ବାପା ହେଲେ ଗାୟକ ଆଦିତ୍ୟ ନାରାୟଣ

ମୁମ୍ବାଇ: ଲୋକପ୍ରିୟ ଗାୟକ ଆଦିତ୍ୟ ନାରାୟଣ ଆଜି ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପତ୍ନୀ ଶ୍ୱେତା ଅଗ୍ରୱାଲ କନ୍ୟା ସନ୍ତାନ ଜନ୍ମ କରି ମୋ ଜୀବନରେ ଆହୁରି ଅଧିକ ଖୁସି ଆଣି ଦେଇଛନ୍ତି ବୋଲି ସେ କହିଛନ୍ତି । ମୋ ବନ୍ଧୁ ବାନ୍ଧବ ଏକ ପୁତ୍ର ସନ୍ତାନ ଚାହୁଁଥିଲେ, ମୁଁ କିନ୍ତୁ ମନେ ମନେ ଭଗବାନଙ୍କୁ କନ୍ୟା ରତ୍ନ ମାଗୁଥିଲି । ଜଣେ ଭଲ ବାପା ହେବା ପାଇଁ ମୁଁ ଯଥାସମ୍ଭବ ଉଦ୍ୟମ କରିବି […]

Continue Reading

ବିଗିଡିଲା ବିଗ-ବି ଅମିତାଭଙ୍କ ସ୍ୱାସ୍ଥ୍ୟବସ୍ଥା: ଟ୍ୱିଟ କରି ପ୍ରଶଂସକଙ୍କୁ କହିଲେ ଏମିତି କଥା, ଚିନ୍ତାରେ ଫ୍ୟାନ୍ସ

ମୁମ୍ବାଇ: ବଲିଉଡ ଜଗତର ଶେହେନଶାହ ବିଗ-ବି ଅମିତାଭ ବଚ୍ଚନଙ୍କୁ ନେଇ ଆସିଛି ଦୁଃଖଦ ଖବର । ସାରା ଦେଶକୁ ନିଜ ଅଭିନୟର ଯାଦୁରେ ବାନ୍ଧି ରଖିଥିବା ଅମିତାଭଙ୍କ ସ୍ୱସ୍ଥ୍ୟବସ୍ଥା ଏବେ ବିଗିଡିବାରେ ଲାଗିଛି । ୮୦ ବର୍ଷରେ ପହଞ୍ଚିଥିବା ବଲିଉଡର ଡନ ଅମିତାଭଙ୍କ ସ୍ୱସ୍ଥ୍ୟକୁ ନେଇ ଏବେ ଚିନ୍ତା ପ୍ରକଟ କରିଛନ୍ତି ପ୍ରଶଂସକ । କିଛି ସମୟ ପୂର୍ବରୁ ଏକ ଟ୍ୱିଟ ଯୋଗେ ନିଜ ଫ୍ୟାନ୍ସମାନଙ୍କ ପାଇଁ ଏକ ପୋଷ୍ଟ କରିଛନ୍ତି ଏହି ମହାନାୟକ । ଯାହା […]

Continue Reading

ମୁକ୍ତିଲାଭ ଅପେକ୍ଷାରେ ଓଲିଉଡ୍ ଫିଲ୍ମ ଦୃଷ୍ଟିକୋଣ, ଚର୍ଚ୍ଚାରେ ନବାଗତା ଲିଜା ନାୟକ

ଭୁବନେଶ୍ୱର: ରିଲିଜ୍ ଅପେକ୍ଷାରେ ରହିଛି ଓଲିଉଡର ବିଗ୍ ବଜେଟ୍ ମୁଭି ଦୃଷ୍ଟିକୋଣ । ଅକ୍ଷୟ ପରିଜା ପ୍ରଡକ୍ସନ୍ସ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମରେ ଜଣେ ଓଡିଆ ଅଭିନେତ୍ରୀ ଡେବ୍ୟୁ କରିଛନ୍ତି । ଚଳଚ୍ଚିତ୍ର ଦୁନିଆରେ ସେ ନୂଆ ଚେହେରା ହୋଇଥିଲେ ହେଁ, ଅଭିନୟ ଦୁନିଆରେ କିନ୍ତୁ ସେ ଅଜଣା ନୁହଁନ୍ତି । ଫିଲ୍ମ ଦୃଷ୍ଟିକୋଣ ଜରିଆରେ ଓଲିଉଡରେ ନିଜର ନୂଆ ଇନିଂସ ଆରମ୍ଭ କରିବେ ଅଭିନେତ୍ରୀ ଲିଜା ନାୟକ । ନବାଗତା ହେଲେ ବି ସେ […]

Continue Reading

ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ”ଦୃଶ୍ୟମ-୨”ର ସୁଟିଂ ଆରମ୍ଭ

ମୁମ୍ବାଇ : ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ‘ଦୃଶ୍ୟମ୍ -୨’ର ସୁଟିଂ ଆରମ୍ଭ ହୋଇଯାଇଛି । ଏହି ଫିଲ୍ମର ସୁଟିଂ ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫିଲ୍ମରେ ଲିଡ୍ ରୋଲରେ ଅଜୟ ଦେବଗନଙ୍କ ସହ ଆକ୍ଟିସ ଶ୍ରିୟା ସରନ୍ ନଜର ଆସିବେ ।ଏହି ମୁଭରେ ଅଭିନେତ୍ରୀ ତବୁ ମଧ୍ୟ ନଜର ଆସିବେ ।  ଫିଲ୍ମର ସୁଟିଂ ମୁମ୍ବାଇରେ ଚାଲିଛି । ଫିଲ୍ମ ଦୃଶ୍ୟମ୍ ୧୦୦ କୋଟିରୁ ଅଧିକ ଟଙ୍କା […]

Continue Reading

ଆର ପାରିରେ ରବୀନାଙ୍କ ବାପା ରବି ଟଣ୍ଡନ

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ବାପା ରବି ଟଣ୍ଡନଙ୍କ ଆଜି ପରଲୋକ ହୋଇଯାଇଛି । ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ନେଇ ସେ ମଜୁବର ଓ ଖୁଦ୍ଦାର ପରି ହିଟ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଆରକେ ନାୟାରଙ୍କ ସହଯୋଗୀ ଭାବେ ସେ ଲଭ ଇନ ଶିମଲା ଓ ୟେ ରାସ୍ତେ ହେ ପ୍ୟାର କା ଫିଲ୍ମରେ କାମ କରିଥିଲେ । ସଞ୍ଜୀବ କୁମାରଙ୍କୁ ନେଇ ସେ ଅନହୋନୀ ନାମକ ଫିଲ୍ମ କରିଥିଲେ । ଏଥିରେ […]

Continue Reading

ଅମିତାଭ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘ଝୁଣ୍ଡ’ର ଟିଜର ରିଲିଜ୍, ଦମଦାର ଲୁକରେ ନଜର ଆସିଲେ ବିଗ୍ ବି

ମୁମ୍ବାଇ : ଅମିତାଭ୍ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘ଝୁଣ୍ଡ’ ର ଟିଜର ରିଲିଜ ହୋଇଯାଇଛି । ‘ଝୁଣ୍ଡ’ର ୧ ମିନିଟ୍ ୩୬ ସେକେଣ୍ଡର ଟିଜର ଭିଡିଓକୁ ଦର୍ଶକ ମାନେ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି । ଟି ସିରିଜ ଏହି ଟିଜରକୁ ସେୟାର କରିଛି । ଏହି ଭିଡିଓରେ ପିଲାମାନଙ୍କ ସହ ଅମିତାଭ୍ ବଚ୍ଚନ ନଜର ଆସିଛନ୍ତି । ବିଗ୍ ବି ଙ୍କ ଦମଦାର ଲୁକ୍ ବି ଏହି ଟିଜର ଭିଡିଓରେ ଦେଖିବାକୁ ମିଳିଛି । ଅନ୍ୟପଟେ […]

Continue Reading

ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ”ଗଙ୍ଗୁବାଇ କାଠିଆୱାଡି”ର ଟ୍ରେଲର ରିଲିଜ୍

ମୁମ୍ବାଇ : ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିଆୱାଡି’ର ଟ୍ରେଲର ଶୁକ୍ରବାର ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ସଞ୍ଜୟ ଲୀଲା ଭନସାଲୀ ଦେଇଛନ୍ତି ।ମୁଭିରେ ଆଲିଆ ଭଟ୍ଟ , ଅଜୟ ଦେଭଗନ୍ ଓ ବିଜୟ ରାଜ ଲିଡ ରୋଲରେ ନଜର ଆସିବେ । ୨୫ ଫେବ୍ରୃଆରୀରେ ଫିଲ୍ମଟି ରିଲଜ ହେବ । ହେଲେ ଆଜି ମୁଭିର ଟ୍ରେଲର ରିଲିଜି ହୋଇଯାଇଛି । ଟ୍ରଲରରେ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମମେକିଂ ପୁରାପୁରୀ ଦେଖିବାକୁ ମିଳିଛି […]

Continue Reading

ମିଷ୍ଟର ମମିରେ ଏକତ୍ର ଅଭିନୟ କରିବେ ରିତେଶ, ଜେନେଲିୟା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଦମ୍ପତି ଭାବେ ପରିଗଣିତ ରିତେଶ ଦେଶମୁଖ ଓ ଜେନେଲିୟା ଦେଶମୁଖ ପୁନର୍ବାର ରିଲ ଲାଇଫରେ ଏକତ୍ର ଅଭିନୟ କରିବେ । ଭୂଷଣ କୁମାରଙ୍କ କମେଡି ଫିଲ୍ମ ମିଷ୍ଟର ମମିର ନିର୍ଦ୍ଦେଶନା ଦାୟିତ୍ୱ ଶାଦ ଅଲୀଙ୍କୁ ଦିଆଯାଇଛି । ଗୁଲଶନ କୁମାର ଓ ଟିସିରିଜ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ଏହି ଫିଲ୍ମରେ ପୁରୁଷ ହେବା ସତ୍ୱେ ରିତେଶ କିପରି ଗର୍ଭ ଧାରଣ କରିଛନ୍ତି ତାହା ଉପରେ ଏହା ଆଧାରିତ । ଆଧୁନିକ ବିଜ୍ଞାନର ଏହି […]

Continue Reading

ତାମିଲ ସୁପରହିଟ ସୋରାରଇ ପେଟରୁ ହିନ୍ଦୀ ରିମେକରେ ଅକ୍ଷୟ !

ମୁମ୍ବାଇ: ସାଉଥ ସୁପରଷ୍ଟାର ଅଭିନୀତ ସୁରିୟାଙ୍କ ତାମିଲ ସୁପରହିଟ ଫିଲ୍ମ ସୋରାରଇ ପୋଟରୁ ହିନ୍ଦୀ ରିମେକରେ ଅକ୍ଷୟ କୁମାର ହୀରୋ ହେବା ନେଇ ଏକପ୍ରକାର ନିଶ୍ଚିତ ହୋଇଯାଇଛି । ତେବେ ମେକର୍ସ କିମ୍ବା ଅକ୍ଷୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରି ନାହାନ୍ତି । ଏହି ଫିଲ୍ମ କ୍ୟାପ୍ଟେନ ଜିଆର ଗୋପୀନାଥ ଓ ସୁଧା କୋଙ୍ଗରା ପ୍ରସାଦଙ୍କ ଜୀବନ ଉପରେ ଆଧାରିତ । ଏହାର ସ୍କ୍ରିନ ପ୍ଲେ ଅକ୍ଷୟଙ୍କ ବହୁତ ପସନ୍ଦ ଆସିଛି । […]

Continue Reading

ଏକାଠି ଟିିଭି ପରଦାରେ ନଜର ଆସିବେ ସୁପରଷ୍ଟାର ଅନୁଭବଙ୍କ ସହ ରଚନା ବାନାର୍ଜୀ

ଭୁବନେଶ୍ୱର : ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଟିଭି ପରଦାରେ ଏକାଠି ନଜର ଆସିବେ ଅଭିନେତା ଅନୁଭବ ଓ ଅଭିନେତ୍ରୀ ରଚନା ବାନାର୍ଜୀ । କୌଣସି ବଡ ପରଦା ବା ନୂଆ  ଫିଲ୍ମ ପ୍ରୋଜେକ୍ଟରେ ନୁହେଁ ।ଏବେ ଆରମ୍ଭ ହୋଇଥିବା ପପୁଲାର ରିଆଲିଟି ସୋ ‘ଦାଦାଗିର ’ ରେ ଏକ ଏପିସୋଡରେ ରଚନା ବାନାର୍ଜୀଙ୍କୁ ଡକାଯାଇଛି ।ଏହି ସୋରେ କିଛି ସମୟ ସୁପରଷ୍ଟାର ଅନୁଭବଙ୍କ ସହ ବେଙ୍ଗଲ କୁଇନି ଓଡିଆଙ୍କ ହୃଦରେ ଚିର ସବୁଜ ହୋଇ […]

Continue Reading