ତେନ୍ତୁଳାପଶି ଗ୍ରାମବାସୀଙ୍କ ପାଟଣା ବ୍ଲକ କାର୍ଯ୍ୟାଳୟରେ ଦାବି ପତ୍ର ପ୍ରଦାନ

ପାଟଣ: କେନ୍ଦୁଝର ଜିଲ୍ଲା ବୁଢିକାପୁଡି ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳାପଶି ଗ୍ରାମ ମୁଣ୍ଡରୁ ବୈତରଣୀ ନଦୀ ପର୍ଯ୍ୟନ୍ତ ଯାଇଥିବା ଗୋ ଦାଣ୍ଡୀ ରାସ୍ତା ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ମିଳିଥିଲେ ସୁଦ୍ଧା କାର୍ଯ୍ୟକାରୀ ହୋଇନଥିବାରୁ ଗ୍ରାମବାସୀମାନେ ବହୁ ଉଚ୍ଚପଦସ୍ତ ପଦାଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ନମିଳିବାରୁ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଏପିଓ ବୁଢିକାପୁଡି ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧୂକାରୀ, ଗ୍ରାମ ରୋଜଗାର ସେବକ […]

Continue Reading

ସଲମାନ ଖାନଙ୍କୁ ପୁଣି ମିଳିଲା ଧମକ: ୫କୋଟି ଦିଅ, ନଚେତ୍ ବାବା ସିଦ୍ଦିକିଙ୍କ ଭଳି ଅବସ୍ଥା ହେବ ।

ମୁମ୍ବାଇ ଟ୍ରାଫିକ ପୋଲିସକୁ ମିଳିଛି ଏକ ଧମକପୂର୍ଣ୍ଣ ବାର୍ତ୍ତା  ଯେଉଁଥିରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଠାରୁ 5 କୋଟି ଟଙ୍କା ମଗାଯାଇଛି। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ସହ ତାଙ୍କର ବିବାଦର ସମାଧାନ ଦାବି କରିଛି। ବାର୍ତ୍ତା ପ୍ରେରକ ନିଜକୁ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ନିକଟତର ବୋଲି କହିଛି ଏବଂ କହିଚି ଯଦି ମୁକ୍ତି ପ୍ରଦାନ କରାନଯାଏ ତେବେ ସେ ଅଭିନେତାଙ୍କ ଜୀବନକୁ ବିପଦରେ ପକାଇବେ। ମୁମ୍ବାଇ ପୋଲିସର ସୂଚନାନୁସାରେ, ଲରେନ୍ସ ବିଶ୍ନୋଇ ସହ […]

Continue Reading

୨୦୨୬ ଅଗଷ୍ଟ ୧୬ ଯାଏଁ ଡିଜିପି ଭାବେ କାର୍ଯ୍ୟ କରିବେ ୱାଇବି ଖୁରାନିଆ

ଭୁବନେଶ୍ବର: ରାଜ୍ୟ ସରକାର ୧୯୯୦ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଛନ୍ତି। ମୋହନ ସରକାରଙ୍କ ଦ୍ବାରା କାର୍ଯ୍ୟକାଳ ଅବଧି ବଢ଼ାଯିବା ପରେ ୱାଇବି ଖୁରାନିଆ ୨୦୨୬ ଅଗଷ୍ଟ ୧୬ ତାରିଖ ଯାଏଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ସୂଚନାଯୋଗ୍ୟ, ଯୋଗେଶ ବାହାଦୁର ଖୁରାନିଆ ଗତ ଅଗଷ୍ଟ ୧୬ ତାରିଖ ଦିନ ୩୮ତମ ପୁଲିସ ଡିଜି ଭାବେ ଦାୟିତ୍ବଗ୍ରହଣ କରିଥିଲେ। ସେ ବକ୍ସିବଜାରସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜି ଅରୁଣ ଷଢ଼ଙ୍ଗୀଙ୍କ […]

Continue Reading

କେମିତିକା ବାପା-ମାଆ! ୯୦ ହଜାର ଟଙ୍କା ପାଇଁ ନିଜ ୮ ମାସର ଶିଶୁକୁ ବିକି ଦେଲେ

ରାଞ୍ଚି: ଯେକୌଣସି ପିତାମାତାଙ୍କ ପାଇଁ ସେମାନଙ୍କର ସନ୍ତାନ ହେଉଛି ସେମାନଙ୍କର ଜୀବନ। ସେ ନିଜ ସନ୍ତାନକୁ ବଂଚାଇବା ପାଇଁ ଜଗତକୁ ବଳିଦାନ ଦେଇଦିଅନ୍ତି। ସେ ସେମାନଙ୍କୁ ଶିକ୍ଷା ଦିଅନ୍ତି ଏବଂ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦିନରାତି କାମ କରନ୍ତି। ହେଲେ ଝାରଖଣ୍ଡର ରାମଗଡରେ ଏହାର ବିପରୀତ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଦମ୍ପତି ନିଜ ଝିଅକୁ ବିକ୍ରି କରିଛନ୍ତି। ସୂଚନାନୁସାରେ, ରାମଗଡରେ ଅଟୋ ଚଳାଉଥିବା ରାହୁଲ ସାହନି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଏହି […]

Continue Reading

ବାହାଘର ପରେ ହଙ୍ଗାମା, ଘରେ ପଶିଲେ ଧମକ ଦେଲେ…

ଭୁବନେଶ୍ବର : ଘରେ ପଶି ମହିଳାଙ୍କୁ ଅସଦାଚରଣ ଅଭିଯୋଗ। ସତ୍ୟନଗର ସ୍ଥିତ ଏସ୍ କୁମାର ଙ୍କ ଘରେ ପଶି ତାଙ୍କ ମାଙ୍କ ସହ କିଛି ଦୁର୍ବୁତ୍ତ ଅସଦାଚରଣର କରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ମୁତାବକ, ସତ୍ୟନଗରର ଏସ୍ କୁମାର ଓ ପ୍ରେସ କଲୋନୀର ଏକ ଯୁବତୀ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ଏହି ସମ୍ପର୍କକୁ ବଜାୟ ରଖିବାକୁ ମନ୍ଦିରର ବିବାହ କରିଥିଲେ। […]

Continue Reading
ସାବଧାନ! ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିଲେ ବାନ୍ଧିବ କ୍ରାଇମବ୍ରାଞ୍ଚ

ସାବଧାନ! ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିଲେ ବାନ୍ଧିବ କ୍ରାଇମବ୍ରାଞ୍ଚ

ବ୍ୟୁରୋ : ସାବଧାନ ସରକାରୀ ବାବୁ। ଆପଣ ସାର୍ଟିଫିକେଟ ଅସଲି ତ? ନହେଲେ ବାନ୍ଧିବ କ୍ରାଇମବ୍ରାଞ୍ଚ। ମାରାଥନ ଜେରା ପରେ କାରାଗାରକୁ ଯାଇ ପାରନ୍ତି ଆପଣ। ଏନେଇ ଏକ ସୂତ୍ରରୁ ଖବର ପ୍ରକାଶ ପାଇଛି। ତଥ୍ୟ ମୁତାବକ, ଜାଲ ସାର୍ଟିଫିକେଟକୁ ନେଇ ଏବେ ସବୁ ସରଗରମ୍ ପରିବେଶ। ଆଉ ସଭିଙ୍କ ନଜର ବଲାଙ୍ଗିର ଉପରେ। ଯାହାକୁ ଭିତି କରି ବଲାଙ୍ଗିରରେ ପହଁଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍। ତନାଘନା ବି ଆରମ୍ଭ କରିଛି। ତଦନ୍ତର ପ୍ରଥମ ଦିନରେ ପୋଲିସ ପାଖରୁ […]

Continue Reading
The lover burned himself for the death of the lover

ପ୍ରେମିକର ଦେହାନ୍ତରେ ହତବାକ ପ୍ରେମିକା, ନିଜ ଦେହରେ ଲଗାଇଲେ ନିଆଁ

ପ୍ରେମିକର ଦେହାନ୍ତରେ ହତବାକ ପ୍ରେମିକା, ନିଜ ଦେହରେ ଲଗାଇଲେ ନିଆଁ

Continue Reading
Extra martial affairs After the encounter

ସ୍ତ୍ରୀ ସହ ସମ୍ପର୍କ ପାଇଁ ଦେଇଥିଲେ ସୁପାରି ବନ୍ଧାହେଲେ କିଲ୍ଲର ଓ ମାଷ୍ଟରମାଇଣ୍ଡ

ସ୍ତ୍ରୀ ସହ ସମ୍ପର୍କ ପାଇଁ ଦେଇଥିଲେ ସୁପାରି ବନ୍ଧାହେଲେ କିଲ୍ଲର ଓ ମାଷ୍ଟରମାଇଣ୍ଡ

Continue Reading
Supari killed in police firing

ପୋଲିସ ଗୁଳିରେ ଗୁରୁତର କୁଖ୍ୟାତ ଅପରାଧି, ସୁପାରି କିଲ୍ଲର ଜିତେନ୍ଦ୍ର ପଲେଇ

ପୋଲିସ ଗୁଳିରେ ଗୁରୁତର ସୁପାରି କିଲ୍ଲରପୋଲିସ ଗୁଳିରେ ଗୁରୁତର କୁଖ୍ୟାତ ଅପରାଧି, ସୁପାରି କିଲ୍ଲର ଜିତେନ୍ଦ୍ର ପଲେଇ

Continue Reading