ବିଧାନସଭା ଆଗରେ ଯୁବକଙ୍କ ହାଇଡ୍ରାମା: ମହିଳାଙ୍କ ବେକରେ ଲଗାଇଲେ ଛୁରୀ
ଭୁବନେଶ୍ୱର : ବିଧାନସଭା ଆଗରେ ଅଦ୍ଭୁତ କାଣ୍ଡ । ବିଧାନସଭା ଆଗରେ ମା’ ବେକରେ ଛୁରୀ ଲଗାଇଲା ପୁଅ । ମାକୁ ଛୁରୀ ଭୁସି ମାରିବାକୁ ଉଦ୍ୟମ କରିଥିଲା ପୁଅ । କଣ ପାଇଁ ପୁଅ ଏହିଭଳି କାଣ୍ଡ କରିଛି ତାର କାରଣ ଅସ୍ପଷ୍ଟ । ବହୁ କଷ୍ଟରେ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ମହିଳାଙ୍କୁ ପୋଲିସ ଉଦ୍ଧାର କରିବା ପରେ ପଚରାଉଚୁରା କରିଥିଲା । ମହିଳା […]
Continue Reading
