‘ଜ୍ୱିଗାଟୋ’ ଚଳଚ୍ଚିତ୍ର ହେଲା ଟ୍ୟାକ୍ସ ଫ୍ରୀ, ଅଭିନୟରେ ବଢିବ ଓଡ଼ିଆ କଳାକାରଙ୍କ ଆଗ୍ରହ

ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି ।

Continue Reading

ପୁଣି ହଟ୍ ଲୁକ୍‌ରେ ବିଦ୍ୟା ବାଲାନ

ମୁମ୍ବାଇ: ପୁଣି ଥରେ ହଟ୍‌ଲୁକ୍‌ରେ ଦେଖିବାକୁ ମିଳିଛି ଅଭିନେତ୍ରୀ ବିଦ୍ୟା ବାଲାନଙ୍କୁ । ତାଙ୍କର ଏହି ହଟ୍ ଲୁକ୍‌ର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ଫିଲ୍ମ ‘ଡାର୍ଟି ପିକ୍‌ଚର’କୁ ନେଇ ବିଦ୍ୟା ବେଶ ଚର୍ଚ୍ଚିତ ହୋଇଥିବା ବେଳେ ଏବେ ପୁଣି ତାଙ୍କର ଏହି ଫଟୋକୁ ନେଇ ସବୁ ମହଲରେ ଢେର ଚର୍ଚ୍ଚା । ଭାଇରାଲ ହେଉଥିବା ଫଟୋଟିରେ ବିଦ୍ୟା ଫୁଲ୍ ବୋଲ୍‌ଡ଼ ଲୁକ୍‌ରେ ନଜରକୁ ଆସିଛନ୍ତି । […]

Continue Reading

ବୟକଟ ପାର୍ଟି ପରେ ‘ପଠାନ’କୁ ବିଜେପି ବିଧାୟକଙ୍କ ବିରୋଧ

ମୁମ୍ବାଇ: ମଧ୍ୟପ୍ରଦେଶରରେ କ୍ଷମତାସୀନ ବିଜେପି ସରକାରର ଜଣେ ମନ୍ତ୍ରୀଙ୍କ ସହ ସ୍ୱର ମିଳାଇଛନ୍ତି ମହାରାଷ୍ଟ୍ର ବିଜେପି ବିଧାୟକ ରାମ କଦମ। ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଆଗାମୀ ଫିଲ୍ମ ‘ପଠାନ’କୁ ବିଜେପି ବିଧାୟକ ରାମ କଦମ ଜୋରାଦାର ବିରୋଧ କରିଛନ୍ତି। ଫିଲ୍ମରେ ହିନ୍ଦୁତ୍ୱକୁ ଅପମାନିତ କରାଯାଇଥିବା ଦାବି କରି ଏହାର ରିଲିଜ୍‌କୁ ମହାରାଷ୍ଟ୍ରରେ ଅନୁମତି ମିଳିବ ନାହିଁ ବୋଲି ସେ କହିଛନ୍ତି। ଏଥିସହ ଦୀପିକା ୨୦୨୦ ଜେଏନୟୁ ହିଂସା ବେଳେ ସେଠାକୁ ଯାଇ ନିଜର ସମବେଦନା […]

Continue Reading

ଜ୍ୟାକଲିନ୍‌ଙ୍କ ବିରୋଧରେ ମାନହାନୀ ମକଦ୍ଦମା ଅଭିଯୋଗ କଲେ ନୋରା ଫତେହି

ମୁମ୍ବାଇ: ପୁଣି ଫସିଲେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌। କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ୨୦୦ କୋଟି ଟଙ୍କା ଠକେଇ ମମଲାରେ ସମ୍ପୃକ୍ତ ଥିବା ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ନେଇ ଆସିଛି ଭିନ୍ନମୋଡ଼। ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହି ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କ ବିରୋଧରେ କରିଛନ୍ତି ମାନହାନୀ ମକଦ୍ଦମା। କେବଳ ଜ୍ୟାକଲିନ୍‌ ନୁହଁ କେତେକ ଗଣମାଧ୍ୟମ ସଂସ୍ଥା ବିରୋଧରେ ମଧ୍ୟ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି ନୋରା। ଅଭିନେତ୍ରୀ ନୋରାଙ୍କୁ ବଦନାମ ଉଦ୍ଦଶ୍ୟରେ ଜ୍ୟାକଲିନ ତାଙ୍କ ବିରୋଧରେ […]

Continue Reading

ଲେଡି ସିଙ୍ଘମ ସାଜିବେ ଦୀପିକା

ମୁମ୍ବାଇ: ଏଥର ଆଉ ଲଟକେ ଝଟକେ ନୁହେଁ ପୁଲିସ ପୋଷାକରେ ହୁକୁମ ଚଳାଇବେ ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ୍। ଡ୍ୟାନ୍ସ ନୁହେଁ ଏଥର ଦେଖାଇବେ ଆକ୍ସନ। ଲେଡି ସିଙ୍ଘମ ସାଜିବେ ଏହି ଡିମ୍ପଲ ଗାର୍ଲ। ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଲୋକପ୍ରିୟ ସିରିଜ୍ ‘କପ୍ ୟୁନିଭର୍ସ’ରେ ଏଣ୍ଟ୍ରି କରିଛନ୍ତି ଦୀପିକା ପାଦୁକୋନ। ପ୍ରଥମ ଥର ପାଇଁ ଏହି କପ୍ ୟୁନିଭର୍ସ ସିରିଜରେ ଜଣେ ମହିଳା ପୁଲିସ ଭାବେ ସେ ନଜର ଆସିବେ। ସେହିପରି ଫିଲ୍ମ ‘ସିଙ୍ଘମ୍ […]

Continue Reading

ହଂସିକାଙ୍କ ହାତରେ ଲାଗିଲା ମେହେନ୍ଦୀ, କାଲି ପଡ଼ିିବ ହାତଗଣ୍ଠି

ମୁମ୍ବାଇ: ସାଉଥର ଜଣାଶୁଣା ଅଭିନେତ୍ରୀ ହଂସିକା ମୋଟୱାନିଙ୍କ ପଡିବ ହାତଗଣ୍ଠି। ଆସନ୍ତାକାଲି ସେ ସାଜିବେ ବଧୂ। ଏହାପୂର୍ବରୁ ତାଙ୍କ ହାତରେ ଲାଗିଛି। ସରିଛି ତାଙ୍କ ମେହେନ୍ଦୀ ସେରିମୋନି। ଦୀର୍ଘ ଦିନର ବିଜନେସ୍‌ମ୍ୟାନ୍ ବୟଫ୍ରେଣ୍ଡ ସୋହେଲ କଥୁରିଆଙ୍କୁ ସେ କରିବେ ନିଜ ଜୀବନ ସାଥୀ। ରାଜସ୍ଥାନ ଜୟପୁରର ମୁଣ୍ଡୋଟ୍ଟା ପ୍ୟାଲେସରେ ହେବ ତାଙ୍କ ଗ୍ରାଣ୍ଡ ୱେଣ୍ଡିଂ। ଏଥିପାଇଁ ୧ ତରିଖରୁ ଏଠାରେ ବିବାହ ରୀତିନୀତି ଆରମ୍ଭ ହୋଇଯାଇଛି। ଗତକାଲି ହଂସିକାଙ୍କ ମେହେନ୍ଦୀ ସେରିମୋନି ସରିଛି। ହଂସିକାଙ୍କ ହାତରେ ସୋହେଲଙ୍କ […]

Continue Reading

ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବେ ଅଭିନେତା ଖେସାରୀ ଲାଲ!

ମୁମ୍ବାଇ: ଭୋଜପୁରୀ ସିନେମା ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଖେସାରି ଲାଲ ଯାଦବ ତାଙ୍କ ଫିଲ୍ମ ଏବଂ ନୂତନ ଗୀତ ପାଇଁ ସର୍ବଦା ହେଡଲାଇନରେ ରହିଥା’ନ୍ତି। ସେ ଗତ ଦୁଇ ଦଶନ୍ଧି ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ଶାସନ କରିଆସୁଛନ୍ତି। ଅଭିନୟ ସହିତ ଖେସାରୀଙ୍କ ବିବାଦ ସହିତ ମଧ୍ୟ ଗଭୀର ସମ୍ପର୍କ ରହିଛି। ତାଙ୍କର ଗୀତ କିମ୍ବା ବିବାଦ ହେତୁ ସେ ପ୍ରତିଦିନ ଖବରରେ ରୁହନ୍ତି। କିନ୍ତୁ ଏଥର ବିବାଦର କାରଣ ଖେସାରୀ ଲାଲ ନୁହନ୍ତି ବରଂ ତାଙ୍କ ଝିଅ। ତାଙ୍କ […]

Continue Reading

ଆଲିଆ ଭଟ୍ଟ ଦୀପିକା ପାଦୁକୋନଙ୍କୁ ପଛରେ ପକାଇଲେ ସାମନ୍ଥା

ନୂଆାଦିଲ୍ଲୀ : ଚର୍ଚ୍ଚାରେ ଅଛନ୍ତି ସାମନ୍ଥା ରୁଥ। ବଲିଉଡର ସମସ୍ତ ଅଭିନେତ୍ରୀମାନଙ୍କୁ ପଛରେ ପକାଇଛନ୍ତି ସାମନ୍ଥା। ଓରମାକ୍ସ ମିଡିଆ ଅକ୍ଟୋବର ୨୦୨୨ରେ ଲୋକପ୍ରିୟ ମହିଳା ଷ୍ଟାରର ତାଲିକାରେ ଶୀର୍ଷରେ ସାମନ୍ଥାଙ୍କ ନାଁ ରହିଛି । ଏହି ତାଲିକାରେ ସାମନ୍ଥା ପ୍ରଥମ ସ୍ଥାନରେ ଥିବାବେଳେ ଆଲିଆ ଭଟ୍ଟ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଯେଉଁମାନେ ପରସ୍ପରକୁ ଟକ୍କର ଦେଉଛନ୍ତି । ଏହି ତାଲିକାରେ ଦୀପିକା ପାଦୁକୋନଙ୍କୁ ୫ମ ସ୍ଥାନ ଦିଆଯାଇଛି । ଏହି ତାଲିକାରେ ତାଙ୍କ ଆଗରେ ନୟନ୍ତରା ଏବଂ […]

Continue Reading

ଝିଅ ନିର୍ବନ୍ଧରେ ଡ୍ୟାନ୍ସ କରି ଚର୍ଚ୍ଚାରେ ଆମିର ଖାନ

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ବିବାହ କରିବେ ବଲିଓଡ ଷ୍ଟାର ଆମିର ଖାନଙ୍କ ଝିଅ ଇରା  । ମୁମ୍ବାଇରେ ପ୍ରେମିକ ନୁପୂର ଶିଖରେଙ୍କ ସହିତ ନିର୍ବନ୍ଧ କରିଛନ୍ତି ଇରା । ଏହି ଅବସରରେ ଏକ ଗ୍ରାଣ୍ଡ ପାର୍ଟି ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ଇରା ଖାନ ଲାଲ୍ ଗାଉନରେ ନଜର ଆସିଥିବା ବେଳେ ଆମିର ଖାନ ମଧ୍ୟ ଧଳା କୁର୍ତ୍ତାରେ ଏକ ଭିନ୍ନ ଶୈଳୀ ଦେଖିବାକୁ ମିଳିଥିଲେ । ଝିଅର ନିର୍ବନ୍ଧ ପାର୍ଟିକୁ ଅଧିକ ମଜାଦାର କରିବା ପାଇଁ  […]

Continue Reading

କନ୍ୟା ସନ୍ତାନଙ୍କୁ ଜନ୍ମ ଦେଲେ ବିପାସା ବସୁ

ନୂଆଦିଲ୍ଲୀ : ପିତାମାତା ହେଲେ ବିପାସା ବସୁ ଓ କରଣ ସିଂହ ଗ୍ରୋଭର । ତାଙ୍କ ଘରକୁ ଆସିଲା କୁନି ଅତିଥି । ୪୩ ବର୍ଷ ବୟସରେ ଅଭିନେତ୍ରୀ ବିପାସା ବସୁ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପରେ ବଲିଉଡର ଏହି କପୁଲ ମଧ୍ୟ ପ୍ୟାରେଣ୍ଟ କ୍ଲବରେ ଯୋଗ ଦେଇଛନ୍ତି। ଗତ ଅଗଷ୍ଟ ମାସରେ ବିପାସା ଓ କରଣ ପ୍ରେଗ୍ନାନସୀର ଆନାଉନ୍ସ କରିଥିଲେ। ବିପାସା ଓ କରଣଙ୍କ ବିବାହ […]

Continue Reading