ହୋଇପାରେ ପ୍ରଥମ ଫୁଲ ଇଲେକ୍ଟ୍ରିକ ଏୟାର ଟାକ୍ଦି Full-Electric Air Taxi । ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ ୨୦୨୬ ସୁଦ୍ଧା ପୂରା ଦେଶରେ ଇ-ଏୟାର ଟାକ୍ସି ସର୍ଭିସ ଆରମ୍ଭ କରିବା ଯୋଜନା କରୁଛି । ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ ଏହି ସେବା ଆମେରିକାସ୍ଥିତ ଆର୍ଚର ଏବିଏଶନ ସହ ମିଶି ଆରମ୍ଭ କରିପାରେ । କମ୍ପାନୀର କହିବା ଅନୁଯାୟୀ,ଦିଲ୍ଲୀରେ କାରରେ ଯାତ୍ରା କରବା ସମୟରେ ଯେଉଁ ଜାଗାକୁ ତୁମକୁ ୬୦ରୁ ୯୦ ମିନିଟ ଲାଗୁଛି […]

Continue Reading

ସୀମାରେ ଜଗିବେ ମହୁମାଛି

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାକୁ ଏବେ ମହୁମାଛି ଜଗିବେ । ଏ ନେଇ ମିଶନ ହନୀ ପ୍ରକଳ୍ପର ଆରମ୍ଭ କରାଯାଇଛି । ସୀମାନ୍ତ ଗ୍ରାମଗୁଡିକରେ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ସହ ଅନୁପ୍ରବେଶ ଏବଂ ଚୋରା ଚାଲାଣକୁ ଏହା ମାଧ୍ୟମରେ ରୋକିହେବ । ସ୍ୱତନ୍ତ୍ର ଭାବେ ନିର୍ମିତ ମହୁମାଛି ବାକ୍ସଗୁଡିକ ସୀମା ବାଡରେ ଲଗାଯିବ । ଭାରତ-ବାଂଲାଦେଶ ସୀମାରେ ଘଂଚ ଜଙ୍ଗଲ ରହିଥିବାରୁ ମହୁମାଛିଙ୍କୁ ମହୁ ସଂଗ୍ରହ କରିବାରେ ଅସୁବିଧା ହେବନି । ଗ୍ରାମବାସୀମାନେ ବିଏସଏଫର ଏହି ଉଦ୍ୟମକୁ […]

Continue Reading

ଆଇଏଫଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଆଇଏଫଏସ୍‌ ସ୍ତରରେ ଅଦଳବଦଳ। IFS ସୁଶାନ୍ତ ନନ୍ଦଙ୍କୁ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଦାୟିତ୍ବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କଲେ ରାଜ୍ୟ ସରକାର। ଆଇଏଫଏସ୍ ସୁଶାନ୍ତ ନନ୍ଦଙ୍କୁ ଆଜି ମୁଖ୍ୟ ବନ ସଂରକ୍ଷକ-ବନ୍ୟପ୍ରାଣୀ (ପିସିସିଏଫ-ୱାଇଲଡ୍ ଲାଇଫ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ( ସିଏଡବ୍ଲ୍ୟୁଏଲଡବ୍ଲ୍ୟୁ) ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ସୁଶୀଲ କୁମାର ପୋପଲି ଗତକାଲି ଚାକିରିରୁ ଅବସର ନେବାପରେ ଏହି ପଦ ଖାଲି ପଡ଼ିଥିଲା। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି […]

Continue Reading

Vavada Casino

Вавада игры с щедрыми бонусами на официальном сайте Вавада игры с щедрыми бонусами на официальном сайте Получите до 100% бонуса на первый депозит и до 250 бесплатных вращений! Регулярные акции и программы лояльности делают каждую игру на Вавада интереснее. Присоединяйтесь к активным игрокам и воспользуйтесь мгновенными выплатами и безопасными способами пополнения. Воспользуйтесь бонусами на игры […]

Continue Reading

Vavada Casino

Вавада как быстро вывести деньги без проблем Вавада как вывести деньги Вавада: как быстро вывести деньги без проблем Этап 3: Введите сумму, которую хотите вывести. Имейте в виду, что минимальная сумма может варьироваться в зависимости от выбранного способа. Не забывайте о возможных комиссиях, которые могут применяться. Следуя этим простым шагам, вы сможете быстро и без […]

Continue Reading