ଖୁବ ଶୀଘ୍ର ପରଦାକୁ ଆସିବ ସରୋଜିନୀ ନାୟୁଡୁଙ୍କ ବାୟୋପିକ
ମୁମ୍ବାଇ: ଭାରତୀୟ ଇତିହାସର ବେଶ ପରିଚିତ ନାମ ସରୋଜିନୀ ନାୟୁଡୁଙ୍କ ଆତ୍ମଜୀବନୀ ଉପରେ ଆରମ୍ଭ ହୋଇଯାଇଛି ଫିଲ୍ମର ପ୍ରସ୍ତୁତି । ବିନୟ ଚନ୍ଦ୍ରା ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ କାହାଣୀ ଲେଖିଛନ୍ତି ଧୀରଜ ମିଶ୍ର । ଜୁନିୟର ସରୋଜିନୀ ଭାବେ ସୋନାଲା ମନ୍ଥରା ଏବଂ ସିନିୟର ଭୂମିକାରେ ଶାନ୍ତିପ୍ରିୟା ଅଭିନୟ କରିବେ । ସେ ୪୦ରୁ ୭୫ ବର୍ଷ ବୟସ ପର୍ଯ୍ୟନ୍ତ ଅଭିନୟ କରିବେ । ସରୋଜିନୀଙ୍କ ପତି ଗୋବିନ୍ଦ ରଜାଲୁଙ୍କ ଭୂମିକାରେ ହିତେନ ତେଜୱାନୀ ଅଭିନୟ […]
Continue Reading
