ବ୍ରହ୍ମାସ୍ତ୍ରରେ ନାଗାର୍ଜୁନ, ଶାହାରୁଖଙ୍କ କାମିଓ

ମୁମ୍ବାଇ: ବ୍ରହ୍ମାସ୍ତ୍ରରେ ନାଗାର୍ଜୁନ ଓ ଶାହାରୁଖଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଏହାର ପ୍ରଡ୍ୟୁସର କରନ ଜୋହର କହିଛନ୍ତି । ଏହାକୁ କେବଳ କାମିଓ କହିବା ଠିକ ନୁହେଁ ବୋଲି ସେ କହିଛନ୍ତି । ରଣବୀର କାପୁର ଓ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଆମେ ଏ ଭଳି ଏକ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଛ ଯାହା କି ସାରା ବିଶ୍ୱ ଦେଖିବ । ମେଗା ବଜେଟ ଫିଲ୍ମ କରିବାକୁ ହେଲେ ଅନ୍ୟମାନଙ୍କ […]

Continue Reading

ଏକତା କପୁର କରୋନା ପଜିଟିଭ

ମୁମ୍ବାଇ: ଏକତା କପୁର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନେକ ବଲିଉଡ ଏବଂ ଟେଲିଭିଜନ ସେଲିବ୍ରିଟି ଏହି ମାରାତ୍ମକ ଭୂତାଣୁ ଦ୍ବାରା ସଂକ୍ରମିତ କରିଛନ୍ତି। ସେ ବର୍ତ୍ତମାନ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ଏକତା ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବନ୍ଧୁ ଏବଂ ପରିବାରବର୍ଗଙ୍କୁ କରୋନା ଟେଷ୍ଟ କରାଇବାକୁ କହିଛନ୍ତି।  ସେ ସମସ୍ତ କୋଭିଡ୍-୧୯ ପ୍ରୋଟୋକଲ୍ ମଧ୍ୟ ଅନୁସରଣ କରୁଛନ୍ତି ବୋଲି କହିଛନ୍ତି। ସେ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି।

Continue Reading

ସାଜିଦଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ଆହାନ

ମୁମ୍ବାଇ: ସାଜିଦ ନାଡିୟାଡୱାଲାଙ୍କ ତଡପରେ ଧମାକାଦାର ଷ୍ଟାଇଲରେ ବଲିଉଡରେ ପାଦ ଥାପିଥିଲେ ସୁନୀଲ ସେଟ୍ଟୀଙ୍କ ପୁତ୍ର ଆହାନ । ତେଲୁଗୁ ଫିଲ୍ମ ଆରଏକ୍ସ ୧୦୦ର ହିନ୍ଦର ରିମେକ ତଡପ ବ୍ୟବସାୟୀ ଦୃଷ୍ଟିକୋଣରୁ ସେତେଟା ବଡ ହିଟ ହୋଇ ନ ଥିଲେ ମଧ୍ୟ ଆହାନ ପ୍ରଭାବିତ କରିଥିଲେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସାଜିଦ ତାଙ୍କ ଆଗାମୀ ଫିଲ୍ମରେ ଆହାନଙ୍କୁ ନେବେ ବୋଲି ଘୋଷଣା କରି ସାରିଛନ୍ତି । ପୂର୍ବରୁ ଟାଇଗର ଶ୍ରଫଙ୍କ ବଲିଉଡ କ୍ୟାରିୟରରେ […]

Continue Reading

ପୁଣି ଘୁଞ୍ଚିଲା ଫିଲ୍ମ ‘ଜର୍ସି’ର ରିଲିଜ ଡେଟ୍‌

ମୁମ୍ବାଇ: ଶାହିଦ କପୁର ଏବଂ ମୃଣାଲ ଠାକୁର ତାଙ୍କ ଅଭିନୀତ ଫିଲ୍ମ ‘ଜର୍ସି’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ଅନେକ ଦିନର ଅପେକ୍ଷା ପରେ ଫିଲ୍ମଟି ଡିସେମ୍ବର ୩୧ରେ ରିଲିଜ ହେବାର ଥିଲା। କିନ୍ତୁ ଦେଶରେ ବଢୁଥିବା କୋଭିଡ ଏବଂ ଓମିକ୍ରନ୍ ମାମଲା ହେତୁ ଜର୍ସିର ରିଲିଜ୍ ତାରିଖ ପୁଣି ଥରେ ଘୁଞ୍ଚାଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ଫିଲ୍ମ ନିର୍ମାତାମାନେ ଏକ ସରକାରୀ ବିବୃତ୍ତି ପ୍ରକାଶ କରିଛନ୍ତି। ଦେଶରେ କୋଭିଡ ଏବଂ ଓମିକ୍ରନ୍ ମାମଲା ବଢିବା ସହିତ କେତେକ […]

Continue Reading

ବଲିଉଡର ଜଣାଶୁଣା କମେଡ଼ିଆନ ମୁସ୍ତାକ ମର୍ଚ୍ଚାଣ୍ଟଙ୍କ ପରଲୋକ

ମୁମ୍ବାଇ: ବଲିଉଡରେ ଶୋକର ଛାୟା । ବଲିଉଡର ଜଣେ ଜଣାଶୁଣା କଳାକାରଙ୍କ ମୃତ୍ୟୁ ଘଟିଛି । ଫଳରେ ପୁରା ବଲିଉଡ ସ୍ତବ୍ଦ ହୋଇଯାଇଛି । ଆଜି ବଲିଉଡର ବହୁ ଚର୍ଚ୍ଚିତ କମେଡିଆନ ଏବଂ ଆକ୍ଟର ମୁସ୍ତାକ ମର୍ଚ୍ଚାଣ୍ଟଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ବହୁ ଦିନ ଧରି ମଧୁମେହ ରୋଗରେ ପୀଡ଼ିତ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି । ମୁସ୍ତାକ ବଲିଉଡର ଅନେକ ଫିଲ୍ମରେ କାମ […]

Continue Reading

ହସ୍ପିଟାଲରେ ଭର୍ତ୍ତି ହେଲେ ସଲ୍‌ମାନ

ମୁମ୍ବାଇ: ସଲମାନ ଖାନ ତାଙ୍କ ପାନଭେଲ ଫାର୍ମ ହାଉସରେ ବିଳମ୍ବିତ ରାତିରେ ସାପ କାମୁଡ଼ାର ଶିକାର ହୋଇଥିବା ସୂଚନା ମିଳିଛି। ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଡାକ୍ତରଖାନାରୁ ମୁକ୍ତ କରାଯିବା ଏକ ଆଶ୍ବସ୍ତିକର ବିଷୟ। ସେ ରବିବାର ସକାଳ ପ୍ରାୟ ୯ଟାରେ ନିଜ ଫାର୍ମ ହାଉସକୁ ଫେରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ସଲମାନଙ୍କ ଫାର୍ମ ହାଉସ ଚାରିପାଖରେ ଅନେକ ଗଛ ରହିଛି ଏବଂ ଏହି ଅଞ୍ଚଳ ପାହାଡ […]

Continue Reading

ଫିଲ୍ମ ‘୮୩’ରେ ରଣବୀରଙ୍କ ଅଭିନୟକୁ ପ୍ରଶଂସା କଲେ ବିରାଟ-ଅନୁଷ୍କା

ମୁମ୍ବାଇ : ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ଷ୍ଟାରଫିଲ୍ମ ‘୮୩’ ରିଲିଜ ହୋଇସାରିଛି । ଏହି ମୁଭିକୁ ଖୁବ୍ ତାରିଫ କରିଛନ୍ତି ବିରାଟ ଓ ଅନୁଷ୍କା  । ଏନେଇ ବିରାଟ ନିଜ ଟୁଇଟର ଆକାଉଣ୍ଟରେ ଫିଲ୍ମକୁ ନେଇ ନିଜର ଇମୋସନ୍ ସେୟାର କରିଛନ୍ତି । ବିରାଟ କହିଛନ୍ତି ଯେ ଭାରତୀୟ କ୍ରିକେଟ ପାଇଁ ଏହି ମୁଭି ଏକ ଇତିହାସ ର ସ୍ୱର୍ଣ୍ଣିମ ଝଲକ । ଏହା ଏକ ଶାନଦାର ମୁଭି ବୋଲି ବିରାଟ କହିଛନ୍ତି । […]

Continue Reading

ଏକୁଟିଆ ହୋଇଗଲେ ପୂର୍ବତନ ମିସ ୟୁନିଭର୍ସ

ମୁମ୍ବାଇ: ପୂର୍ବତନ ମିସ ୟୁନିଭର୍ସ ତଥା ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ପୁଣି ଏକୁଟିଆ ହୋଇ ଯାଇଛନ୍ତି । ଦୀର୍ଘ ଦିନ ଧରି ସେ ବୟଫ୍ରେଣ୍ଡ ରେହମାନ ଶଲଙ୍କ ରିଲେଶନଶିପରେ ରହୁଥିଲେ । ବିଭିନ୍ନ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଉଭୟ ଏବେ ପରସ୍ପର ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କରିଛନ୍ତି । ରେହମାନ ତାଙ୍କୁ ଛାଡି ଅନ୍ୟତ୍ର ରହୁଛନ୍ତି । ସୁସ୍ମିତା ଓ ରହେମାନ କୌଣସି ମନ୍ତବ୍ୟ ଦେଇ ନ ଥିବାରୁ ଏହାର ସତ୍ୟତା ନେଇ […]

Continue Reading

ଦୀର୍ଘଦିନ ପରେ ବଡ ପରଦାକୁ ଫେରୁଛନ୍ତି ସୋନୁ ସୁଦ୍

ମୁମ୍ବାଇ: ବେଶ କିଛିଦିନ ଧରି ବଡ ପରଦାରୁ ଦୂରେଇ ରହିଥଲେ ବଲିଉଡ ଅଭିନେତା ସୋନୁ ସୁଦ୍ । ହେଲେ ଏବେ ସେ ପୁଣିଥରେ ଦର୍ଶକଙ୍କ ସାମ୍ନାକୁ ଆସବା ଲାଗି ସଜବାଜ ହେଉଛନ୍ତି । ଆଗାମୀ ଦିନରେ ସୋନୁ ଏକ ଆକ୍ସନ୍ ଥ୍ରିଲର୍ ଫିଲ୍ମରେ ନଜର ଆସିବେ । ଫିଲ୍ମର ଟାଇଟଲ୍ ପରି ଏହାର ଫାଷ୍ଟଲୁକ୍ ପୋଷ୍ଟର ମଧ୍ୟ ଖୁବ ଦମଦାର ହୋଇଛି । ଫିଲ୍ମ “ଫତେହ”ରେ ନଜର ଆସିବେ ଅଭିନେତା ସୋନୁ ସୁଦ୍ । ଏ ନେଇ […]

Continue Reading

ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ କିଆରା ଆଡଭାନୀଙ୍କୁ ନେଇ ବଲିଉଡରେ ଚର୍ଚ୍ଚା

ମୁମ୍ବାଇ : ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀଙ୍କ ନାଁ କୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି କି ଏହି ଯୋଡି କ୍ୟାଟ୍ରିନା-ଭିକିଙ୍କ ପରେ ଏମାନଙ୍କ ରିଲେସନସିପକୁ ନେଇ ଘୋଷଣା କରିପାରନ୍ତି । ଫିଲ୍ମ ସେରଶାହାରେ ଦୁହେଁ ନଜର ଆସିଥିଲେ । ହେଲେ ରିଲ୍ ଲାଇଫକୁ ଛାଡିଦେଲେ ଏମାନେ ରିଏଲ ଲାଇଫ୍ ପାର୍ଟନର ବନିପାରନ୍ତି ବୋଲି ବି ଟାଉନରେ ଚର୍ଚ୍ଚା ଜୋର ଧରିଛି । ଶୁଣିବାକୁ ମିଳିଛି କି କୁଆଡେ କିଆରା […]

Continue Reading