ଗିରଫ ହେଲେ ଏଏସପି ତ୍ରିନାଥ ମିଶ୍ର, ପତ୍ନୀଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: ବନ୍ଧା ହେଲେ ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହା ସହିତ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ । ଭିଜିଲାନ୍ସ ସୂଚନା ଅନୁସାରେ, ତ୍ରିନାଥ ମିଶ୍ରଙ୍କ ମୋଟ ୧୧ କୋଟି ୨ଲକ୍ଷର ସମ୍ପତ୍ତି ଠାବ ହୋଇଛି । ସେଥିମଧ୍ୟରୁ ୮କୋଟି ୬୧ ଲକ୍ଷ ଆୟ ବହିର୍ଭୂତ ସମ୍ପତ୍ତି ରହିଛି । ଭିଜିଲାନ୍ସ ବିଭାଗ ପକ୍ଷରୁ […]

Continue Reading

ଗିରଫ ହେଲେ ସୁନ୍ଦରଗଡ଼ର କୋଟିପତି ଏଡିଏମ୍ ବିଶ୍ୱଜିତ ମହାପାତ୍ର

ସୁନ୍ଦରଗଡ଼: ଅତିରିକ୍ତ ଜିଲ୍ଲାପାଳଙ୍କୁ ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ । ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦୁଇ ଦିନର ମାରାଥନ୍ ରେଡ୍ ଓ ଜେରା ପରେ ତାଙ୍କୁ ଗିରଫ କରାଯାଇଛି । କୋଟିପତି ଏଡିଏମ୍ ଓ ତାଙ୍କ ପତ୍ନୀଙ୍କ ନାଁରେ ବିପୁଳ ସମ୍ପତ୍ତି ଠାବ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ୍ ମହାପାତ୍ରଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ […]

Continue Reading

ସୁନ୍ଦରଗଡ଼ ADM ବିଶ୍ୱଜିତ୍‌ ମହାପାତ୍ରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି

ସୁନ୍ଦରଗଡ଼: ସୁନ୍ଦରଗଡ଼ ADM ବିଶ୍ୱଜିତ୍‌ ମହାପାତ୍ରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ । ଭିଜିଲାନ୍ସ ଜାଲରେ ରାଜ୍ୟ ସରକାରଙ୍କ ଆଉ ଜଣେ କୁବେର ବାବୁ ADM ବିଶ୍ୱଜିତ୍‌ ମହାପାତ୍ର । ଭିଜିଲାନ୍ସ ସୁନ୍ଦରଗଡ଼ ADM ବିଶ୍ୱଜିତଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି । ଆଜି ତାଙ୍କୁ ସୁନ୍ଦରଗଡରେ ଜେରା କରାଯାଇଛି । ଆଉ ମାତ୍ର ଦିନ କେଇଟା ପରେ ସେ ଚାକିରିରୁ ଅବସର ନେଇଥାନ୍ତେ ADM । ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାରେ ୮୯ […]

Continue Reading

ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଅଧିକାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଅଧିକାରୀ । ଲାଞ୍ଚ ନେବା ସମୟରେ ମାଡ଼ିବସିଥିଲା ଭିଜିଲାନ୍ସ । ଦୁଇ ଜଣଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି ।ସୂଚନା ଅନୁସାରେ, ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ବିଇଓ ବ୍ରଜକୁମାର ନାୟକ ଜଣେ ଶିକ୍ଷକଙ୍କ ଏରିଅର ବିଲ୍ କରିବାକୁ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଚଢାଉ କରିଥିଲା । ଅନ୍ୟପଟେ କଟକ  କଲେକ୍ଟୋରେଟ୍ ରେକର୍ଡ ରୁମ୍ର କିରାଣି କାଶୀନାଥ ଦାଶ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ […]

Continue Reading

ଅନୁଗୁଳ ମାଛକୁଟା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଅପହରଣ ମାମଲା : ଉଦ୍ଧାର ହେଲେ ନିଖୋଜ ସରପଞ୍ଚ ପ୍ରାର୍ଥୀ

ଅନୁଗୁଳ : ଅନୁଗୁଳ ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଅପହରଣ ମାମଲା। ଅଭିଯୋଗର ୧୨ ଘଣ୍ଟା ପରେ ପୋଲିସ ନିଖୋଜ ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀଙ୍କୁ ଠାବ କରିଛି । ଏହି ଘଟଣା ଘଟିବା ପରେ ଗତକାଲି ରାତିରେ ଥାନାରେ ମାମଲା ରୁଜୁ ହୋଇଥିଲା । ଅଭିଯୋଗ ପାଇବା ପରେ ପୋଲିସ ଛାନ୍ ଭିନ୍ ଜାରି ରଖିଥିଲା । ଆଜି ପୋଲିସ ମନୋଜଙ୍କ ମୋବାଇର ଟ୍ରାକିଂ କରି ସେ ଦେବଗଡ ଜିଲ୍ଲାରେ ଥିବା ଜାଣିବାକୁ […]

Continue Reading

ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ: ବାପାକୁ ହତ୍ୟା କଲା ଜନ୍ମ କଲା ପୁଅ

ଢେଙ୍କାନାଳ: ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ। ବାପାକୁ ହତ୍ୟା କରିଛି ନିଜ ଜନ୍ମ କଲା ପୁଅ। ସମ୍ପତ୍ତି ଯୋଗୁ ପାଟି ତୁଣ୍ଡ ହୋଇଥିବା ବଙ୍କଳ ଉତ୍ତ୍ୟକ୍ତ ହୋଇ ନିଜ ବାପାକୁ ନିର୍ମର୍ମ ଭାବେ ହତ୍ୟା କରିଛି ପୁଅ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଟାଉନ୍ ନିକଟ କୋରିଆଁ  କାଳୀସାହିରେ । କୋରିଆଁ କାଳୀସାହିରେ ସମ୍ପତ୍ତି ପାଇଁ ବୃଦ୍ଧ ବାପା ତ୍ରିଲୋଚନ ପ୍ରଧାନଙ୍କୁ ହତ୍ୟା କରିଛି ପୁଅ । ଏହାପରେ ବାପାଙ୍କୁ ପୋଡ଼ି ଦେବାକୁ ଉଦ୍ୟମ […]

Continue Reading

ବଡ଼ଭାଇକୁ ହାଣିଲା ସାନଭାଇ: ହତ୍ୟାପରେ ଫେସବୁକରେ ପୋଷ୍ଟ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ନିଜ ଭାଇକୁ ହାଣି ହତ୍ୟା କରିଛି ଆଉ ଜଣେ ଭାଇ।ଖାଲି ସେତିକି ନୁହେଁ ହତ୍ୟା କରିବା ପରେ ପରେ ସମସ୍ତେ ଖୁସି ଅଛନ୍ତି କି ନାହିଁ ବୋଲି ଫେସବୁକରେ ପୋଷ୍ଟ ମଧ୍ୟ କରିଛି ଅଭିଯୁକ୍ତ। ଏହି ଘଟଣା ଘଟିଛି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ବୋତଣ୍ଡା ଅଞ୍ଚଳରେ । ବୋତଣ୍ଡା ଅଞ୍ଚଳର ପ୍ରକାଶ ବେହେରାଙ୍କୁ ତାଙ୍କ ସାନଭାଇ ରାକେଶ ବେହେରା ଖଣ୍ଡାରେ ହାଣି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। ସାମାନ୍ୟ କଳହକୁ କେନ୍ଦ୍ରକରି […]

Continue Reading

ପ୍ରେମିକା ସହ ହୋଟେଲରେ ମଉଜ ମସ୍ତି, ଧରାଇଦେଲା ସ୍ତ୍ରୀର ଆଧାର କାର୍ଡ

ଭୁବନେଶ୍ୱର: ପ୍ରେମିକା ସହ ହୋଟେଲରେ ମଉଜ ମସ୍ତି କରିବା ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ବ୍ୟକ୍ତି ଜଣକ ହୋଟଲରେ ରହିବା ପାଇଁ ବ୍ୟବହାର କରିଥିଲେ ନିଜ ସ୍ତ୍ରୀର ଆଧାର କାର୍ଡ । ବାସ୍ ଏହି ଭୁଲ୍ ପାଇଁ ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ହାତରେ ଧରାପଡିଥିଲେ । ମହାରାଷ୍ଟ୍ର ପୁଣେରେ ଏହି ଘଟଣା ସାମ୍ନାକୁ ଆସିଥିଲେ ହେଁ ବ୍ୟକ୍ତି ଜଣକ ଗୁଜରାଟର ଜଣେ ବ୍ୟବସାୟୀ ବୋଲି ଜଣାପଡିଛି । ପୋଲିସ ରିପୋର୍ଟ ଅନୁଯାୟୀ […]

Continue Reading

ଅଭିଯୁକ୍ତ ମାଡ଼ରେ ଘାଇଲା ପୋଲିସ୍

ଭୁବନେଶ୍ୱର: ଅଭିଯୁକ୍ତକୁ ଧରିବାକୁ ଯାଇ ମାଡ଼ ଖାଇଲା ପୋଲିସ । ଖସିଜିବାକୁ ଉଦ୍ୟମ କରିବା ସମୟରେ ଅଭିଯୁକ୍ତକୁ ଧରିନେଲା ପୋଲିସ । ଅଭିଯୁକ୍ତ ଜଣକ ହେଉଛନ୍ତି କପିଳେଶ୍ୱର ଅଞ୍ଚଳର ଟିକୁ ମାଲିଆ । ଅଭିଯୁକ୍ତ ପାଖରୁ କାଠ ପଟା ଜବତ କରିବା ସହ ପୋଲିସ ଟିକୁକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ ଯେ, ସଂପୃକ୍ତ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଶ୍ରୀଲିଙ୍ଗରାଜ ଥାନାରେ ୩ଟି ମାମଲା ଥିଲା। ବିଶ୍ଵସ୍ତ ସୂତ୍ରରୁ କଳିଳେଶ୍ୱର ମନ୍ଦିର ନିକଟରେ ସେ […]

Continue Reading

ଚୋରା ଚାଲାଣବେଳେ ଜବତ ହେଲା ଗଞ୍ଜେଇ, ଜଣେ ଗିରଫ

ଯାଜପୁର: ପୁଣି ଜବତ ହେଲା ଗଞ୍ଜେଇ । ଫୁଲବାଣୀରୁ କୋଲକାତା ଚାଲାଣ ହେଉଥିବାବେଳେ ଜବତ ହୋଇଛି ଗଞ୍ଜେଇ । ଅବକାରୀ ଗୁଇନ୍ଦା ବିଭାଗ ହାତରେ ଧରାପଡ଼ିଲା ୧ କୁଇଣ୍ଟାଲ ୨୫କିଲେ ଗଞ୍ଜେଇ । ଏହାସହ ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗର କର୍ମଚାରୀମାନେ ଯାଜପୁର ଜିଲ୍ଲାର ଜାରକା ଓଭରବ୍ରିଜ ଉପରେ ଚଢ଼ାଉ କରିଥିଲେ । ସୂଚନା ଅନୁସାରେ, ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର କମିଶନର ଆଶିଷ ସିଂ ସୂଚନା […]

Continue Reading