କମ୍ ଦାମରେ ଘରେ ପହଞ୍ଚିବ ବ୍ରଡ୍ବ୍ୟାଣ୍ଡ୍
ନୂଆଦିଲ୍ଲୀ: ଘରେ ଘରେ ସୁଲଭ ମୂଲ୍ୟର ବ୍ରଡ୍ବ୍ୟାଣ୍ଡ୍ ସେବା ପହଞ୍ଚାଇବା ଲାଗି ଲାଇସେନ୍ସ ଫି’ ହ୍ରାସ କରିବା ଉପରେ ସରକାର ବିଚାର କରୁଛନ୍ତି। ଯଦି ଏନେଇ କୌଣସି ନିର୍ଦିଷ୍ଟ ନିଷ୍ପତ୍ତି ନିଆଯିବ ତେବେ ଲୋକମାନେ ସୁଲଭ ମୂଲ୍ୟରେ ବ୍ରଡ୍ବ୍ୟାଣ୍ଡ୍ ସେବା ପାଇପାରିବେ। ଲୋକମାନଙ୍କ ଘର ପର୍ଯ୍ୟନ୍ତ ଯେଉଁ ଫିକ୍ସଡ୍ ଲାଇନ୍ ବ୍ରଡ୍ବ୍ୟାଣ୍ଡ୍ ସେବା ଦିଆଯାଉଛି ତାହାର ଲାଇସେନ୍ସ ଫି’ କମ୍ କରାଯିବ। ଏହି ସେବା ସହ ସମ୍ପର୍କିତ ମନ୍ତ୍ରଣାଳୟଗୁଡ଼ିକ ଠାରୁ ସରକାର ମତାମତ ଲୋଡ଼ିଛନ୍ତି। ଏହା ପରେ […]
Continue Reading
