ବିଦେଶରେ ନୱାଜୁଦ୍ଦିନଙ୍କୁ ପ୍ରଶଂସା; ପାଇଲେ ‘ଏକ୍ସଲେନ୍ସ ଇନ୍‌ ସିନେମା’ ଆୱାର୍ଡ

ମୁମ୍ବାଇ: ଦୁବାଇରେ ଆୟୋଜିତ ଫିଲ୍ମଫେୟାର ମିଡିଲ ଇଷ୍ଟ ଆଚିଭର୍ସ ନାଇଟ୍ ରେ ବଲିଉଡ୍‌ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ଏକ୍ସଲେନ୍ସ ଇନ୍‌ ସିନେମାରେ ସମ୍ମାନରେ ସମ୍ମାନିତ ହୋଇଥିଲେ। ନୱାଜୁଦ୍ଦିନ ତଲାଶ, ‘ଗ୍ୟାଙ୍ଗସ୍ ଅଫ୍ ୱାସିପୁର’, ‘ବଦଲାପୁର’, ‘ମମ୍‌’, ‘ବଜରଙ୍ଗୀ ଭାଇଜାନ୍’, ‘ଡେକ୍ ଇଣ୍ଡିଆନ୍ ସର୍କସ୍’, ‘ଲଞ୍ଚ୍‌ ବକ୍ସ’, ‘ଫଟୋଗ୍ରାଫ୍’, ମଣ୍ଟୋ ଭଳି ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ ବଳରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ନୱାଜୁଦ୍ଦିନ ସିଦ୍ଦିକି କହିଛନ୍ତି “ଜଣେ କଳାକାରଙ୍କ ପାଇଁ ଦର୍ଶକଙ୍କର ପ୍ରେମ ଏବଂ […]

Continue Reading

ୟଶରାଜ ଫିଲ୍ମର ୪ ଫିଲ୍ମକୁ ଓଟିଟିରେ ରିଲିଜ କରିବା ପାଇଁ ଆମାଜନ ପ୍ରାଇମ ଦେଲା ୨୫୦ କୋଟି

ମୁମ୍ବାଇ: ଆମାଜନ ପ୍ରାଇମ ଓ ୟଶରାଜ ଫିଲ୍ମସରେ ମଧ୍ୟରେ ଓଟିଟି ରିଲିଜ ନେଇ ବଡ ଚୁକ୍ତି ହୋଇଛି । ୟଶରାଜ ଫିଲ୍ମର ବଂଟି ଔର ବବଲୀ ୨(ସୈଫ ଅଲୀ ଖାଁ, ରାଣୀ ମୁର୍ଖାଜୀ), ଶମଶେରା(ରଣବୀର କାପୁର, ସଂଜୟ ଦତ, ବାଣୀ କାପୁର), ଜୟେଶ ଭାଇ ଜୋରଦାର(ରଣବୀର ସିଂ) ଓ ପୃଥ୍ୱୀରାଜ( ଅକ୍ଷୟ କୁମାର, ସଂଜୟ ଦତ) ଫିଲ୍ମକୁ ଓଟିଟିରେ ରିଲିଜ କରିବା ପାଇଁ ଆମାଜନ ପ୍ରାଇମ ୨୫୦କୋଟିର ଚୁକ୍ତି କରିଛି । ଯଦି ଏହି ଫିଲ୍ମଗୁଡିକ ସିଧାସଳଖ […]

Continue Reading

ନାଗା ଚୈତନ୍ୟଙ୍କ ସହ ଫଟୋକୁ ଡିଲିଟ କରୁଛନ୍ତି ସମନ୍ଥା

ମୁମ୍ବାଇ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡି ନାଗା ଚୈତନ୍ୟ ଓ ସମନ୍ଥାଙ୍କ ବୈବାହିକ ଜୀବନ ବିଧିବଦ୍ଧ ଭାବେ ଭାଙ୍ଗିଛି । ଉଭୟ ପରସ୍ପରର ସହମତରେ ଅଲଗା ହୋଇଛନ୍ତି । ସମନ୍ଥା ଧିରେ ଧିରେ ନାଗାଙ୍କ ସମସ୍ତ ସ୍ମୃତିକୁ ହଟାଇବାରେ ଲାଗିଛନ୍ତି । ୫ ବର୍ଷ ମଧ୍ୟରେ ସୋସିଆଲ ସାଇଟରେ ଉଠାଇଥିବା ଏକତ୍ର ଫଟୋ ଏବେ ଡିଲିଟ କରିବାରେ ଲାଗିଛନ୍ତି । ଏହା ପୂର୍ବରୁ ସେ ଅକ୍କିନେତି ସରନେମ ହଟାଇ ଦେଇଥିଲେ । ବିବାହ ବିଚ୍ଛେଦ […]

Continue Reading

ଡ୍ରଗ୍ସ କେସ: କାଲିକୁ ଘୁଂଚିଲା ଆର୍ଯ୍ୟନଙ୍କ ଜାମିନ ଆବେଦନ ଶୁଣାଣୀ

ମୁମ୍ବାଇ: ଡ୍ରଗ୍ସ କେସ ମାମଲାରେ ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନଙ୍କୁ ଆଜି(୨୭ା୧୦) ବି ଜାମିନ ମିଳିଲା ନାହିଁ । ବମ୍ବେ ହାଇକୋର୍ଟ ଆସନ୍ତା କାଲି ୩ଟା ବେଳେ ଏ ନେଇ ଶୁଣାଣୀ କରିବେ । ଉଭୟ ପକ୍ଷ ସେମାନଙ୍କ ଯୁକ୍ତି କୋର୍ଟରେ ଉପସ୍ଥାପନ କରିଛନ୍ତି । ଅକ୍ଟୋବର ୨ରେ କ୍ରୁଜ ରେଭ ପାର୍ଟି ମାମଲାରେ ଆର୍ଯ୍ୟନ ଗିରଫ ହୋଇଥିଲେ । ଏବେ ତାଙ୍କୁ ଆର୍ଥର ରୋଡ ଜେଲରେ ରଖାଯାଇଛି । ପୂର୍ବରୁ ସେସନ କୋର୍ଟ ଏବଂ ମାଜିଷ୍ଟ୍ରେଟ […]

Continue Reading

‘କ୍ରିଶ୍ ୪’ ପାଇଁ ଗୀତ ଗାଇବେ ହ୍ରିତିକ୍

ମୁମ୍ବାଇ: ଅଭିନେତା ହ୍ରିତିକ୍ ରୋଶନ୍ ବର୍ତ୍ତମାନ ତାଙ୍କ ଆଗାମୀ ମୁଭି ଫାଇଟର୍ ଏବଂ ବିକ୍ରମ ବେଦ ସୁଟିଂରେ ବ୍ୟସ୍ତ ଅଛନ୍ତି। କିନ୍ତୁ ତାଙ୍କ ପ୍ରଶଂସକମାନେ ତାଙ୍କୁ ‘କ୍ରିଶ୍ ୪’ ରେ ସୁପରହିଟ୍ ଅବତାରରେ ଦେଖିବାକୁ ଅପେକ୍ଷା କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ମ୍ୟୁଜିକ୍ କମ୍ପୋଜର ରାଜେଶ ରୋଶନ୍ ଫିଲ୍ମର ସଙ୍ଗୀତ ବିଷୟରେ ସବିଶେଷ ତଥ୍ୟ ସେୟାର୍‌ କରିଥିଲେ। କ୍ରିଶ୍‌ ୪ରେ  ହ୍ରିତିକ୍‌ଙ୍କ କଣ୍ଠଦାନ କରିବେ ବୋଲି ସେ ପ୍ରକାଶ କରିଛନ୍ତି। ଜୁନ୍ ୨୩ ରେ ହ୍ରିତିକ୍ କ୍ରିଶ୍ […]

Continue Reading

ଫିଲ୍ମ ‘ଗଣପତ’ରେ ପ୍ରଥମ ଥର ନଜର ଆସିବେ ବିଗ୍ ବି ଏବଂ ଟାଇଗର

ମୁମ୍ବାଇ: ବଲିଉଡ଼ ଅଭିନେତା ଟାଇଗର ଶ୍ରଫ୍ ଏବଂ ବିଗ୍ ବି ଅମିତାଭ ବଚ୍ଚନ ପ୍ରଥମ ଥର ଏକାସଙ୍ଗେ କାମ କରିବେ। ଫିଲ୍ମ ‘ଗଣପତ’ ପାଇଁ ନିର୍ମାତା ଅମିତାଭ ବଚ୍ଚନଙ୍କୁ ଯୋଗଯୋଗ କରାଯାଇଥିଲା। ଫିଲ୍ମ ସହ ଯୋଡ଼ିଥିବା ସୂତ୍ରର ଅନୁସାରେ, ଏଥିରେ ଅମିତାଭ ବଚ୍ଚନ ଟାଇଗରଙ୍କ ପିତା ଭୂମିକାରେ ଅଭିନୟ କରିବେ। ଏଥିରେ ଟାଇଗର ଶ୍ରଫଙ୍କ ପିତା ଜ୍ୟାକି ଶ୍ରଫ ଖାସ୍ ଚରିତ୍ରରେ ନଜର ଆସିବେ ବୋଲି କୁହାଯାଇଛି। ଟାଇଗର ଓ କ୍ରିତି ସାନନଙ୍କ ଗଣପତ ଫିଲ୍ମ ମୋଷ୍ଟ […]

Continue Reading

ପ୍ରଥମ ଆନିଭର୍ସରୀକୁ ସ୍ପେଶାଲ ଅନ୍ଦାଜରେ ସେଲିବ୍ରେସନ କଲେ ନେହା କକ୍କର-ରୋହନପ୍ରୀତି

ମୁମ୍ବାଇ :ପ୍ରଥମ ଆନିଭର୍ସରୀ ସେଲିବ୍ରେସନ କଲେ ବଲିଉଡର ଫେମସ ସିଙ୍ଗର ନେହା କକ୍କର। ବଲିଉଡର ଫେମସ ସିଙ୍ଗର ନେହା କକ୍କର ତାଙ୍କ ପତି ରୋହନପ୍ରୀତି ସିଂହ ନିଜ ପ୍ରଥମ ଆନିଭର୍ସରୀକୁ ସ୍ପେଶାଲ ୱେରେ ସେଲିବ୍ରେସନ କରିଛନ୍ତି। ୨୪ ଅକ୍ଟୋବରରେ ଏହି ଫେମସ ଷ୍ଟାର କପୁଲ ଏକ ରୟାଲ ଷ୍ଟାଇଲରେ ନିଜ ଆନିଭର୍ସରୀ ପାଳିଥିଲେ। ଯାହାର କିଛି ଫଟୋ ନେହା ନିଜ ଇଷ୍ଟାଗ୍ରମରେ ସେୟାର କରିଛନ୍ତି। ନେହା ଏହି ଫଟୋରେ ପିଙ୍କ୍ ସାଲୁଆର ସୁଟ୍ ପିନ୍ଧିଥିବା ବେଳେ ତାଙ୍କ […]

Continue Reading

ମଧ୍ୟପ୍ରଦେଶରେ ପ୍ରକାଶ ଝା’ଙ୍କୁ ବିରୋଧ, ଆଶ୍ରମ-୩ ସେଟ୍ ଧ୍ୱସ୍ତ

ନୂଆଦିଲ୍ଲୀ: ପପୁଲାରିଟି ସହ ବିବାଦ ଘେରରେ ରହିଥଲା ୱେବ୍ ସିରିଜ୍ ଆଶ୍ରମର ଦୁଇଟି ସିଜିନ୍ । ତେବେ ତୃତୀୟ ସିଜିନର ସୁଟିଂ ପୂର୍ବରୁ ହିଁ ଏହି ୱେବ୍ ସିରିଜର ନିର୍ଦ୍ଦେଶକ ପ୍ରକାଶ ଝା ବିରୋଧର ସମ୍ମୁଖୀନ ହୋଇଛନ୍ତି । ମଧ୍ୟପ୍ରଦେଶ ଭୋପାଳଠାରେ ଆଶ୍ରମ-୩ର ସୁଟିଂ ସେଟକୁ ଭାଙ୍ଗି ଧ୍ୱଂସ କରିଛନ୍ତି ବଜରଙ୍ଗ ଦଳ । ସିରିଜର ନାମ ପରିବର୍ତ୍ତନକୁ କେନ୍ଦ୍ର କରି ପ୍ରକାଶ ଝାଙ୍କ ଉପରକୁ ହୋଇଥିଲା କାଳିମାଡ । ଆଗାମୀ ଦିନରେ ଯଦି ସିରିଜର ନାମ […]

Continue Reading

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ‘ଦାଦା ସାହେବ ଫାଲକେ’ ପୁରସ୍କାର

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ବହୁତ ଭଲ ଖବର ରହିଛି। ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବାକୁ ଯାଉଛି ‘ଦାଦା ସାହେବ ଫାଲକେ’ ପୁରସ୍କାର। ଏନେଇ ରବିବାର ଚେନ୍ନାଇରେ ଥିବା ତାଙ୍କ ବାସଭବନ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ‘ମୁଁ ଏହି ସମ୍ମାନଜନକ ପୁରସ୍କାର ଜିତିବା ପାଇଁ କେବେ ଆଶା କରିନଥିଲି। ମୁଁ ଦୁଃଖିତ ଯେ, ମୋ ଗୁରୁ କେବି(କେ.ବାଲାଚନ୍ଦର)ସାର୍ ଏହି ସମୟରେ ମୋ ପାଖରେ ନାହାନ୍ତି।’ ସେ ଆହୁରି କହିଛନ୍ତି, ଦାଦାସାହେବ ଫାଲକେ […]

Continue Reading

ଗଂଜେଇ ଯୋଗାଇ ଏକ ହାଇ ବଜେଟ୍ ଫିଲ୍ମରୁ ବିଦା ହେଲେ ଅନନ୍ୟା ପାଣ୍ଡେ

ମୁମ୍ବାଇ: ଗତ ଶୁକ୍ରବାର ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଚଢାଉ କରିଥିଲା ଏନ୍‌ସିବି । ଜବତ ହୋଇଥିଲା ଅନନ୍ୟାଙ୍କ ଲାପ୍‌ଟପ୍‌, ମୋବାଇଲ ଓ ଦୀର୍ଘ ୪ ଘଣ୍ଟା ଧରି ଚାଲିଥିଲା ପଚରାଉଚରା । ଶେଷରେ ଆର୍ଯ୍ୟନଙ୍କୁ ଅନନ୍ୟା ଗଂଜେଇ ଯୋଗାଇଥିବା ନେଇ ସ୍ୱୀକାର କରିବା ସହ ପ୍ରମାଣ ମଧ୍ୟ ହସ୍ତଗତ ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଏକ ହାଇ ବଜେଟ ଫିଲ୍ମ ଅନନ୍ୟାଠାରୁ ହାତଛଡା ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ […]

Continue Reading