#agarbattimachine #agarbattimakingbusiness #agarbattibanankabusiness #businessideas #newbusinessideas2024 #business #businessideas #businessplan #newbusinessideas #agarbattimachineprice #agarbattimakingmachine #agarbattimakermachine #manualagarbattimachine #businessideasinodisha

ଆଜି ହିଁ ବ୍ୟବସାୟ ଆରମ୍ଭ କରନ୍ତୁ, ମାଗଣାରେ LED TV ପାଆନ୍ତୁ

ଭୁବନେଶ୍ବର (ବ୍ୟୁରୋ) : ଦୁର୍ଗା ପୂଜାର ମାହୋଲରେ କିଛି ନା କିଛି ନୂଆ କରିବାର ଆଶା ନେଇ ଅନେକ ଯୁବପିଢ଼ି ଆଗକୁ ଆସନ୍ତି। କେହି କେହି ବ୍ୟବସାୟ ଆରମ୍ଭ କରନ୍ତି ଆଉ କେହି ନୂଆ ଚାକିରୀ ଖୋଜନ୍ତି । ତେବେ ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର ନେଇ ଆସିଛି Swomen Agarbati । ପୂଜା ମାହୋଲରେ ବ୍ୟବସାୟ ପାଇଁ ଯଦି ଘରକୁ ଧୂପ ପ୍ରସ୍ତୁତକାରୀ ମେସିନ […]

Continue Reading

ଅନଲାଇନ ଗେମିଂର ଜିଏସଟି ଆଦାୟରେ ଭର୍ତ୍ତି ହୋଇଗଲା ସରକାରଙ୍କ ପକେଟ, କଲେକ୍ସନରେ ୪୦୦ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ଜିଏସ୍ଟି ପରିଷଦର 54 ତମ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର କହିଛନ୍ତି ଯେ, ଅନଲାଇନ୍ ଗେମିଂ ଉପରେ ଜିଏସଟି ଲାଗୁ କରି ସରକାରଙ୍କୁ ଫାଇଦା ମିଳିଛି। ସେ କହିଛନ୍ତି ଯେ, ଅକ୍ଟୋବର 1, 2023 ରୁ ଅନଲାଇନ୍ ଗେମିଂ ଉପରେ 28 ପ୍ରତିଶତ ଟିକସ ଲାଗୁ କରାଯାଇଥିଲା। ସେବେଠାରୁ 6 ମାସରେ ଜିଏସ୍ଟି ସଂଗ୍ରହ 412 ପ୍ରତିଶତ ବୃଦ୍ଧି ପାଇଛି। ଜିଏସଟି ପରିଷଦ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବାବେଳେ […]

Continue Reading

ଲକ୍ଷ ଲକ୍ଷ କର୍ମଚାରୀଙ୍କ ଅପେକ୍ଷାର ଘଟିବ ଅନ୍ତ, ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଶୀଘ୍ର ହୋଇପାରେ ଘୋଷଣା

ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି। କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଡିଏ ଅର୍ଥାତ୍ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି ଯାହା ବର୍ତ୍ତମାନ ଶେଷ ହେବାକୁ ଯାଉଛି। ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ପାଇବେ। ଗଣମାଧ୍ୟମ ରିପୋର୍ଟ ମାଧ୍ୟମରେ ଏହି ଖବର ଆସିଛି ଯେ ଆସନ୍ତା ଏକ କିମ୍ବା ଦୁଇ ସପ୍ତାହ ମଧ୍ୟରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ ଏବଂ […]

Continue Reading

ନମକିନ୍ ସ୍ନାକ୍ସ ଏବଂ କର୍କଟ ଔଷଧ ହୋଇଗଲା ଶସ୍ତା , ଜାଣନ୍ତୁ ଜିଏସଟି ପରିଷଦ କାହାକୁ ଦେଲା ଆଶ୍ୱସ୍ତି

ନୂଆଦିଲ୍ଲୀ: ଜିଏସଟି ପରିଷଦର ୫୪ ତମ ବୈଠକ ସୋମବାର ଶେଷ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ତେବେ ଜିଏସଟି ପରିଷଦ କିଛି ପ୍ରସଙ୍ଗକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ଯାହା ଦୀର୍ଘ ଦିନ ଧରି ଆଲୋଚନା ହୋଇଆସୁଥିଲା। ଧାର୍ମିକ ଯାତ୍ରା ପାଇଁ, କର୍କଟ ଔଷଧ, ସ୍ନାକ୍ସ ଏବଂ ହେଲିକପ୍ଟର ସେବା ଉପରେ ଜିଏସ୍ଟି ହ୍ରାସ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ […]

Continue Reading
The first Odisha in the country... Mohan Majhi laid the foundation stone

ଦେଶରେ ପ୍ରଥମ ଓଡିଶା… ଶିଳାନ୍ୟାସ କଲେ ମୋହନ ମାଝୀ

ଭୁବନେଶ୍ବର: ଓଡ଼ିଶାରେ ହେବ କାର୍ବାଇଟ ଉତ୍ପାଦନ। ମୁଖ୍ୟମନ୍ତ୍ରୀ କଲେ ଶିଳାନ୍ୟାସ। ଇନ୍‌ଫୋଭ୍ୟାଲିର ଇଏମ୍‌ସି ପାର୍କରେ ‘ଆର୍‌ଆଇଆର୍‌ ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌’ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ହେଉଛି ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍‌ ଉତ୍ପାଦନ କାରଖାନା। ଏହି ପ୍ରକଳ୍ପରେ କମ୍ପାନି ୬୨୦ କୋଟି ଟଙ୍କା ନିବେଶ କରୁଥିବା ବେଳେ ଏହା ଦ୍ବାରା ୫୦୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି […]

Continue Reading

ସୌମେନ ଅଗରବତୀ ଦେବ Led TV

ଭୁବନେଶ୍ବର : ଓଡ଼ିଶାରେ ଇତିହାସ ରଚିଲା ସୌମେନ୍ ଅଗରବତୀ। ନିଜ ଗ୍ରାହକଙ୍କୁ ନେଇ ନିଆରା ଢଙ୍ଗରେ ପାଳନ କଲା ଗ୍ରାହକ ସମ୍ମିଳନୀ । ରାଜ୍ୟର ସମସ୍ତ ଜିଲ୍ଲାରୁ ପାଖାପାଖି 100ରୁ ଉର୍ଦ୍ଧ ଗ୍ରାହକ ଏକାଠି ହୋଇ ଭାବର ଆଦାନ ପ୍ରଦାନ କରିଛନ୍ତି। ଅନେକ ଧୂପ ପ୍ରସ୍ଥୁତ ସଂସ୍ଥା ଥିଲେ ସୁଦ୍ଧା ଏପରି ସଂଯୋଜ ଆଜିଯାଏ ଦେଖିବାକୁ ମିଳିନଥିଲା। ଏହା ରାଜ୍ୟରେ ଇତିହାସ୍ ସୃଷ୍ଠି କରିଥିବା କଥା ଗ୍ରାହକ ମୁହଁରେ ଥିଲା। ଏହି ଉପଲକ୍ଷେ ଏକ ବଡ ଘୋଷଣା […]

Continue Reading

କମିଲା ସୁନା ଦର, ଖୁସି ଦେଶ ବାସୀ

ବ୍ୟୁରୋ : ଆସିଲା ନୂଆ ବଜେଟ। ମୋଦୀ ସରକାରଙ୍କ ତୃତୀୟ ପାଳିର ଆଜି ଆସିଛି ପ୍ରଥମ ବଜେଟ। ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ କହିଥିଲେ ଯେ, ‘ଭାରତର ଅର୍ଥନୀତିର ଅଭିବୃଦ୍ଧି ଅତ୍ୟନ୍ତ ଭଲ ରହିଛି। ଏହା ସହ ଭାରତର ମୁଦ୍ରାସ୍ଫୀତି ସ୍ଥିର ରହିଛି। ଏହି ବଜେଟରେ ଗରିବ, ଯୁବପିଢ଼ି, ମହିଳା, କୃଷକ ଇତ୍ୟାଦିଙ୍କୁ ଗୁରୁତ୍ବ ଦିଆଯାଇଥିବା ବେଳେ ସୁନା ଦର କମିଛି। ସୁନା ଓ ରୂପା ଉପରେ […]

Continue Reading

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ୪% ବଢିବ ମହଙ୍ଗା ଭତ୍ତା, ଜାଣନ୍ତୁ ଖାତାକୁ କେବେ ଆସିବ ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ରହିଛି। ସେମାନଙ୍କର ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇବ। ପ୍ରାପ୍ତ ସୂଚନା ଅନୁଯାୟୀ ଖୁବ ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରାଯିବ। କେନ୍ଦ୍ର ସରକାର ସାଧାରଣତଃ ଜାନୁଆରୀ ଏବଂ ଜୁଲାଇରେ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ସଂଶୋଧନ କରନ୍ତି । ସାଧାରଣତଃ ମାର୍ଚ୍ଚରେ ଡିଏ ବୃଦ୍ଧି ଘୋଷଣା କରାଯାଏ। ଏଭଳି ପରିସ୍ଥିତିରେ ସରକାର ଖୁବ୍ ଶୀଘ୍ର ଡିଏ ବୃଦ୍ଧି ଘୋଷଣା […]

Continue Reading

ସାବଧାନ Paytm ଗ୍ରାହକ

ବ୍ୟୁରୋ : ପେଟିଏମକୁ ବଡ ଝଟକା ଦେଲେ ଆରବିଆଇ। ଆସନ୍ତା ଫେବୃୟାରୀ ୨୯ ତାରିଖ ପରଠାରୁ ଏଟିଏମ କୌଣସି ଗ୍ରାହକଙ୍କଠାରୁ ଜମା ସଂଗ୍ରହ କରି ପାରିବ ନାହିଁ। ଏହା ସହ କୌଣସି ରୁଣ କାରବାର ମଧ୍ୟ କରିପାରିବ ନାହିଁ। କୌଣସି ଟପ୍-ଅପ୍ ସୁବିଧା ବି ଦେଇପାରିବ ନାହିଁ। ୱାଲେଟ୍‌ ଓ ଫାସ୍‌ଟ୍ୟାଗ୍‌ ଭଳି ଲିଙ୍କ୍‌ ହୋଇଥିବା ପ୍ରିପେଡ୍ ଇନଷ୍ଟ୍ରୁମେଣ୍ଟରେ କାରବାର କରିପାରିବନି। ଏବେ ଏନେଇ ଗ୍ରାହକଙ୍କୁ ଆଶ୍ବସ୍ତି କରାଇବା ପରି ଏକ ସୂଚନା ଦେଇଛି ପେଟିଏମ୍‌। କମ୍ପାନି […]

Continue Reading

୩୦୦ ଟଙ୍କା ବଢ଼ିଲା ସୁନା, ରୂପା ପାର କଲା ୭୮୦୦୦ ଟଙ୍କା

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରର ଦୃଢ ସଂକେତ ମଧ୍ୟରେ ଗୁରୁବାର ଦିନ ଜାତୀୟ ରାଜଧାନୀର ବୁଲିୟନ ବଜାରରେ ୧୦ ଗ୍ରାମ ପିଛା ସୁନା ୩୦୦ ବଢି ୬୨,୦୦୦ ଟଙ୍କା ବୃଦ୍ଧି ପାଇଛି। HDFC ସିକ୍ୟୁରିଟିଜ୍ ଏହି ସୂଚନା ଦେଇଛନ୍ତି। ପୂର୍ବ ବାଣିଜ୍ୟ ଅଧିବେଶନରେ ସୁନା ୧୦ ଗ୍ରାମ ପ୍ରତି ୬୧,୭୦୦ ଟଙ୍କାରେ ବନ୍ଦ ହୋଇଯାଇଥିଲା। HDFC ସିକ୍ୟୁରିଟି ଆନାଲିଷ୍ଟ ସୋମିଲ ଗାନ୍ଧୀଙ୍କ ଅନୁଯାୟୀ, ପଶ୍ଚିମ ଏସିଆ ଅଞ୍ଚଳରେ କ୍ଷେପଣାସ୍ତ୍ର ନିୟୋଜନ ବିଷୟରେ ଆମେରିକାର ରିପୋର୍ଟ ପରେ ଏହି ଅଞ୍ଚଳରେ […]

Continue Reading