ସାଜିଦଙ୍କ ବିରୋଧରେ ଚକିତ କଲା ଭଳି ଖୁଲାସା କଲେ ଆଉ ଜଣେ ଅଭିନେତ୍ରୀ

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ସାଜିଦ ଖାନ୍‌ଙ୍କୁ ନେଇ ଥମୁନି ବିବାଦ। ଯେବେଠୁ ସେ ବିଗ୍ ବସ୍‌କୁ ପ୍ରତିଯୋଗୀ ହୋଇଯାଇଛନ୍ତି ସେବେଠୁ ତାଙ୍କୁ ସେଠାରୁ ହଟାଇବା ପାଇଁ ଦାବି ଜୋର ହେଉଛି। ଏହାରି ଭିତରେ ସାଜିଦଙ୍କ ବିରୋଧ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଆଉ ଜଣେ ଅଭିନେତ୍ରୀ। ଲୋକପ୍ରିୟ ଟିଭି ସିରିଏଲ୍ ‘ଦିଆ ଔର୍ ବାତି ହମ୍‌’ ଫେମ୍ କନିଷ୍କା ସୋନି ସାଜିଦ୍ ଖାନଙ୍କ ନେଇ କରିଛନ୍ତି ଚକିତ କଲା ଭଳି ଖୁଲାସା। ଏକ ସାକ୍ଷାତକାରରେ କନିଷ୍କା ଫିଲ୍ମ […]

Continue Reading

ବିବାହ ବନ୍ଧନରେ ଆବଦ୍ଧ ହେବେ କିଆରା ଓ ସିଦ୍ଧାର୍ଥ, ଚାଲିଛି ସମସ୍ତ ପ୍ରସ୍ତୁତି

ନୂଆଦିଲ୍ଲୀ : ପୁଣି ଥରେ ବି ଟାଉନର ଚର୍ଚ୍ଚିତ ଯୋଡି ବାହାହେବାକୁ ଯାଉଥିବା ଖବର ମିଳିଛି। ଖୁବଶୀଘ୍ର କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ହାତକୁ ଦି ହାତ ହେବେ ବୋଲି ଜଣାପଡ଼ିଛି । ସିଦ୍ଧାର୍ଥ ଏବଂ କିଆରା ୨୦୨୩ରେ ବିବାହ କରିବାକୁ ଯାଉଛନ୍ତି। ଫିଲ୍ମ ‘ଶେରଶାହା’ରେ ଦୁହିଁଙ୍କ କେମେଷ୍ଟ୍ରିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହି ଫିଲ୍ମରେ ଦୁହେଁ ପରସ୍ପରର ନିକଟତର ହେଉଥିବାର ନଜର ଆସିଥିଲେ । ଏଥିସହ ଦୁଇ ପ୍ରେମୀଙ୍କୁ ଏକାସାଙ୍ଗରେ ମୁମ୍ବାଇରେ […]

Continue Reading

‘ଆଦିପୁରୁଷ’ ଫିଲ୍ମରେ ରାବଣକୁ ନେଇ ବିବାଦ, ସୋସିଆଲ ମିଡିଆରେ ବଢ଼ୁଛି ବିରୋଧ

ନୂଆଦିଲ୍ଲୀ : ‘ଆଦିପୁରୁଷ’ ଫିଲ୍ମ ର ବହୁ ପ୍ରତିକ୍ଷୀତ ଟିଜର ରିଲିଜ୍ ହୋଇଛି । ‘ଆଦିପୁରୁଷ’ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଉତ୍ସାହ ଟିଜର ଆସିବା ପରେ ନିରାଶାରେ ପରିଣତ ହୋଇଛି । ପୂର୍ବରୁ ‘ଆଦିପୁରୁଷ’ ଫିଲ୍ମ କୁ ନେଇ ପ୍ରଶଂସକଙ୍କ ମନରେ ବେଶ୍ କ୍ରେଜ୍ ଦେଖା ଦେଇଥିଲା । କିନ୍ତୁ ଟ୍ରିଜର ପରେ ସୋସିଆଲ୍ ମିଡିଆରେ ଲୋକେ ‘ଆଦିପୁରୁଷ’ ଫିଲ୍ମକୁ ବୟକଟ୍ ଟ୍ରେଣ୍ଡକୁ ଆପଣାଇଛନ୍ତି । ଅକ୍ଟୋବର ୨ ତାରିଖରେ ଅଯୋଧ୍ୟାର ସରାୟୁ ଘାଟରେ […]

Continue Reading

ଆସନ୍ତାକାଲି ରାଜୁଙ୍କ ପାଇଁ ମୁମ୍ବାଇରେ ହେବ ପ୍ରାର୍ଥନା ସଭା

ମୁମ୍ୱାଇ : ଲୋକପ୍ରିୟ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ପାଇଁ ଆସନ୍ତାକାଲି ମୁମ୍ବାଇରେ ହେବ ପ୍ରାର୍ଥନା ସଭା । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ବଲିଉଡର ଅଧିକାଂଶ କଳାକାର ଆସନ୍ତାକାଲି ଜୁହୁ ଇସ୍କନ ମନ୍ଦିର ଆସି ପ୍ରାର୍ଥନା ସଭାରେ ଯୋଗ ଦେଉଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମୁମ୍ବାଇର କିଛି କଳାକାରଙ୍କ ସହ ରାଜୁଙ୍କ ପରିବାର ଲୋକ ଏହି ପ୍ରାର୍ଥନା ସଭା ଆୟୋଜନରେ ଲାଗିପଡିଛନ୍ତି । ରାଜୁଙ୍କ ପରଲୋକରେ ବଲିଉଡୁର ଅନେକ କଳାକାର ଗଭୀର ଶୋକ […]

Continue Reading

ବାବୁଶାନ-ତୃପ୍ତି-ପ୍ରକୃତି ବିବାଦ: ତଥ୍ୟ ସଂଗ୍ରହ କରିବେ ସରକାରୀ ଓକିଲ

କଟକ: ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପକ୍ଷରୁ ଅଭିନେତା ବାବୁଶାନଙ୍କ ପତ୍ନୀ ତୃପ୍ତି ଏବଂ ଶ୍ୱଶୁର ଲଳିତ ଶତପଥିଙ୍କ ବିରୋଧରେ ଦାୟର ଏତଲା ନେଲା ନୂଆ ମୋଡ଼। ଏତଲା ଉପରେ ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆଜି ଏହି ମାମଲାର ଶୁଣାଣି କରି କୋର୍ଟ ଉକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି। ଆସନ୍ତା ୨୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଅଭିନେତା ବାବୁଶାନଙ୍କ […]

Continue Reading

ରିଲିଜ ହେଲା ଚର୍ଚ୍ଚିତ ବଲିଉଡ ସିନେମା ‘ବ୍ରହ୍ମାସ୍ତ୍ର’ । ସୋସିଆଲ ମିଡିଆରେ ବୟକଟ୍ ଟ୍ରେଣ୍ଡ

ନୂଆଦିଲ୍ଲୀ : ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି । ୨୦୧୪ରେ ଆୟନ ମୁର୍ଖାଜୀ ଘୋଷଣା କରିଥିବା ଫିଲ୍ମ ବ୍ରହ୍ମାସ୍ତ୍ର ମୁକ୍ତିଲାଭ କରିଛି । ୫ବର୍ଷର ପରିଶ୍ରମ ପରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଏହି ଚଳଚ୍ଚିତ୍ର ଏବେ ସଭିଙ୍କ ସାମନାରେ । ର୍ିପୋର୍ଟ ଅନୁଯାୟୀ ଏହା ବଲିଉଡର ସବୁଠାରୁ ବଡ ବଜେଟ୍ର ଫିଲ୍ମ । ଏହି ଫିଲ୍ମଟି ୪୧୦ କୋଟି ଟଙ୍କାରେ ନିର୍ମିତ କରାଯାଇଛି । ସୂଚନାନୁସାରେ, ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ରଟି ସାରା ବିଶ୍ୱରେ ମୋଟ […]

Continue Reading

କୋର୍ଟଙ୍କ ସମୟ ନଷ୍ଟ ପାଇଁ ଜରିମାନା ଦେବେ ବର୍ଷା ଓ ଅନୁଭବ

କଟକ: କୋର୍ଟଙ୍କ ସମୟ ନଷ୍ଟ କଲେ ସେଲିବ୍ରିଟି ଦମ୍ପତି, ଏବେ ଗଣିବେ ଜରିମାନା । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ କୋର୍ଟଙ୍କ ସମୟ ଅଯଥାରେ ନଷ୍ଟ ହୋଇଛି । ଯାହାକୁ ନେଇ ପରିବାର ଅଦାଲତ, ବର୍ଷା ଓ ଅନୁଭବଙ୍କୁ ୫ ହଜାର ଟଙ୍କା ଲେଖାଏ ଜମା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କାରବାରରେ ଅଯଥା ବିଳମ୍ବ କରିଥିବାରୁ ଉଭୟଙ୍କୁ ଟଙ୍କା ଜମା କରିବାକୁ […]

Continue Reading

ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବର୍ଷା

କଟକ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ମାମଲାରେ ଆଜି ବର୍ଷା ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କରିଛନ୍ତି। କଟକ ପାରିବାରିକ ଅଦାଲତଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର କରିଥିବା ନିଜ ଆବେଦନକୁ ବର୍ଷା ପ୍ରତ୍ୟାହାର କରିଛନ୍ତି। କଟକ ପାରିବାରିକ ଅଦାଲତରେ ଅନୁଭବଙ୍କ ସାନି ସାକ୍ଷ୍ୟଗ୍ରହଣ ପାଇଁ ବର୍ଷା ଆବେଦନ କରିଥିଲେ। ତେବେ ଅନୁଭବଙ୍କ ସାକ୍ଷ୍ୟଗ୍ରହଣ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ଫ୍ୟାମିଲି କୋର୍ଟ ବର୍ଷାଙ୍କ ଆବେଦନକୁ ଗତ ୧୬ ତାରିଖରେ ଖାରଜ କରିଦେଇଥିଲେ। […]

Continue Reading

ରଣବୀରଙ୍କ ପୋଷାକ ଫିଙ୍ଗିଦେଉଥିଲେ ଦୀପିକା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ୍ ପତି ରଣବୀର ସିଂଙ୍କ ପୋଷାକ ଫିଙ୍ଗିଦିଅନ୍ତି । ତାଙ୍କୁ ଯେଉଁ ପୋଷାକ ପସନ୍ଦ ଆସେନି, ଏଣୁ ତେଣୁ କହି ଫିଙ୍ଗିଦିଅନ୍ତି । ହେଲେ ଏବେ ଆଉ ଏମିତି କରୁନାହାନ୍ତି । ନୂଆନୂଆ ହେଉଥିଲା । ବିବାହ ପରେ ରଣବୀର-ଦୀପିକା ଯେବେଠୁ ଏକାଠି ରହୁଥିଲେ । ସେତେବେଳ ଏଭଳି ହରକତ ଚାଲୁଥିଲା । ‘କଫି ଓ୍ବିଥ୍ କରନ-୭’ରେ ସାକ୍ଷାତକାର ବେଳେ ରଣବୀର ସିଂ ଏଭଳି ବ୍ୟକ୍ତିଗତ କଥା କହିଛନ୍ତି । ପାରିବାରିକ […]

Continue Reading

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ସିଦ୍ଧାର୍ଥଙ୍କୁ ମିଳିଲା ଜାମିନ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଏବଂ ଡ୍ରଗ୍ସ କେସରେ ତାଙ୍କ ରୁମମେଟ ସିଦ୍ଧାର୍ଥ ପିଠାନୀଙ୍କୁ ଆଜି ଜାମିନ ମିଳିଛି । ସୁଶାନ୍ତ ସିଂ କେସରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଗତ ବର୍ଷ ମେ ୨୮ରେ ତାଙ୍କୁ ଗତ ବର୍ଷ ଗିରଫ କରିଥିଲା । ବିଚାରପତି ଭାରତୀ ଡାଙ୍ଗରେ ୫୦,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡ ରଖି ଏହି ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ୨ଥର ଜାମିନ ଆବେଦନ କରିଥିଲେ ମଧ୍ୟ ଏହା ଖାରଜ ହୋଇଥିଲା […]

Continue Reading