୧୧ ବର୍ଷ ପୁନର୍ବାର ଏକତ୍ର ଅଭିନୟ କରିବେ ସୁନୀଲ, ସଞ୍ଜୟ
ମୁମ୍ବାଇ: ଦୀର୍ଘ ୧୧ ବର୍ଷ ପରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ଭେଟେରାନ ଆକ୍ସନ ହୀରୋ ସଞ୍ଜୟ ଦତ ଓ ସୁନୀଲ ସେଟ୍ଟୀ ପୁନର୍ବାର ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ଶେଷ ଥର ଉଭୟ ନୋ ପ୍ରୋବ୍ଲେମ ଫିଲ୍ମରେ ଅଭିନୟ କରିଥିଲେ । ୟମଲା ପଗଲା ଦିୱାନା ଫେମ ସମୀର କର୍ଣ୍ଣିକ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ସଞ୍ଜୟ ଫିଲ୍ମରେ ଅଭିନୟ କରିବା ସହ କୋ-ପ୍ରଡ୍ୟୁସର ଦାୟିତ୍ୱ ତୁଲାଇବେ । ଅଧିକାଂଶ ଶୁଟିଂ ଉତର […]
Continue Reading
