ପୁନର୍ବାର ଘୁଂଚିଲା ରଣବୀର-ଆଲିୟାଙ୍କ ବିବାହ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କାପୁର ଓ ଆଲିୟା ଭଟ୍ଟଙ୍କ ବିବାହ ତାରିଖ ବାରମ୍ବାର ପରିବର୍ତନ ହେବାରେ ଲାଗିଛି । ରିପୋର୍ଟ ମୁତାବକ ଏବେ ଏହାକୁ ଡିସେମ୍ବର ୨୦୨୨କୁ ଘୁଂଚାଇ ଦିଆଯାଇଛି । ପ୍ରଥମେ ଏହି ଚର୍ଚ୍ଚିତ ଯୋଡି ଡିସେମ୍ବର ୨୦୨୧ରେ ବିବାହ କରିବେ ବୋଲି ସ୍ଥିର ହୋଇଥିଲା । ଏହା ପରେ ସେପ୍ଟେମ୍ବର ୨୦୨୧କୁ ଘୁଂଚା ଯାଇଥିଲା । ଉଭୟଙ୍କ ପାଖରେ ଏବେ ଅନେକ କାମ ଥିବାରୁ ସେମାନଙ୍କ ନିକଟରେ ସମୟର ଅଭାବ ରହିଛି । […]

Continue Reading

ଫିଲ୍ମରେ ସୁଯୋଗ ଦେବା ପାଇଁ ଆଦିତ୍ୟଙ୍କୁ ୨୦ କୋଟି ଦେଇଥିଲେ ରଣବୀରଙ୍କ ବାପା !

ମୁମ୍ବାଇ: ବିବଦୀୟ ଫିଲ୍ମ କ୍ରିଟିକ ଓ ଅଭିନେତା କମାଲ ଆର ଖାଁ ଆଜି ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି । ସେ କହିଛନ୍ତି ରଣବୀର ସିଂଙ୍କ ବାପା ଜଗଜିତ ସିଂ ଭବନାନୀ ପୁଅକୁ ହୀରୋ କରିବା ପାଇଁ ଆଦିତ୍ୟ ଚୋପ୍ରାଙ୍କୁ ୨୦କୋଟି ଟଙ୍କା ଦେଇଥିଲେ । ସୂଚନାଯୋଗ୍ୟ, ରଣବୀର ୟଶରାଜ ବ୍ୟାନରର ବ୍ୟାଣ୍ଡ ବାଜା ବାରାତରେ ଅନୁଷ୍କା ଶର୍ମାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ବଂଟି ଔର ବବଲୀ ୨ର ରିଭ୍ୟୁ କରିବା ସମୟରେ କେଆରକେ ଏହି […]

Continue Reading

ନୋ ଏଂଟ୍ରି ମେଁ ଏଂଟ୍ରିରେ ସଲମାନ, ଅନୀଲ, ଫରଦୀନଙ୍କ ଟ୍ରିପଲ ରୋଲ !

ମୁମ୍ବାଇ: ୨୦୦୫ରେ ରିଲିଜ ହୋଇଥିବା ନୋ ଏଂଟ୍ରି ଫିଲ୍ମର ସିକ୍ୱେଲ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ନିର୍ମାତା ଅନୀସ ବାଜମୀ ସୂଚନା ଦେଇ ସାରିଛନ୍ତି । ତେବେ ଏହି ସୁପରହିଟ ଫିଲ୍ମର ସିକ୍ୱେଲରେ ସଲମାନ ଖାଁ, ଅନୀଲ କାପୁର ଓ ଫରଦୀନ ଖାଁ ଟ୍ରିପଲ ରୋଲ କରିବାକୁ ଯାଉଛନ୍ତି ବୋଲି ବଲିଉଡ ହଙ୍ଗାମାରେ ଖବର ପ୍ରକାଶ ପାଇଛି । ଦର୍ଶକ ଏଥର ୩ ବଦଳରେ ୯ ହୀରୋର ମଜା ଉଠାଇବେ । ବର୍ତମାନ ମେକର୍ସ […]

Continue Reading

ଭିକ୍କି-କ୍ୟାଟ୍ରିନା ବାହାଘରରେ ଯୋଗ ଦେବେ ଶାହାରୁଖ

ମୁମ୍ବାଇ: ପୁତ୍ର ଆର୍ଯ୍ୟନ ଡ୍ରଗ୍ସ କେସରେ ଫସିବା ପରେ ବଲିଉଡ ଅଭିନେତା ଶାହାରୁଖ ଖାଁ ପ୍ରଶଂସକ ଓ ମିଡିଆଠାରୁ ଦୂରେଇ ରହିଥିଲେ । ଆର୍ଯ୍ୟନ ନିର୍ଦ୍ଦୋଷ ପ୍ରମାଣିତ ହୋଇ ଜାମିନ ପାଇବା ପରେ ଶାହାରୁଖଙ୍କ ମନ ଖୁସି ରହିଛି । ରିପୋର୍ଟ ମୁତାବକ ଡିସେମ୍ବରରେ ହେବାକୁ ଥିବା ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହରେ ସେ ଯୋଗ ଦେବେ ବୋଲି ଜଣାଇଛନ୍ତି । ରାଜସ୍ଥାନରେ ହେବାକୁ ଥିବା ଏହି ବାହାଘରରେ ଯୋଗ ଦେବା ପାଇଁ କିନ୍ତୁ […]

Continue Reading

ଭିକି ଓ କାଟ୍ରିନାଙ୍କ ଭିତରେ ରହିଛି ଖାସ୍‌ କନେକ୍ସନ୍‌; ଆୟୁଷ୍ମାନ

ମୁମ୍ବାଇ: ବଲିଉଡ୍‌ ଚଚ୍ଚିର୍ତ ଯୋଡି ଭିକି କୌଶଲ ଏବଂ କାଟ୍ରିନା କୈଫ୍‌ ବିବାହ ଖବରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସେମାନଙ୍କ ସମ୍ପର୍କକୁ ନେଇ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ଲାଗି ରହିଛି। ତାଙ୍କ ବନ୍ଧୁ ବିକି ଏବଂ କ୍ୟାଟଙ୍କ ସମ୍ପର୍କ ବିଷୟରେ ସେ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ନିଶ୍ଚିତ ଭାବରେ କିଛି ଖାସ୍‌ ସଂଯୋଗ ଅଛି। ଏହା କୁହାଯାଉଛି ଯେ ଭିକି ଏବଂ କ୍ୟାଟ୍ରିନା ଆନୁଷ୍ଠାନିକ ଭାବେ ଏହାକୁ ଖୁବ୍‌ […]

Continue Reading

ପାଖେଇ ଆସିଲାଣି ବିବାହ ସମୟ ,ଏବେଠୁ ବ୍ରେକ୍ ନେଲେଣି କ୍ୟାଟ୍ରିନା କୈଫ୍

ମୁମ୍ବାଇ : ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଚିକିନି ଚମେଲୀ କ୍ୟାଟ୍ରିନା କୈଫ୍ । ସେ ଆସନ୍ତା ମାସରେ ବଲିଉଡ୍ ହିଟ୍ ଷ୍ଟାର, ହ୍ୟାଣ୍ଡସମ୍ ବୟେ ଭିକି କୌଶଲଙ୍କୁ ବିବାହ କରିବାକୁ ଯାଉଛନ୍ତିା ବିବାହ ତାରିଖ ପାଖେଇ ଆସିଲାଣି । ଏହି ଗ୍ରାଣ୍ଡ ମ୍ୟାରେଜକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ବଢିବାରେ ଲାଗିଛି । ହେଲେ ଏହି ବାହାଘର ପାଇଁ ଏବେଠାରୁ ପ୍ରସ୍ତୁତି ଚଲାଇଛନ୍ତି କ୍ୟାଟ୍ । କ୍ୟାଟ୍ରିନା ଏବେ ନିଜ କାମରୁ କିଛି […]

Continue Reading

ହିରୋ ଅର୍ଦ୍ଧେନ୍ଦୁ ଭିଲେନ ଭୂମିକାରେ ନଜର ଆସିବେ

ଭୁବନେଶ୍ୱର : ହିରୋ ଅର୍ଦ୍ଧେନ୍ଦୁ ଏବେ ପୁଣି ନୂଆ ଚଳଚ୍ଚିତ୍ର ସୁଟିଂ ପାଇଁ ବ୍ୟସ୍ତି ଅଛନ୍ତି । ହେଲେ ଏହି ଚଳଚ୍ଚିତ୍ରରେ ଅର୍ଦ୍ଧେନ୍ଦୁ ଭିଲେନ ଅବତାରରେ ନଜର ଆସିବେ ବୋଲି ଜଣାପଡିଛି । ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହେଉଥିବା ‘ଭିଲେନ’ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି କେ. ମୁରଲୀକ୍ରୀଷ୍ଣା । ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଆଦିକନ୍ଦ ସାହୁ ଥିବାବେଳେ ,କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଅଶ୍ୱନୀ ତ୍ରିପାଠୀ । ଚିତ୍ରନାଟ୍ୟ ଓ ସଂଳାପ ରଚନାରେ ଅଛନ୍ତି ଦେବୀଦତ୍ତ ମହାନ୍ତି । […]

Continue Reading

ଓଲିଉଡକୁ କମ୍ ବ୍ୟାକ୍ କଲେ ଅଭିନେତ୍ରୀ ପ୍ରିୟା ଚୌଧୁରୀ

ଭୁବନେଶ୍ୱର : ଫିଲ୍ମ ଜଗତଠାରୁ ଦୂରେଇ ଯାଇଥିବା ଅଭିନେତ୍ରୀ ପ୍ରିୟା ଚୌଧୁରୀ ପୁଣି ଓଲିଉଡକୁ କମ୍ ବ୍ୟାକ୍ କରୁଛନ୍ତି । ଏଥର ପ୍ରିୟା ଭିନ୍ନ ଚରିତ୍ରରେ ନଜର ଆସିବେ ବୋଲି ଜଣାପଡିଛି । ଉପସ୍ଥାପିକା ତଥା ଅଭିନେତ୍ରୀ ପ୍ରିୟା ଚୌଧୁରୀ ଏବେ ସୁଟିଂ ସେଟରେ ନିଜର ଅପକମିଂ ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି । ନୂଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ ପାଇଁ ସୁଟିଂ ଚାଲିଛି ।ଏଥିରେ ନାୟକ ଅମ୍ଲାନଙ୍କ ବିପକ୍ଷରେ ତିନି ଜଣ ନାୟିକା ନଜର […]

Continue Reading

ପ୍ରଶଂସକଙ୍କୁ ଆଲର୍ଟ କଲେ ଗୋବିନ୍ଦା, ଲକ୍ଷ୍ନୌ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ମିଛ

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ତାଙ୍କ ନାମରେ ପ୍ରକାଶିତ ଏକ ବିଜ୍ଞାପନ ଦେଖି ଚକିତ ହୋଇ ପଡିଥିଲେ । ଏହି ବିଜ୍ଞାପନରେ ୨୦ ଡିସେମ୍ବରରେ ଗୋବିନ୍ଦାଙ୍କୁ ପ୍ରଶଂସକ ସାକ୍ଷାତ କରିପାରିବେ ଉଲ୍ଲେଖ ରହିଥିଲା । ଏହା ଜାଣିବା ମାତ୍ରେ ସେ ସଙ୍ଗେ ସଙ୍ଗେ ସୋସିଆଲ ସାଇଟରେ ଏ ନେଇ ସମସ୍ତଙ୍କୁ ସତର୍କ କରାଇ ଦେଇଥିଲେ । ମୁଁ ଏ ଭଳି କୌଣସି ଇଭେଂଟରେ ଯୋଗ ଦେଉନି । ଏହା ସମ୍ପୂର୍ଣ୍ଣ ମିଥ୍ୟା ଖବର । ଆପଣମାନେ ଏଥିରେ […]

Continue Reading

ଘୁଞ୍ଚିଲା ‘ଗଙ୍ଗୁବାଇ କାଠିଆୱାଡି’ର ରିଲିଜ୍ ଡେଟ୍‌

ନୂଆଦିଲ୍ଲୀ: ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିଆୱାଡି’ ଏବଂ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ‘ଆରଆରଆର’ ବକ୍ସ ଅଫିସରେ ସଂଘର୍ଷ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ଗଙ୍ଗୁବାଇ କାଠିଆୱାଡି ଫିଲ୍ମର ରିଲିଜ୍ ତାରିଖକୁ ବଢାଇ ଦିଆଯାଇଛି। ବାସ୍ତବରେ ଅଜୟ ଦେବଗନ୍ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ଗଙ୍ଗୁବାଇ କାଠିଆୱାଡି ଏବଂ ଆରଆରଆରରେ ଏକାସାଙ୍ଗେ ରିଲିଜ ହେବାର ଥିଲା। କିନ୍ତୁ ବର୍ତ୍ତମାନ ଗଙ୍ଗୁବାଇ କାଠିଆୱାଡିର ରିଲିଜ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଗଙ୍ଗୁବାଇ କାଠିଆୱାଡିରେ ୬ ଜାନୁୟାରୀ ୨୦୨୨ […]

Continue Reading