ଗଂଜେଇ ଯୋଗାଇ ଏକ ହାଇ ବଜେଟ୍ ଫିଲ୍ମରୁ ବିଦା ହେଲେ ଅନନ୍ୟା ପାଣ୍ଡେ

ମୁମ୍ବାଇ: ଗତ ଶୁକ୍ରବାର ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଚଢାଉ କରିଥିଲା ଏନ୍‌ସିବି । ଜବତ ହୋଇଥିଲା ଅନନ୍ୟାଙ୍କ ଲାପ୍‌ଟପ୍‌, ମୋବାଇଲ ଓ ଦୀର୍ଘ ୪ ଘଣ୍ଟା ଧରି ଚାଲିଥିଲା ପଚରାଉଚରା । ଶେଷରେ ଆର୍ଯ୍ୟନଙ୍କୁ ଅନନ୍ୟା ଗଂଜେଇ ଯୋଗାଇଥିବା ନେଇ ସ୍ୱୀକାର କରିବା ସହ ପ୍ରମାଣ ମଧ୍ୟ ହସ୍ତଗତ ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଏକ ହାଇ ବଜେଟ ଫିଲ୍ମ ଅନନ୍ୟାଠାରୁ ହାତଛଡା ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ […]

Continue Reading

ଆର ବାଲକୀଙ୍କ ଫିଲ୍ମରେ ବାମହାତୀ ବ୍ୟାଟ୍ସମ୍ୟାନ ହେବେ ଅଭିଷେକ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ତାଙ୍କର ଆଗାମୀ ଫିଲ୍ମରେ ଜଣେ ବାମହାତୀ କ୍ରିକେଟରଙ୍କ ଭୂମିକା କରିବାକୁ ଯାଉଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଆର.ବାଲକୀଙ୍କ ଏହି ଫିଲ୍ମ ସମ୍ପୂର୍ଣ୍ଣ ଭାବେ କ୍ରିକେଟ ଉପରେ ପର୍ଯ୍ୟବେଶିତ । ଅଭିଷେକଙ୍କ ସହ ସୈୟାମୀ ଖେର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ । ବାଲକୀ ଏ ଭଳି ଏକ ଅଭିନେତ୍ରୀ ଚାହୁଁଥିଲେ ଯିଏ କି କ୍ରିକେଟ ବିଷୟରେ ଭଲ ଭାବେ ଜାଣିଥିବ । ଏହି ଫିଲ୍ମରେ […]

Continue Reading

ପ୍ରଭାସଙ୍କ ବର୍ଥ ଡେ’ ରେ ରିଲିଜ ହେଲା “ରାଧେ ଶ୍ୟାମ” ର ଟିଜର

ମୁମ୍ବାଇ : ଆଜି ହେଉଛି ସାଉଥ ସୁପରଷ୍ଟାର ଓ ବାହୁବଳୀ ଫେମସ୍ ଆକ୍ଟର ପ୍ରଭାସଙ୍କ ଜନ୍ମଦିନ । ୪୨ ବର୍ଷ ବୟସରେ ପାଦ ଦେଇଛନ୍ତି ପ୍ରଭାସ । ଏନେଇ ପ୍ରଭାସଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଅନ୍ୟପଟେ ତାଙ୍କ ଜନ୍ମ ଦିନକୁ ସ୍ପେଶାଲ କରିବା ପାଇଁ ଆଜି ତାଙ୍କ ଅପକମିଂ ମୁଭି “ରାଧେ ଶ୍ୟାମ”ର ଟିଜର ରିଲିଜ ହୋଇଛି । ଏହି ଫିଲ୍ମର ଟିଜରକୁ ଫ୍ୟାନ ମାନେ ଖୁବ୍ ପସନ୍ଦ କରିଛନ୍ତି । ପ୍ରଭାସଙ୍କ […]

Continue Reading

ଆର୍ଯ୍ୟନଙ୍କୁ ତିନିଥର ଗଂଜେଇ ଯୋଗାଇଥିଲେ ଅନନ୍ୟା

ମୁମ୍ବାଇ: ଗୋଆ କ୍ରୁଜ୍ ସିପ୍ ଡ୍ର୍ରଗ୍ସ ମାମଲାରେ ଛନ୍ଦି ହୋଇପଡିଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଏନସିବିର ପଚରାଉଚରାରେ ଅନନ୍ୟା କରିଛନ୍ତି ଚାଂଚଲ୍ୟକର ଖୁଲାସା । ଥରେ କି ଦୁଇଥର ନୁହେଁ ବରଂ ଆର୍ଯ୍ୟନଙ୍କୁ ସେ ତିନିତିନିଥର ଗଂଜେଇ ଯୋଗାଇଥିବା ଜଣାପଡିଛି । ଏନସିବିର ରିପୋର୍ଟ ଅନୁଯାୟୀ ଆର୍ଯ୍ୟନଙ୍କ ଫୋନ୍ ଚାଟିଂରୁ ଅନନ୍ୟାଙ୍କ ନାଁ ସାମ୍ନାକୁ ଆସିଥିଲା । ୨୦୧୮-୧୯ରେ ଏକ ପପୁଲାର ଗେଟ ଟୁଗେଦର ପାର୍ଟିରେ ଆର୍ଯ୍ୟନଙ୍କୁ ଅନନ୍ୟା ଗଂଜେଇ ଦେଇଥିଲେ । ପୂର୍ବରୁ ଆର୍ଯ୍ୟନଙ୍କ […]

Continue Reading

ଏନସିବି ଅଫିସରେ ଅନନ୍ୟା: ମୋବାଇଲ, ଲ୍ୟାପଟପ ଜବତ

ମୁମ୍ବାଇ: ଚଙ୍କି ପାଣ୍ଡେ ଝିଅ ଅନନ୍ୟା ପାଣ୍ଡେ ଏନସିବି ଅଫିସରେ ହାଜର ହୋଇଛନ୍ତି । ଆର୍ଯ୍ୟନ ଖାଁ ଡ୍ରଗ୍ସ କେସରେ ଅନନ୍ୟା ନାମ ସମ୍ମୁଖକୁ ଆସିଛି । ସକାଳେ ଅନନ୍ୟାଙ୍କ ଘରେ ଏନସିବି ଅଧିକାରୀ ଚଢ଼ାଉ କରିବା ପରେ ଅଫିସକୁ ଆସିବା ପାଇଁ କହିଥିଲେ । ଚଙ୍କି ପାଣ୍ଡେ ଓ ଓକିଲଙ୍କ ସହ ସେ ହାଜର ହୋଇଥିଲେ । ଏନସିବି ଇତିମଧ୍ୟରେ ତାଙ୍କ ମୋବାଇଲ, ଲ୍ୟାପଟପ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଜବତ କରିଛି । ଆର୍ଯ୍ୟନଙ୍କ ହ୍ୱାଟସଆପ […]

Continue Reading

“ଜାନେ ଭି ଦୋୟା ୟାରୋ” ମୋ ଜୀବନର ସବୁଠୁ ବେକାର ଫିଲ୍ମ; ନାସିରୁଦ୍ଦିନ୍ ଶାହ

ମୁମ୍ବାଇ: ଆଜି ପୁରୁଖା ଫିଲ୍ମ ନିର୍ଦ୍ଦେଶକ କୁନ୍ଦନ ଶାହଙ୍କ ଜନ୍ମବାର୍ଷିକୀ । ଏହି ନିର୍ଦ୍ଦେଶକଙ୍କ ନାଁ ସାମ୍ନାକୁ ଆସିଲେ, ଫିଲ୍ମ ଜାନେ ଭି ଦୋ ୟାରୋ କଥା ମନେପଡିଯାଏ । ୮୦ ଦଶକରେ ରିଲିଜ୍ ହୋଇଥିବା ଏହି ଫିଲ୍ମଟି ଆଜି ସୋସିଆଲ୍ ମିଡିଆରେ ଛୋଟଛୋଟ କ୍ଲିପ୍ ଭାବେ ଦେଖିବାକୁ ମିଳେ । ତେବେ ଅନେକ ହୁଏ ତ ଏହି ଫିଲ୍ମର କିଛି ଭିତିରି କଥା ବିଷୟରେ ଜାଣିନଥିବେ । ଏହି ଫିଲ୍ମର ପ୍ରକୃତ ସମୟ ଅବଧି ୭ରୁ […]

Continue Reading

ଗୋର୍ଖା ଅବତାରେ ଆସୁଛନ୍ତି ବଲିଉଡ୍ ଷ୍ଟାର ଅକ୍ଷୟ କୁମାର

ମୁମ୍ବାଇ: ନନଷ୍ଟପ୍ ଫିଲ୍ମ କରିବାରେ ବେଶ ମାହିର ବଲିଉଡ ଖିଲାଡୀ ଅକ୍ଷୟ କୁମାର । ଏ କଥା ସେ ଥରେ କି ଦୁଇଥର ନୁହେଁ ବରଂ ବାରମ୍ବାର ପ୍ରମାଣିତ କରିଆସିଛନ୍ତି । ନିକଟରେ ଫିଲ୍ମ ବେଲ୍ ବେଟମ ରିଲିଜ୍ ହୋଇଥିଲାବେଳେ ଆଗାମୀ ଦିନରେ ଅକ୍ଷୟଙ୍କୁ ଜଣେ ଗୋର୍ଖା ମେଜର୍ ଜେନେରାଲ୍ ଭୂମିକାରେ ଦେଖିବାକୁ ମିଳିବ । ଆନନ୍ଦ୍ ଏଲ୍. ରୟ ଓ ଅକ୍ଷୟ ମିଳିତ ଭାବେ ଏକ ବାୟୋପିକ ନିର୍ମାଣ କରିବାକୁ ଯାଉଛନ୍ତି । ଫିଲ୍ମଟି ଭାରତୀୟ […]

Continue Reading

ଜ୍ୟାକଲିନଙ୍କୁ ପୁଣି ଇଡିର ସମନ

ମୁମ୍ବାଇ: ଟାଇମ୍ସ ନ୍ୟୁ ଅନୁଯାୟୀ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହୀ ଏବଂ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଇଡି ସମନ କରିଥିଲା। ତେବେ ଅଜି ଜ୍ୟାକଲିନଙ୍କୁ ଇଡି ପଚରାଉଚରା ପାଇଁ ଡାକିଥିବା ବେଳେ ଜାକଲିନ୍‌ କିଛି ବ୍ୟକ୍ତିଗତ କାରଣ ଦର୍ଶାଇ ହାଜର ହୋଇନଥିଲେ। ଏହାପରେ ଇଡି ପୁଣି ଥରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସମନ ଜାରି କରିଛି। ଖବର ଅନୁଯାୟୀ, ବ୍ୟକ୍ତିଗତ କାରଣ ଦର୍ଶାଇ ଅଭିନେତ୍ରୀ ଶୁକ୍ରବାର ଦିନ ଇଡି ଅଧିକାରୀଙ୍କ ନିକଟରେ […]

Continue Reading

ସନ୍ନି ଦେଓଲଙ୍କ ବଡ ଘୋଷଣା, ଆସୁଛିି ‘ଗଦ୍ଦର୍-୨’

ମୁମ୍ବାଇ : ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଛି । ଆସୁଛି ବହୁ ପ୍ରତିକ୍ଷିତ ବଲିଉଡ୍ ଫିଲ୍ମ ‘ଗଦ୍ଦର୍-୨’ । ପୁଣି ପରଦାକୁ କମବ୍ୟାକ୍ କରୁଛନ୍ତି ବଲିଉଡ୍ ଷ୍ଟାର ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଶା ପଟେଲ । ‘ଗଦ୍ଦର୍-୨’ ଏକ ପ୍ରେମ କଥା’ ସିକ୍ୱିଲେ ପ୍ରସ୍ତୁତ ହେଲାଣି । ଆଜି ସନ୍ନି ଦେଓଲ ନିଜ ଇଷ୍ଟାଗ୍ରାମ୍ ପେଜରେ ତାଙ୍କ ଆଗାମୀ ପ୍ରୋଜେକ୍ଟ ‘ଗଦ୍ଦର୍-୨’ ର ପୋଷ୍ଟର ଜାରି କରିଛନ୍ତି । ଅମିଶା ମଧ୍ୟ ନିଜ ଟ୍ୱିଟର […]

Continue Reading

ଜ୍ୟାକି ଚ୍ୟାନଙ୍କ ଉଦାହରଣ ଦେଇ ଶାହାରୁଖଙ୍କୁ ଟାର୍ଗେଟ କଲେ କଙ୍ଗନା

ମୁମ୍ବାଇ: ଡ୍ରଗ୍ସ ପାର୍ଟି କେସ ନେଇ ଆଜି ପୁନର୍ବାର ଶାହାରୁଖ ଖାଁଙ୍କୁ ଟାର୍ଗେଟ କରିଛନ୍ତି ବଲିଉଡ କୁଇନ କଙ୍ଗନା ରାନାୱତ । ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଏହି ଘଟଣାରେ ଗିରଫ ହୋଇଛି । ଜ୍ୟାକି ଚ୍ୟାନଙ୍କ ଉଦାହରଣ ଦେଇ କଙ୍ଗନା କହିଛନ୍ତି ୨୦୧୪ରେ ସେ ତାଙ୍କ ପୁଅର ଭୁଲ ନେଇ କ୍ଷମା ମାଗିଥିଲେ । ସୂଚନାଯୋଗ୍ୟ, ଡ୍ରଗ୍ସ ମାମଲାରେ ଜ୍ୟାକିଙ୍କ ପୁଅ ଗିରଫ ହେବା ପରେ ସେ କହିଥିଲେ, ମୁଁ ମୋ ପୁତ୍ରର କାର୍ଯ୍ୟକଳାପ ନେଇ ଲଜ୍ଜିତ […]

Continue Reading