Vavada Casino

Вавада как быстро вывести деньги без проблем Вавада как вывести деньги Вавада: как быстро вывести деньги без проблем Этап 3: Введите сумму, которую хотите вывести. Имейте в виду, что минимальная сумма может варьироваться в зависимости от выбранного способа. Не забывайте о возможных комиссиях, которые могут применяться. Следуя этим простым шагам, вы сможете быстро и без […]

Continue Reading

ବାହାଘର ପରେ ହଙ୍ଗାମା, ଘରେ ପଶିଲେ ଧମକ ଦେଲେ…

ଭୁବନେଶ୍ବର : ଘରେ ପଶି ମହିଳାଙ୍କୁ ଅସଦାଚରଣ ଅଭିଯୋଗ। ସତ୍ୟନଗର ସ୍ଥିତ ଏସ୍ କୁମାର ଙ୍କ ଘରେ ପଶି ତାଙ୍କ ମାଙ୍କ ସହ କିଛି ଦୁର୍ବୁତ୍ତ ଅସଦାଚରଣର କରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ମୁତାବକ, ସତ୍ୟନଗରର ଏସ୍ କୁମାର ଓ ପ୍ରେସ କଲୋନୀର ଏକ ଯୁବତୀ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ଏହି ସମ୍ପର୍କକୁ ବଜାୟ ରଖିବାକୁ ମନ୍ଦିରର ବିବାହ କରିଥିଲେ। […]

Continue Reading

ଓଡ଼ିଶାରେ ଆରମ୍ଭ ହେଲା G20, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟରେ କମ୍ପିଲା ସଭା

ବ୍ୟୁରୋ : ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି g20 ସମ୍ମିଳନୀ। ଅନେକ ଆଶା ନେଇ ସମ୍ମିଳନୀ ଉଦଘାଟନ ହେଇଥିବା ବେଳେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତ ମନ୍ତ୍ରୀଙ୍କ ଉଦବୋଧନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି ଓଡ଼ିଶାର ପରମ୍ପରାରେ ଦକ୍ଷତାର ଗୁରୁତ୍ୱ ବହୁ ପୂର୍ବରୁ ରହିଆସିଛି । ଆବାହାମାନ କାଳରୁ ଓଡ଼ିଶାର ଭୂମିରେ କଳା, ସାହିତ୍ୟ, ସଂସ୍କୃତି ଓ ବାଣିଜ୍ୟରେ ଦକ୍ଷତାର ପରାକାଷ୍ଠା ରହିଛି ବୋଲି ରବିବାର ଭୁବନେଶ୍ୱର […]

Continue Reading

ମେ ୬ରେ ଉତ୍କଳକନିକାରେ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫ୍ୟାସନ ଶୋ

ବ୍ୟୁରୋ : ଓଡିଶା ବାସୀଙ୍କ ପାଖରେ ଫ୍ୟାସନ ଷ୍ଟାଇଲକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଉତ୍କଳକନିକା ଗ୍ୟାଲେରିଆ ମଲ୍ ଆୟୋଜିତ କରୁଛି ମିଷ୍ଟର ଆଣ୍ଡ ମିସ୍ ଉତ୍କଳ – ୨୦୨୩ । ଆସନ୍ତା ମେ ୬ ରେ ଏହାର ତୃତୀୟ ସଂସ୍କରଣ ମେଗା ଫ୍ୟାସନ ଶୋ ମଲ୍ ପରିସରରେ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ‘ମଲ୍‌’ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ମଲ’ର ନିର୍ଦ୍ଦେଶିକା ପୂର୍ଣ୍ଣିମା ବୈଦ କହିଛନ୍ତି ଯେ ଲୁକ୍କାୟିତ […]

Continue Reading

ଟଙ୍କଧର ତ୍ରିପାଠୀ ହେଲେ ଝାରସୁଗୁଡ଼ା ବିଜେପି ପାର୍ଥି, ପଦ୍ମ ଫୁଟିବ ବୋଲି ବଢିଲା ଆଶା

ବ୍ୟୁରୋ : ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ବିଜେପି ଆଜି ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି। ବିଜେଡି ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ଦିପାଳୀ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ତରୁଣ ପାଣ୍ଡେଙ୍କୁ ମୈଦାନକୁ ଓହ୍ଲାଇଛି। ଜଣେ ଶୃଙ୍ଖଳିତ ସମର୍ପିତ କାର୍ଯ୍ୟକର୍ତ୍ତା, କୁଶଳ ରଣନୀତିଜ୍ଞ, ଉତ୍ତମ ପ୍ରବନ୍ଧକ, ମେଳାପି ଏବଂ ପରୋପକାରୀ, ଉତ୍କୃଷ୍ଟ ସଂଗଠନକର୍ତ୍ତା, ନୂଆ କୌଶଳ ଏବଂ ନବବିଚାରର ଅଦ୍ୱିତୀୟ ବ୍ୟକ୍ତିତ୍ୱ ଭାବରେ ଶ୍ରୀ ତ୍ରିପାଠୀ ନିଜର ସ୍ୱତନ୍ତ୍ର […]

Continue Reading
After the road map, the BJP president returned to Odisha and said who will be the candidate

ରୋଡ ମ୍ୟାପ ପରେ ଓଡିଶା ଫେରିଲେ ବିଜେପି ସଭାପତି, କହିଲେ କିଏ ହେବେ ପ୍ରାର୍ଥୀ

ଦିଲ୍ଲୀ ଗସ୍ତରେ ଯାଇ ରାଜ୍ୟ ବିଜେପିର ନବନିଯୁକ୍ତ ସଭାପତି ମନମୋହନ ସାମଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ। ଏହାଛଡ଼ା ଶ୍ରୀ ସାମଲ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଜାତୀୟ ସାଧାରଣ ସଂପାଦକ ବି.ଏଲ୍‌ ସନ୍ତୋଷ, ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବନସଲଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟିଥିଲେ। ଦଳର ଜାତୀୟ ମୁଖ୍ୟାଳୟରେ ହୋଇଥିବା ଏହି ଆଲୋଚନାରେ ଝାରସୁଗୁଡ଼ା ଉପନିର୍ବାଚନ, ଓଡ଼ିଶାରେ ଦଳୀୟ ସଂଗଠନକୁ ତୃଣମୂଳସ୍ତରରୁ ମଜବୁତ କରିବା ଓ ଭବିଷ୍ୟତ ରଣନୀତି ଆଦି ଉପ‌ରେ ଆଲୋଚନା ହୋଇଥିଲା।

Continue Reading
Good news for Odisha, Puspa-2 will be shot in Malakangiri...Oddiya audience is happy

ଓଡ଼ିଶା ପାଇଁ ଖୁସି ଖବର, ମାଲାକନଗିରିରେ ସୁଟିଂ ହେବ ପୁଷ୍ପା-୨… ଓଡ଼ିଆ ଦର୍ଶକ ଖୁସ

ଚଳଚିତ୍ର ନିର୍ମାଣ ସଂସ୍ଥାର ଏକ ଟିମ୍ ଗତ ଏକମାସ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିଥିବା ବେଳେ ଶେଷରେ ସ୍ୱାଭିମାନ ଅଞ୍ଚଳର ଝୁଲା ପୋଲ, ହନ୍ତାଳଗୁଡା ଘାଟି ଓ ଚିତ୍ରକୋଣ୍ଡା ସ୍ପିଲବେରେ ନିର୍ମାଣାଧୀନ ପୋଲ ନିକଟରେ ସୁଟିଂ କରିବା ନିମନ୍ତେ ଯୋଜନା କରିଛନ୍ତି ।

Continue Reading
Don't pay toll if you wait more than 10 seconds, know because...

୧୦ ସେକେଣ୍ଡରୁ ଅଧିକ ସମୟ ଅପେକ୍ଷା କଲେ ଦେବାକୁ ପଡିବ ନାହିଁ ଟୋଲ ଫି, ଜାଣନ୍ତୁ କାରଣ…

୧୦ ସେକେଣ୍ଡରୁ ଅଧିକ ସମୟ ଅପେକ୍ଷା କଲେ ଦେବାକୁ ପଡିବ ନାହିଁ ଟୋଲ ଫି, ଜାଣନ୍ତୁ କାରଣ…

Continue Reading
IIT is looking for faculty, apply if qualified Salary more than 1 lakh

IIT ଖୋଜୁଛି ଅଧ୍ଯାପକ, ଯୋଗ୍ୟତା ଥିଲେ ଆବେଦନ କରନ୍ତୁ ମିଳିବ ୧ ଲକ୍ଷରୁ ଅଧିକ ଦରମା

IIT ଖୋଜୁଛି ଅଧ୍ଯାପକ, ଯୋଗ୍ୟତା ଥିଲେ ଆବେଦନ କରନ୍ତୁ ମିଳିବ ୧ ଲକ୍ଷ ରୁ ଅଧିକ ଦରମା

Continue Reading
ସଲମାନ ଖାନଙ୍କୁ ଭୟ! କିଣିଲେ ବୁଲେଟ ପ୍ରୁଫ ଜ୍ୟାକେଟ

ସଲମାନ ଖାନ କିଣିଲେ ବୁଲେଟ୍ ପ୍ରୁଫ ଜ୍ୟାକେଟ ଓ କାର୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବ୍ୟୁରୋ : ବଲିଉଡ ଭାଇଜାନ କିଣିଲେ ବୁଲେଟ ପ୍ରୁଫ ଜ୍ୟାକେଟ। ଯାହାକୁ ନେଇ ଅନେକ ଚର୍ଚ୍ଚା ଜୋର୍ ଧରିଛି। କିଏ କହୁଛି ଜୀବନ ପ୍ରତି ବିପଦ ଅଛି। ଆଉ କିଏ କହୁଛି ତାକୁ ଧମକ ପୂର୍ଣ୍ଣ ଫୋନ ଆସୁଛି। ସତରେ କଣ ତାଙ୍କ ଜୀବନ ପ୍ରତି ବିପଦ କି? ତଥ୍ୟ ଅନୁଯାୟୀ ବଲିଉଡ୍‌ର ଭାଇଜାନ୍‌ଙ୍କ ଜୀବନ ପ୍ରତି ଭୟ । ଗତ କିଛି ମାସ ମଧ୍ୟରେ ସଲମାନ ଖାନ ଙ୍କୁ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ପକ୍ଷରୁ ଅନେକ […]

Continue Reading