ଶ୍ରଦ୍ଧା କପୁର ଓ ରୋହନ ଶ୍ରଷ୍ଠାଙ୍କ କାହିିଁକି ହେଲା ବ୍ରେକଅପ୍ ? ବଲିଉଡରେ ଚର୍ଚ୍ଚା ଜୋର୍

ମୁମ୍ବାଇ  : ବଲିଉଡ୍ ବିୟୁଟି ଶ୍ରଦ୍ଧା କପୁର ସବୁବେଳେ ନିଜ ରିଲେସନସିପକୁ ସିକ୍ରେଟ ରଖିବାକୁ ପସନ୍ଦ କରନ୍ତି । ସେ କେବେ ରିଲେସନସିପକୁ ନେଇ ସୋସିଆଲ ମିଡିଆରେ କିଛି ବି ସେୟାର କରନ୍ତି ନାହିଁ । ହେଲେ ଶ୍ରଦ୍ଧା କପୁର ଫେମସ୍ ଫଟୋଗ୍ରାଫର ରୋହନ ଶ୍ରେଷ୍ଠାଙ୍କ ସହ ରିଲେସନସିପରେ ଥିଲେ । ଉଭୟ କଲେଜ ଟାଇମରୁ ପରସ୍ପରକୁ ପସନ୍ଦ କରୁଥିଲେ । ଦୀର୍ଘ ୪ ବର୍ଷ ଧରି ଶ୍ରଦ୍ଧା ଡେଟ କରିବା ପରେ । ଏବେ ଦୁହେଁ […]

Continue Reading

ପ୍ରଭାବିତ କଲା ଦ କଶ୍ମୀର ଫାଇଲ୍ସ ଫିଲ୍ମ, ରକ୍ତ ବୁହାଇ ଆଙ୍କିଦେଲେ ଛବି

ଭୁବନେଶ୍ୱର: ବିବେକ ଅଗ୍ନୀହୋତ୍ରୀଙ୍କ ଫିଲ୍ମ ଦ କଶ୍ମୀର ଫାଇଲ୍ସ ଦେଖିବା ଲାଗି ଦିନକୁ ଦିନ ଲୋକଙ୍କ ମଧ୍ୟରେ ବ୍ୟଗ୍ରତା ବଢିବାରେ ଲାଗିଛି । ୧୯୯୦ରେ କଶ୍ମୀରରେ ରହୁଥିବା ପଣ୍ଡିତଙ୍କ ଉପରେ ଅକଥନୀୟ ନିର୍ଯାତନା ଉପରେ ଫିଲ୍ମଟି ଆଧାରିତ । ଫିଲ୍ମକୁ ନେଇ ନାନା ବିବାଦ ମୁଣ୍ଡ ଟେକିଥିଲେ ବି ଅନେକଙ୍କୁ ଏହାର ସତ୍ୟ ତଥା ମର୍ମଭେଦି କାହାଣୀ ମନକୁ ଛୁଇଁପାରିଛି । ଏହି ଫିଲ୍ମକୁ ଦେଖିବା ପରେ ଜଣେ ମହିଳା ଚିତ୍ରଶିଳ୍ପୀଙ୍କୁ ଏହାର କାହାଣୀ ଗଭୀର ମାତ୍ରାରେ […]

Continue Reading

୮୦୦୦ ସ୍କ୍ରିନରେ ରିଲିଜ ହେବ ଆରଆରଆର

ମୁମ୍ବାଇ: ଏସଏସ ରାଜମୌଲୀଙ୍କ ବହୁପ୍ରତୀକ୍ଷୀତ ପରିୟଡ ଡ୍ରାମା ଆରଆରଆର ଶୁକ୍ରବାର ରିଲିଜ ହେବ । ଫିଲ୍ମ ପ୍ରତି ଦର୍ଶକଙ୍କ ବେଶ ଉତ୍କଣ୍ଠା ରହିଛି । ଜୁନିୟର ଏନଟିଆର, ରାମଚରଣ, ଅଜୟ ଦେବଗାନ ଓ ଆଲିୟା ଭଟ୍ଟ ଏହି ଫିଲ୍ମରେ ଅଭିନୟ କରୁଛନ୍ତି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଏହି ମେଗା ବଜେଟ ଫିଲ୍ମ ୮୦୦୦ ସ୍କ୍ରିନରେ ରିଲିଜ ହେବ । ହିନ୍ଦୀ ସଂସ୍କରଣରେ ୩୨୦୦ ଏବଂ ଦକ୍ଷିଣ ଭାରତରେ ୩୦୦୦ରୁ ୩୫୦୦ ସ୍କ୍ରିନରେ ଏହା ରିଲିଜ ହେବ […]

Continue Reading

ଦି କଶ୍ମୀର ଫାଇଲ୍ସ ପାଇଁ ଗୀତ ଗାଇବାକୁ ରାଜି ହୋଇ ଯାଇଥିଲେ ଲତା ମଙ୍ଗେସକର !

ମୁମ୍ବାଇ: ଅନୁପମ ଖେର ଅଭିନୀତ ଓ ବିବେକ ରଂଜନ ଅଗ୍ନିହୋତ୍ରୀ ନିର୍ଦ୍ଦେଶିତ ଦି କଶ୍ମୀର ଫାଇଲ୍ସ ଭାରତୀୟ ଫିଲ୍ମ ଇତିହାସରେ ସଫଳତାର ନୂତନ ଅଧ୍ୟାୟ ଯୋଡିଛି । ନିକଟରେ ଏକ ସାକ୍ଷାତକାରରେ ବିବେକ କହିଛନ୍ତି ଏହି ଫିଲ୍ମର ଏକ ଗୀତ ପାଇଁ ସେ ମହାନ ଗାୟିକା ଲତା ମଙ୍ଗେସରକରଙ୍କ ସହ ଯୋଗାଯୋଗ କରିଥିଲେ ବୋଲି କହିଛନ୍ତି । କରୋନା ମହାମାରୀ ପରେ ସେ ଗୀତ ରେକର୍ଡିଂ କରିବା ବୋଲି କହିଥିଲେ । ଏହାର ମୁଖ୍ୟ କାରଣ ଥିଲା […]

Continue Reading

ଫିଲ୍ମ ‘ଗଲ୍ଲି ବୟ’ ରାପର୍ ଧର୍ମେଶ ପରମାର୍‌ଙ୍କ ମୃତ୍ୟୁ

ମୁମ୍ବାଇ: ଫିଲ୍ମ ଗଲ୍ଲି ବୟରେ ଶୁଣିବାକୁ ମିଳିଥିଲା ଭଳିକିଭଳି ରାପ୍ । ଏହି ଫିଲ୍ମ ପାଇଁ ନିଜ ପ୍ରତିଭା ଦେଖାଇଥିଲେ ଏକାଧିକ ରାପର୍ । ଏହି ତାଲିକାରେ ସାମିଲ ଥିଲେ ରାପର୍ ମ୍ୟାକ୍ ତୋଡ୍ ଫୋଡ୍ ଓରଫ ଧର୍ମେଶ ପରମାର୍ । ତେବେ ନିକଟରେ ଏହି ୨୪ ବର୍ଷୀୟ ରାପର୍‌ଙ୍କର ମୃତ୍ୟୁ ଘଟିଛି । ଧର୍ମେଶ ପରମାର୍ ମୁମ୍ବାଇର ଜଣେ ଜଣାଶୁଣା ଷ୍ଟ୍ରିଟ୍ ରାପର୍ । ଖାସ୍ କରି ନିଜ ଗୁଜରାଟି ଲିରିକ୍ସ ପାଇଁ ସେ ଚର୍ଚ୍ଚାକୁ […]

Continue Reading

ପୁଅଙ୍କ ସହ OTT ପ୍ଲାଟଫର୍ମରେ ଡେବ୍ୟୁ କଲେ ବଲିଉଡର ବାଦଶାହ: କହିଲେ କିଛି ତ ଘଟିବ!!

ନୂଆଦିଲ୍ଳୀ: OTT ପ୍ଲାଟଫର୍ମରେ ଖୁବ ଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି ବଲିଉଡର ସୁପରଷ୍ଟାର ଶାହରୁଖ ଖାନ । କେବଳ ଶାହରୁଖ ନୁହେଁ, ପୁଅ ଆର୍ଯ୍ୟନ ଖାନ ମଧ୍ୟ ତାଙ୍କ ସହ ଡେବ୍ୟୁ କରି ପାରନ୍ତି । ଗତବର୍ଷ OTT ଡେବ୍ୟୁର ଏକ ଟିଜର ଭିଡିଓ ଶେୟର କରିଥିଲେ କିଙ୍ଗ ଖାନ । କିନ୍ତୁ ଏବେ ଫାଇନାଲ ଘୋଷଣା କରିବେ ବଲିଉଡର ବାଦଶାହ । ସୋଶଲ ମିଡିଆରେ Thumbd Up ଦେଖାଇ ଏକ ଫଟୋ ପୋଷ୍ଟ କରିଛନ୍ତି କିଙ୍ଗ ଖାନ […]

Continue Reading

”ଦ କାଶ୍ମୀର ଫାଇଲ୍ସ” ଫିଲ୍ମର କିଛି ସିନ୍ ହଟାଇବାକୁ କୋର୍ଟର ନିର୍ଦ୍ଦେଶ

ଦିଲ୍ଲୀ :ଫିଲ୍ମ ”ଦ କାଶ୍ମୀର ଫାଇଲ୍ସ’’କୁ କୋର୍ଟର ଝଟକା । ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ”ଦ କାଶ୍ମୀର ଫାଇଲ୍ସ” ର କିଛି ସିନ୍ କାଟିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଫିଲ୍ଲରେ ସ୍ୱର୍ଗତ ଆଇଏଫଏଫ୍ ସ୍କା୍ୱାଡ୍ରୋନ୍ ଲିଡର ରବି ଖାନ୍ନାଙ୍କ ଚିତ୍ର ଦର୍ଶାଇବାକୁ ବାରଣ କରାଯାଇଛି ।ଭାରତୀୟ ବାୟୁସେନା ଅଧିକାରୀଙ୍କ ପତ୍ନୀ ନିର୍ମଲ ଖାନ୍ନା ତାଙ୍କ ସ୍ୱାମୀଙ୍କୁ ଦର୍ଶାଯାଇଥିବାର ଦୃଶ୍ୟ ମଧ୍ୟ ଅପସାରଣ କିମ୍ବା ସଂଶୋଧନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । […]

Continue Reading

ମାର୍ଚ୍ଚ ୩୧ରେ ରିଲିଜ ହେବ ରିଷି କାପୁରଙ୍କ ଶେଷ ଫିଲ୍ମ ଶର୍ମାଜୀ ନମକୀନ

ମୁମ୍ବାଇ: ମହାନ ଅଭିନେତା ରିଷି କାପୁରଙ୍କ ଅନ୍ତିମ ଫିଲ୍ମ ଶର୍ମାଜୀ ନମକୀନ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ । ମାର୍ଚ୍ଚ ୩୧ରେ ଏହା ଆମାଜନ ପ୍ରାଇମରେ ରିଲିଜ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଫିଲ୍ମର ଶୁଟିଂ ଅଧା ହୋଇଥିବା ବେଳେ ରିଷିଙ୍କ ଏପ୍ରିଲ ୨୦୨୦ରେ ନିଧନ ହୋଇ ଯାଇଥିଲା । ରିଷିଙ୍କ ବାକିଥିବା ଦୃଶ୍ୟଗୁଡିକରେ ଭେଟେରାନ ଅଭିନେତା ପରେଶ ରାୱଲ ଅଭିନୟ କରିଥିଲେ । ଜୁହୀ ଚାୱଲା, ସୁହେଲ ନାୟାର, ତାରୁକ ରୈନା, […]

Continue Reading

ସାରେଗାମାପା ସହ ୧୫ ବର୍ଷର ସମ୍ପର୍କ କାଟିଲେ ଆଦିତ୍ୟ ନାରାୟଣ

ମୁମ୍ବାଇ: ସିଙ୍ଗିଙ୍ଗ ରିଆଲିଟି ସୋ’ ସାରେଗାମାପ ସହ ୧୫ ବର୍ଷର ସମ୍ପର୍କ କାଟିଲେ ଉଦିତ ନାରାୟଣ । ହୋଷ୍ଟ ଭାବରେ ଏହି ସୋ’କୁ ବାଏ ବାଏ କହିଛନ୍ତି । ଇନଷ୍ଟାଗ୍ରାମରେ ନିଜେ ଏହି ଘୋଷଣା କରିଛନ୍ତି ଉଦିତ ନାରାୟଣ । ତାଙ୍କୁ ୧୮ ବର୍ଷ ହୋଇଥିବା ବେଳେ ସାରେଗାମାପା ରିଆଲିଟି ସୋରେ ସେ ହୋଷ୍ଟ କରିଥିଲେ । ଇନଷ୍ଟାଗ୍ରାମରେ ଆଦିତ୍ୟ ଲେଖିଛନ୍ତି, ଦୁଃଖର ସହ କହିବାକୁ ପଡୁଛି ଯେ ସାରେଗାମାପାର ହୋଷ୍ଟିଂ ଦାୟିତ୍ୱ ସେ ଛାଡୁଛନ୍ତି । ଯେଉଁ […]

Continue Reading

ଅମିତାଭଙ୍କ ପରେ ଅମୀରଙ୍କ ସହ ଫିଲ୍ମ କରିବା ନେଇ ଆଗ୍ରହ ପ୍ରକାଶ କଲେ ଝୁଣ୍ଡ ନିର୍ଦ୍ଦେଶକ

ମୁମ୍ବାଇ: ଅମିତାଭ ବଚ୍ଚନ ଅଭିନୀତ ଝୁଣ୍ଡ ଫିଲ୍ମ ପ୍ରତି ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଏପରି କି ଅମିତାଭଙ୍କ ଭଲ ଫିଲ୍ମ ମଧ୍ୟରେ ଏହା ଗୋଟିଏ ହେବ ବୋଲି ସମୀକକ୍ଷମାନେ କହିଛନ୍ତି । ୩ଥର ଜାତୀୟ ଫିଲ୍ମ ପୁରସ୍କାର ବିଜେତା ନାଗରାଜ ମଂଜୁଲେ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ । ଝୁଣ୍ଡ ପରେ ସେ ଅମୀର ଖାଁଙ୍କ ସହ ଫିଲ୍ମ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ଅମୀର ମଧ୍ୟ ଝୁଣ୍ଡ ଫିଲ୍ମକୁ ଭୂୟସୀ […]

Continue Reading