ଫିଲ୍ମ ‘୮୩’ ପାଇଁ ପ୍ରଥମ ପସନ୍ଦ ଥିଲେ ଅର୍ଜୁନ!
ନୂଆଦିଲ୍ଲୀ: ଆଗାମୀ କ୍ରୀଡ଼ା ଚଳଚ୍ଚିତ୍ର ‘୮୩’ର ନିର୍ଦ୍ଦେଶକ କବୀର ଖାନ କହିଛନ୍ତି ଯେ ପୂର୍ବତନ କ୍ରିକେଟର କପିଲ ଦେବଙ୍କ ମୁଖ୍ୟ ଭୂମିକା ପାଇଁ ଅଭିନେତା ରଣବୀର ସିଂ ହିଁ ତାଙ୍କର ପ୍ରଥମ ପସନ୍ଦ ଥିଲେ। କପିଲ ଦେବଙ୍କ ଅଧିନାୟକତ୍ୱରେ ଥିବା ଭାରତୀୟ କ୍ରିକେଟ୍ ଦଳ ୧୯୮୩ ମସିହାରେ ଦେଶର ପ୍ରଥମ ବିଶ୍ୱକପ ଜିତି ଇତିହାସ ରଚିଥିଲା ଏହାକୁ ନେଇ ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି। ଏଥିରେ ୧୯୮୩ ବିଶ୍ବକପ୍ର ପ୍ରତିଟି ମୁହୂର୍ତ୍ତକୁ ଦର୍ଶକ ଆଉ ଥରେ ଅନୁଭବ କରିପାରିବେ। […]
Continue Reading
