ରାକ୍ଷସ ପାଲଟିଲା ସ୍ବାମୀ: ସ୍ତ୍ରୀ ପାଟିରେ ପୁରେଇଦେଲା ଗରମ ଛୁରୀ

ଯୌତୁକ ଯୋଗୁଁ ଜଣେ ନବବିବାହିତାଙ୍କୁ ତାଙ୍କ ସ୍ବାମୀ ମାଡ ମାରିବା ସହ ଏକ ତତଲା ଛୁରୀକୁ ପାଟି ଭିତରେ ପୂରାଇ ଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଅଧିକ ଯୌତୁକ ପାଇଁ ଦାବି କରୁଥିଲେ ମଧ୍ୟପ୍ରଦେଶର ଖାରଗୋନ ଜିଲ୍ଲାରେ ଖୁସବୁ ନାମକ ଜଣେ ମହିଳା ବଡବାନୀ ଜିଲ୍ଲାର ଦିଲ୍ଲୀପଙ୍କ ସହ ବିବାହ ହୋଇଥିଲା। କିନ୍ତୁ ବାହାଘର ପରେ ଦିଲ୍ଲୀପ ଖୁସବୁକୁ ପସନ୍ଦ କରୁନଥିଲେ ଓ ଅଧିକ ଯୌତୁକ ଆଣିବା ପାଇଁ ତାଙ୍କୁ ବାଧ୍ୟ କରୁଥିଲେ। ଖୁସବୁକୁ […]

Continue Reading

ଗର୍ଭବତୀ ପତ୍ନୀକୁ ମାରିଲା, ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଲା… ତା ପରେ ନଦୀରେ ଫିଙ୍ଗିଲା

ହାଇଦ୍ରାବାଦର ମେଡିପାଲିରେ ଏକ ଲୋମହର୍ଷଣକାରୀ  ଘଟଣା ସାମ୍ନାକୁ ଆସିଛି। ଯାହା ମାନବତାକୁ ଲଜ୍ଜିତ କରିଛି। ୨୭ ବର୍ଷୀୟ ସମଲା ମହେନ୍ଦ୍ର ରେଡ୍ଡୀ ତାଙ୍କ ୨୧ ବର୍ଷୀୟ ଗର୍ଭବତୀ ପତ୍ନୀ ବି.ସ୍ୱାତୀଙ୍କୁ ଗଳାକାଟି ହତ୍ୟା କରିଥିଲେ ଏବଂ ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ମୁସି ନଦୀରେ ଫିଙ୍ଗି ଦେଇଥିଲେ। ବିକାରବାଦ ଜିଲ୍ଲାର ୨୭ ବର୍ଷୀୟ ମହେନ୍ଦ୍ର ରେଡ୍ଡୀ ଓ ୨୧ ବର୍ଷୀୟ ସ୍ୱାତୀ। ଉଭୟ ପରସ୍ପରକୁ ଭଲ ପାଉଥିଲେ। ୨୦୨୪ ଜାନୁଆରୀରେ ଆର୍ଯ୍ୟ ସମାଜରେ ବିବାହ କରିଥିଲେ। […]

Continue Reading

ସ୍କର୍ପିଓରେ ମନ ବୁଝିଲାନି, ମାଗୁଥିଲେ ୩୬ ଲକ୍ଷ ଟଙ୍କା…ପୁଅ ଆଗରେ ଜିଅନ୍ତା ଜାଳିଦେଲେ

ଗ୍ରେଟର ନୋଏଡାରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁଘର ଲୋକେ ଯୌତୁକ ପାଇଁ ନିଆଁ ଲଗାଇ ହତ୍ୟା କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ଭାବେ ତାଙ୍କ ସ୍ୱାମୀ ବିପିନଙ୍କୁ ଗିରଫ କରାଯାଇଛି। ପୋଲିସ ମହିଳାଙ୍କ ସ୍ୱାମୀ, ଶାଶୁ, ଶ୍ୱଶୁର ଓ ଦିଅରଙ୍କ ସମେତ ଚାରି ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ଗ୍ରେଟର ନୋଏଡାରେ ଘଟିଥିବା ଏ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ୩୫ ଲକ୍ଷ ଟଙ୍କା ଯୌତୁକ ଦାବିରେ ମହିଳାଙ୍କୁ […]

Continue Reading

ବିବାହ ପ୍ରସ୍ତାବରେ ରାଜି ନହେବାରୁ ଗାଡ଼ିରେ ବସିଥିବା ପ୍ରେମିକାକୁ ନଦୀରେ ଠେଲି ଦେଲେ, ବିବାହିତ ପ୍ରେମୀର ମାରାତ୍ମକ କାଣ୍ଡ

କର୍ଣ୍ଣାଟକର ହାସନ ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବେଲୁର ତାଲୁକର ଚନ୍ଦନହଲ୍ଲୀ ଅଞ୍ଚଳରେ ୩୨ ବର୍ଷୀୟ ମହିଳା ଶ୍ୱେତାଙ୍କୁ ତାଙ୍କ ବିବାହିତ ପ୍ରେମୀ କେବଳ ଏହି କାରଣରୁ ହତ୍ୟା କରିଛି ଯେ ସେ ବିବାହ ପ୍ରସ୍ତାବରେ ରାଜି ହୋଇ ନଥିଲେ। ଏହି ଘଟଣା ରବିବାର ରାତିରେ ଘଟିଥିଲା ଏବଂ ବର୍ତ୍ତମାନ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ପୁଲିସ ଅନୁଯାୟୀ, ଶ୍ୱେତା ଓ ରବିଙ୍କ ପରିଚୟ ବହୁ ବର୍ଷରୁ ଥିଲା। ଉଭୟେ ହାସନରେ କାମ ସମୟରେ […]

Continue Reading

ନୀଳ ଡ୍ରମରେ ସ୍ବାମୀର ଶବ: ଘର ମାଲିକ ପୁଅ ସହ ସ୍ତ୍ରୀ ଫେରାର

ଉତ୍ତର ପ୍ରଦେଶର ମେରଠ ସହରରେ ଘଟିଥିବା ଚର୍ଚ୍ଚିତ “ନୀଳ ଡ୍ରମ୍ ମୁସ୍କାନ କାଣ୍ଡ” ଭଳି ଆଉ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏହି ନୂଆ ଘଟଣା ରାଜସ୍ଥାନର ଖୈରଥଲ-ତିଜାରାରୁ ସାମ୍ନାକୁ ଆସିଛି। ଯେଉଁଠାରେ ରବିବାର ଦିନ ଏକ ଘରର ଛାତ ଉପରେ ରଖାଯାଇଥିବା ନୀଳ ପ୍ଲାଷ୍ଟିକ ଡ୍ରମ୍‌ରୁ ୩୫ ବର୍ଷୀୟ ଯୁବକ ହଂସରାମଙ୍କ ମୃତଦେହ ଉଦ୍ଧାର ହୋଇଛି। ଡ୍ରମ୍ ମିଳିବା ମାତ୍ରେ ସମଗ୍ର ଅଞ୍ଚଳରେ ସନ୍ଦିହାନ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସନ୍ଦିହାନ ଘଟଣା ଲୋକଙ୍କୁ ମେରଠର […]

Continue Reading

ଘୋର କଳିଯୁଗ: ମାଆକୁ ଦୁଷ୍କର୍ମ କଲା ପୁଅ!

ଜଣେ ୩୯ବର୍ଷୀୟ ଯୁବକ ତାଙ୍କ ନିଜ ମାଆଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ମହିଳା ଜଣକ ତାଙ୍କ ସ୍ୱାମୀ ଏବଂ ଝିଅଙ୍କ ସହିତ ସାଉଦି ଆରବରୁ ତୀର୍ଥଯାତ୍ରାରୁ ଫେରିବା ପରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୋଲିସ ଅଧିକାରୀଙ୍କ ଅନୁଯାୟୀ, ପୀଡିତା ତାଙ୍କ ୨୫ ବର୍ଷୀୟ ଝିଅ ସହିତ ହୌଜ କାଜି ପୋଲିସ ଷ୍ଟେସନରେ ପହଞ୍ଚି ତାଙ୍କ ପୁଅ ବିରୋଧରେ ଆକ୍ରମଣ ଏବଂ ଯୌନ ଶୋଷଣର ଗମ୍ଭୀର ଅଭିଯୋଗ ଆଣିଥିଲେ। ମହିଳା ଜଣକ କହିଛନ୍ତି ଯେ […]

Continue Reading

ଯୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରକୁ ଗୁଳିମାଡ଼

ପ୍ରସିଦ୍ଧ ଯୁଟ୍ୟୁବର ଏଲଭିଶ ଯାଦବଙ୍କ ଘରେ ଅପରାଧୀମାନେ ଏକାଧିକ ରାଉଣ୍ଡ ଗୁଳିଚାଳନା କରିଛନ୍ତି। ଏହି ଗୁଳିଚାଳନା ଏଲଭିଶ ଯାଦବଙ୍କ ଗୁରୁଗ୍ରାମ ସ୍ଥିତ ଘରେ ହୋଇଛି। ଘଟଣାର ସୂଚନା ମିଳିବା ମାତ୍ରେ ଗୁରୁଗ୍ରାମ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ତଦନ୍ତରୁ ଜଣାପଡ଼ିଛି ଯେ, ଯୁଟ୍ୟୁବରଙ୍କ ଘରେ ପ୍ରାୟ ୧୨ ରାଉଣ୍ଡ ଗୁଳିଚାଳନା ହୋଇଛି। ଘଟଣାଟି ସକାଳ ୫ ରୁ ୬ ମଧ୍ୟରେ ଘଟିଛି। ଯେତେବେଳେ ଏଲଭିଶଙ୍କ ଘରେ ଗୁଳିଚାଳନା ହେଉଥିଲା, ସେତେବେଳେ ଏଲଭିଶ ଘରେ […]

Continue Reading

ରାଖିରେ ସମ୍ପର୍କୀୟ ଭଉଣୀକୁ ଦୁଷ୍କର୍ମ କରି ହତ୍ୟା କଲା ଭାଇ, ଲୋକେ କହୁଛନ୍ତି…

ଉତ୍ତରପ୍ରଦେଶରେ ରକ୍ଷାବନ୍ଧନ ଦିନ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କ ହୃଦୟକୁ ଥରାଇ ଦେବ। ଉତ୍ତରପ୍ରଦେଶର ଔରୈୟାରେ ଜଣେ ଭାଇ ତା’ର ସମ୍ପର୍କୀୟ ଭଉଣୀଠାରୁ ପ୍ରଥମେ ରାଖି ବନ୍ଧାଇଲା ଓ ପରେ ତା’ର ହତ୍ୟା କଲା। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଭାଇ-ଭଉଣୀ ସମ୍ପର୍କକୁ ଲଜ୍ଜାଜନକ କରିଥିବା ଏହି ବ୍ୟକ୍ତି ନିଜର ଅପରାଧ ମଧ୍ୟ ସ୍ୱୀକାର କରିଛି। ଏହି ସମ୍ପର୍କୀୟ ଭାଇ ରକ୍ଷାବନ୍ଧନ ଦିନ ସକାଳେ ୧୪ ବର୍ଷୀୟ ଭଉଣୀଠାରୁ ରାଖି ବନ୍ଧାଇଥିଲା ଓ […]

Continue Reading

ଶାଶୂଙ୍କୁ ୨୦ଖଣ୍ଡ କରି କାଟିଦେଲା ଡାକ୍ତର ଜ୍ବାଇଁ, ୬ମାସ ପୂର୍ବରୁ କରିଥିଲା ଯୋଜନା

ଅଗଷ୍ଟ ୭ ତାରିଖ ।  ପୋଲିସକୁ ପ୍ରଥମେ ଏକ ହାତ ମିଳିଲା। ଏହା ପରେ ପୋଲିସ ତଦନ୍ତ ଆରମ୍ଭ କଲା । ୭ ଦିନ ଭିତରେ ମାମଲାର ସମାଧାନ କଲା ପୋଲିସ । ପ୍ରଥମେ ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା କରିବା କଷ୍ଟକର ଥିଲା। ୨୦ ଖଣ୍ଡ କରି କାଟିଦେଲା ହତ୍ୟାକାରୀ ଶବକୁ ୨୦ଟି ଖଣ୍ଡ କରି କାଟି ପ୍ରତ୍ୟେକ ଅଂଶକୁ ଅଲଗା ଅଲଗା ସ୍ଥାନରେ ଫିଙ୍ଗି ଦେଇଥିଲା। ଯେଉଁଠାରେ ଘଟଣା ଘଟିଥିଲା, ସେଠାରେ ନା ସିସିଟିଭି […]

Continue Reading

ଜଣାପଡ଼ିଲା କାରଣ କାହିଁକି କରିଥିଲେ ମୁଣ୍ଡକାଟି ହତ୍ୟା, 5 ଜଣଙ୍କୁ ବନ୍ଧିଲା ଆହୁରି ବାନ୍ଧିବ ପୋଲିସ

Police have uncovered the motive behind a gruesome beheading case and arrested five individuals involved. Authorities suspect a larger conspiracy and have indicated that more arrests are likely as the investigation progresses.

Continue Reading