କିମଙ୍କ ସହ ତୃତୀୟ ବିବାହ କରିବେ ପେସ୍‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିମ ଶର୍ମା ଓ ଭେଟେରାନ ଟେନିସ ଖେଳାଳି ଲିଆଣ୍ଡର ପେସ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଦୀର୍ଘ ସମୟ ହେବ ଉଭୟଙ୍କ ବନ୍ଧୁତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଉଭୟ କୋର୍ଟ ମ୍ୟାରେଜ କରିବେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । କିମ ଶର୍ମାଙ୍କ ଏହା ଦ୍ୱିତୀୟ ଏବଂ ପେସଙ୍କ ତୃତୀୟ ବିବାହ ହେବ । ୨୦୧୦ରେ କିମ ବ୍ୟବସାୟୀ ଅଲୀ ପୁନଜାନିଙ୍କୁ ବିବାହ କରିଥିଲେ । ୬ […]

Continue Reading

ରିଲିଜ ହେଲା ସାହିଦ କପୁରଙ୍କ ଫିଲ୍ମ ‘ଜର୍ସି’

ମୁମ୍ବାଇ : ସାହିଦ କପୁରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଜର୍ସି’ ଆଜି ରିଲିଜ ହୋଇଛି । ବଲିଉଡ ଆକ୍ଟର ସାହିଦ କପୁର ନିଜ ଫିଲ୍ମ ‘ଜର୍ସି’ ରିଲିଜକୁ ନେଇ ବହୁ ଦିନ ହେଲେ ଅପେକ୍ଷା କରିଥିଲେ ।ହେଲେ ଆଜି ପ୍ରତୀକ୍ଷାର ଅନ୍ତ ଘଟିଛି । କରୋନା କଟକଣା କାରଣରୁ ଏହି ଫିଲ୍ମ ରିଲିଜ ହୋଇପାରିନଥିଲା । ହେଲେ ଏବେ ସାହିଦ କପୁରଙ୍କ ଜର୍ସି ଫିଲ୍ମ ରିଲିଜ ହୋଇଛି । ଫିଲ୍ମ କବିର ସିଂ ପରେ ସାହିଦଙ୍କ ‘ଜର୍ସି’ […]

Continue Reading

ଶିଶୁପୁତ୍ରର ଜନନୀ ହେଲେ କାଜଲ ଅଗ୍ରଓ୍ଵାଲ

ମୁମ୍ବାଇ : ସାଉଥ୍ ଅଭିନେତ୍ରୀ କାଜଲ ଅଗ୍ରୱାଲ ମା’ ହୋଇଛନ୍ତି । ଶିଶୁ ପୁତ୍ରର ଜନନୀ ହୋଇଛନ୍ତି କାଜଲ । କାଲଜ ଅଗ୍ରୱାଲ ଓ ସ୍ୱାମୀ ଗୌତମ କିଚଲୁ ନିଜ ଘରକୁ କୁନି  ଅତିଥିଙ୍କୁ ସ୍ୱାଗତ କରିଛନ୍ତି ।ଏନେଇ କେଜଲଙ୍କ ସ୍ୱାମୀ ଗୌତମ ଇଷ୍ଟାଗ୍ରାମ ପେଜରେ ନିଜେ ବାପା ହେବା ନେଇ ଜଣାଇଛନ୍ତି । ଆଗରୁ କାଜଲ ନିଜ ପ୍ରେଗନାନ୍ସି ବିଷୟରେ ଫ୍ୟାନ ମାନଙ୍କୁ ଜଣାଇଥିଲେ । ଏହି ସମୟରେ ସ୍ୱାମୀ ଗୌତମ ମଧ୍ୟ କାଜଲଙ୍କ କେୟାର […]

Continue Reading

କାମକୁ ଫେରିଲେ ବିବାହିତା ଆଲିଆ , ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଲେ

ମୁମ୍ବାଇ : କପୁଲ ପରିବାରର ବୋହୂ ହୋଇଛନ୍ତି ଆଲିଆ ।  ରଣବୀର କପୁର ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆଲିଆ । ହେଲେ ବିବାହର ୫ ଦିନ ପରେ ଆଲିଆ ଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଆଲିଆ ନିଜର କୌଣସି ପ୍ରୋଜେକ୍ଟକୁ ନେଇ କାମକୁ ଯାଉଥିବା ଖବର ସାମ୍ନାକୁ ଆସିଛି । ଏହି ସମୟରେ ଆଲିଆ ପିଙ୍କ୍ କଲରର ସାଲୁଆର ସୁଟ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।ଏହା ସହିତ ଆଲିଆ ଏକ କଲରଫୁଲ୍ […]

Continue Reading

ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ‘’କେଜିଏଫ୍‌ ୨”, ଦୁଇ ଦିନରେ ୧୦୦ କୋଟି କଲେକ୍ସନ

ମୁମ୍ବାଇ : ବକ୍ସ ଅଫିସରେ ଏବେ ଧମାଲ କରୁଛି ‘କେଜିଏଫ୍ -୨’ ଫିଲ୍ମ । ରିଲିଜି ହେବା ଦିନଠାରୁ ବଲିଉଡ ଓ ସାଉଥର ବଡ ବଡ ମୁଭିକୁ ପଛରେ ପକାଇ ସାରଲାଣି ‘କେଜିଏଫ୍ ୨’ । ୟଶରାଜଙ୍କ ଫିଲ୍ମ ‘କେଜିଏଫ୨’ ପ୍ରଥମ ଦିନରେ ୫୪ କୋଟି ଟଙ୍କା ବ୍ୟବସାୟ କରିଥିବା ବେଳ ଦ୍ୱିତୀୟ ଦିନରେ ବି କମାଲ କରୁଛି ‘କେଜିଏଫ୍ ୨’  । ଏବେ ୧୦୦ କୋଟି ଟଙ୍କା କ୍ଲବରେ ସାମିଲ ହୋଇଛି ‘କେଜିଏଫ୍ -୨’ । […]

Continue Reading

”ଦ କଶ୍ମୀର ଫାଇଲ୍ସ” ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବଡ ଘୋଷଣା , ଖୁବ୍ ଶୀଘ୍ର ”ଦିଲ୍ଲୀ ଫାଇଲ୍ସ”

ଦିଲ୍ଲୀ : ‘ଦ କଶ୍ମୀର ଫାଇଲ୍ସ’ ସକସେସ୍ ପରେ ଏବେ ମୁଭି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏକ ବଡ ଘୋଷଣା କରିଛନ୍ତି । ସେ ତାଙ୍କ ଟ୍ୱିଟରରେ ତାଙ୍କ ଅପକମିଂ ଫିଲ୍ମରେ ପ୍ଲାନ ବିଷୟରେ କିଛି କଥା ସେୟାର କରିଛନ୍ତି । ଏବେ ”ଦିଲ୍ଲୀ ଫାଇଲ୍ସ” ପାଇଁ ବ୍ୟସ୍ତ ଅଛନ୍ତି ବିବେକ ଅଗ୍ନିହୋତ୍ରୀ । ହେଲେ ଏହି ଫିଲ୍ମର ଥିଓରି କଣ ରହିବ ତାକୁ ନେଇ ଏବେ ସସପେନ୍ସ ଜାରି ରହିଛି । ‘ଦ କଶ୍ମୀର ଫାଇଲ୍ସ’ ପାଇଁ […]

Continue Reading

ପଂଜାବୀ ଷ୍ଟାଇଲରେ ବିବାହ କଲେ ରଣବୀର କାପୁର ଓ ଆଲିୟା ଭଟ୍ଟ

ମୁମ୍ବାଇ: ମୁମ୍ବାଇରେ ସରିଲା ରଣବୀର ଓ ଆଲିୟାଙ୍କ ବିବାହ । ସମାରୋହରେ କେବଳ ପରିବାର ଲୋକେ ଓ ବଛାବଛା ବନ୍ଧୁବାନ୍ଧବଙ୍କ ସମେତ ଅତିଥୀ ସାମିଲ ହୋଇଥିଲେ । ଏହି ଧାରାରେ ବଲିଉଡର କିଛି ଜଣାଶୁଣା ଚେହେରା ମଧ୍ୟ ଉପସ୍ଥିତ ଥିବା ନେଇ ସୂଚନା ରହିଛି । ରଣବୀର ଓ ଆଲିୟାଙ୍କ ବିବାହ ସମୟର ଫଟୋ ସଂଧ୍ୟା ପ୍ରାୟ ୭ଟା ସମୟରେ ଲୋକଲୋଚନକୁ ଆସିବା ନେଇ ଖବର ମିଳଛଚି । ଖବର ମୁତାବକ ଆଜି ପ୍ରାୟ ୩ଟା ୩୦ […]

Continue Reading

ଏଥର ବକ୍ସ ଅଫିସରେ କଙ୍ଗନା ଓ କାର୍ତିକ ମଧ୍ୟରେ ମୁକାବିଲା

ମୁମ୍ବାଇ: ବଲିଉଡ ଉଦୀୟମାନ ଅଭିନେତା କାର୍ତିକ ଆର୍ଯ୍ୟନ ଓ କିୟାରା ଆଡଭାନୀ ଅଭିନୀତ ଭୁଲ ଭୂଲେୟା ୨ର ଟିଜର ରିଲିଜ ହୋଇଯାଇଛି । ଏହି ଟିଜରକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଫିଲ୍ମ ୨୦ ମେ ୨୦୨୨ରେ ରିଲିଜ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହି କମେଡି ହରର ପ୍ରଥମ ପାର୍ଟ ସୁପରହିଟ ହୋଇଥିଲା । ସେଥିରେ ଅକ୍ଷୟ କୁମାର ମୂଖ୍ୟ ଭୂମିକା କରିଥିଲେ । ତେବେ ସେହି ଦିନ ବଲିଉଡ […]

Continue Reading

ବଡ଼ ପରଦାରେ, ବଡ଼ ଲଢ଼େଇ: କଶ୍ମୀର ଫାଇଲ୍ସ ବନାମ ଆରଆରଆର

ମୁମ୍ବାଇ: ଚାଲିଛି ବଡ଼ ପରଦାରେ ବଡ଼ ଲଢେଇ । ଇତିହାସର ଘଟଣା ବନାମ କାଳ୍ପନିକ ସିନେମାକୁ ନେଇ ଦର୍ଶକଙ୍କ ମଧ୍ୟରେ ବଢୁଛି ଉତ୍ସୁକତା । ତିନି ସପ୍ତାହରେ ‘ଦ କାଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଏଯାବତ ୨୧୯ କୋଟିରୁ ଅଧିକ ଆୟ କରିଥିବା ବେଳେ ଆରଆରଆର ଗୋଟିଏ ଦିନରେ ଦୁଇ ଶହ କୋଟିରୁ ଅଧିକ ବ୍ୟବସାୟ କରିଛି। ଫିଲ୍ନ ସମୀକ୍ଷକ ତରୁଣ ଆଦର୍ଶଙ୍କ କହିଛନ୍ତି, ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ପ୍ରଥମ ୩ ଦିନରେ ୭.୨୫ […]

Continue Reading

ବକ୍ସ ଅଫିସ କଲେକ୍ସନରେ ରେକର୍ଡ କଲା ଆରଆରଆର

ମୁମ୍ବାଇ: ବକ୍ସ ଅଫିସ କଲେକ୍ସନରେ ରେକର୍ଡ କରିଛି ଏସଏସ ରାଜମୌଲୀଙ୍କ ଆରଆରଆର । ପ୍ରଥମ ଦିନ ଏହି ଫିଲ୍ମ ୨୫୭ କୋଟି ଟଙ୍କା ଆୟ କରି ବାହୁବଳୀ ରେକର୍ଡ ଭଙ୍ଗ କରିଛି । ବାହୁବଳୀ ୨ ଫିଲ୍ମ ୨୧୭କୋଟି ଟଙ୍କା ଆୟ କରିଥିଲା । ଭାରତୀୟ ଫିଲ୍ମ ଇତିହାସରେ ଏହା ସର୍ବାଧିକ ଓପନିଂ ଡେ କଲେକ୍ସନ । ମନୋବାଲା ବିଜୟବାଲନ ଏହି ଖୁସି ଖବର ସୋସିଆଲ ସାଇଟରେ ଶେୟାର କରିଛନ୍ତି । ରାମଚରଣ, ଜୁନିୟର ଏନଟିଆର ଓ […]

Continue Reading