ଶାହାରୁଖଙ୍କ ଡ୍ରାଇଭରଙ୍କୁ ଜେରା କଲା ଏନସିବି

ମୁମ୍ବାଇ: ଡ୍ରଗ୍ସ ପାର୍ଟି ମାମଲାରେ ଆଜି ଏନସିବି ଶାହାରୁଖ ଖାଁଙ୍କ ଡ୍ରାଇଭରକୁ ପଚରା ଉଚରା କରିଛି । ପୂର୍ବରୁ ଡ୍ରାଇଭରଙ୍କୁ ଏଥିନେଇ ସମନ ଜାରୀ କରାଯାଇଥିଲା । ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଗିରଫ ହେବା ପରେ ଏନସିବି ତଦନ୍ତ ପ୍ରକ୍ରିୟାକୁ ଆହୁରି ବୃଦ୍ଧି କରିଛି । ଘଟଣା ଦିନ ଆର୍ଯ୍ୟନଙ୍କୁ ଡ୍ରାଇଭର ଉକ୍ତ ପାର୍ଟି ପାଇଁ ନେଇଥିଲା । ଆର୍ଯ୍ୟନଙ୍କ ସମେତ ୮ଜଣଙ୍କ ଆବେଦନ ମୁମ୍ବାଇର କିଲା କୋର୍ଟ ଖାରଜ କରି ଦେଇଛନ୍ତି । ଆର୍ଯ୍ୟନଙ୍କ ସାଙ୍ଗ […]

Continue Reading

ସିନେମା ‘ଅର୍ଦ୍ଧସତ୍ୟ’ର ସ୍ପେଶାଲ ସ୍କ୍ରିନିଂ

ଭୁବନେଶ୍ବର : କୌସ୍ତଭ ଡ୍ରିମଓ୍ବାର୍କ ପ୍ରାଇଭେଟ୍ ଲିମିଟେଡ୍ ବ୍ୟାନରରେ ନିର୍ମିତ ଭିନ୍ନ ଧରଣର ସିନେମା ‘ଅର୍ଦ୍ଧସତ୍ୟ’ର ସ୍ପେଶାଲ ସ୍କ୍ରିନିଂ ହୋଇଛି । ଏକ୍ସପ୍ଲାନେଡ୍ ମଲର ସିନେପଲିସରେ ଏହି ସିନେମାର ପ୍ରମିୟର କରାଯାଇଛି । ଆୟୋଜିତ ଏହି ସ୍ପେଶାଲ ସ୍କ୍ରିନିଂରେ ଚଳଚ୍ଚିତ୍ର କଳାକାର ଓ ଟେକ୍ନିସିଆନଙ୍କ ସହ ଚଳଚ୍ଚିତ୍ର ଜଗତ ସହ ସମ୍ପୃକ୍ତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସିନେମାର ବେଶ ପ୍ରଶଂସା କରିଥିଲେ । ଓଡ଼ିଶାର ଏକମାତ୍ର ଓଟିଟି ପ୍ଲାଟଫର୍ମ ଆଉ ନେକ୍ସଟରେ ଷ୍ଟ୍ରିମିଂ ହେବାକୁ ଥିବା […]

Continue Reading

ପ୍ରଭାସଙ୍କ ୨୫ତମ ଫିଲ୍ମର ନାମ ସ୍ପିରିଟ

ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ପ୍ରଭାସ ତାଙ୍କ କ୍ୟାରିୟରର ୨୫ତମ ଫିଲ୍ମର ନାମ ଘୋଷଣା କରିଛନ୍ତି । ବାହୁବଳୀ ଫେମ ପ୍ରଭାସଙ୍କ ଆଗାମୀ ଫିଲ୍ମର ନାମ ସ୍ପିରିଟ ରଖାଯାଇଛି । ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ, ହିନ୍ଦୀ, ଜାପାନୀ, ଚାଇନିଜ ଓ କୋରିଆ ଭାଷାରେ ଏହି ଫିଲ୍ମ ରିଲିଜ ହେବ । ଟି ସିରିଜ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମର ନିର୍ଦ୍ଦେଶନା ସନ୍ଦୀପ ଭାଙ୍ଗା ଦେଉଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଏକ ନୂତନ ଶୈଳୀର ଫିଲ୍ମ ହେବ […]

Continue Reading

ପଦାରେ ପଡିଲା ବିକ୍ରମଙ୍କ ବିବାହ !

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ପ୍ରାୟ ଏକ ବର୍ଷ ଧରି ତାଙ୍କ ବିବାହ ଲୁଚାଇ ରଖିଥଲେ । ଏବେ ଏହା ପଦାରେ ପଡିଛି । ରିପୋର୍ଟ ମୁତାବକ ଶ୍ୱେତାମ୍ବରୀ ସୋନି ନାମକ ଏକ ଝିଅକୁ ବିକ୍ରମ ବିବାହ କରିଛନ୍ତି । ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଭଲପାଇ ଆସୁଥିଲେ । ଏହା ତାଙ୍କର ଦ୍ୱିତୀୟ ବିବାହ । ଏହା ପୂର୍ବରୁ ସୁସ୍ମିତା ସେନ ଓ ଅମିଷା ପଟେଲଙ୍କ ସହ ମଧ୍ୟ ବିକ୍ରମଙ୍କ ନାମ […]

Continue Reading

ଗାନ୍ଧୀ ଜୟନ୍ତୀ ଅବସରରେ ଫିଲ୍ମ ‘ଗଡ୍‌ସେ’ ନିର୍ମାଣ ନେଇ ମହେଶ ମଞ୍ଜରେକରଙ୍କ ଘୋଷଣା

ମୁମ୍ବାଇ: ଆଜି ଅକ୍ଟୋବର ୨, ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜନ୍ମ ବାର୍ଷିକୀ। ଏହି ବିଶେଷ ଅବସରରେ ସନ୍ଦୀପ ସିଂ ,ମହେଶ ମଞ୍ଜରେକର ଏବଂ ରାଜ ଶାନ୍ଦିଆଲିଆ ମିଳିତ ଭାବେ ଏକ ନୂଆ ଚଳଚ୍ଚିତ୍ର ଘୋଷଣା କରିଛନ୍ତି।ଏହି ଚଳଚ୍ଚିତ୍ରଟି ମହାତ୍ମା ଗାନ୍ଧୀଙ୍କ ହତ୍ୟା ପଛରେ ଥିବା ନାଥୁରାମ ଗଡ୍‌ସେଙ୍କ ଉପରେ ନିର୍ମାଣ ହେବ। ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ଅକ୍ଟୋବର ୨ ରେ ସନ୍ଦୀପ ସିଂ, ମହେଶ ମଞ୍ଜରେକର ଏବଂ ରାଜ ଶାନ୍ଦିଆଲିଆଙ୍କ ଆଗାମୀ ଚଳଚ୍ଚିତ୍ର ଗଡସେ […]

Continue Reading

ଅଲଗା ହେଲେ ସାଉଥ୍‌ର ଷ୍ଟାର୍‌ ଯୋଡି ସମନ୍ଥା ଓ ନାଗା ଚୈତନ୍ୟ

ନୂଆଦିଳ୍ଲୀ: ବିବାହର ଚାରି ବର୍ଷ ପରେ ସମନ୍ଥା ଏବଂ ନାଗା ଚୈତନ୍ୟ ସୋସିଆଲ ମିଡିଆରେ ପରସ୍ପରଠୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ୨୦୧୭ରେ ଗୋଆରେ ଏକ ବିଶାଳ ସମାରୋହରେ ନାଗା ଚୈତନ୍ୟ ଏବଂ ସମାନ୍‌ଥା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟ ପତି ଓ ପତ୍ନୀ ବନ୍ଧନରୁ ମୁକ୍ତ ହେବା ନେଇ ‌ଘୋଷଣା କରିଛନ୍ତି। ସେମାନଙ୍କ ସମ୍ପର୍କକୁ ନେଇ ଅନେକ ଗୁଜବ ପରେ ଏହି ଖବର ଆସିଛି। ନାଗା ଚୈତନ୍ୟ ଏକ ନୋଟ୍ ଲେଖି ଏହି […]

Continue Reading

କନ୍ନଡ ଟିଭି ଅଭିନେତ୍ରୀ ସୌଜନ୍ୟାଙ୍କ ଆତ୍ମହତ୍ୟା

ବାଙ୍ଗାଲୋର: କନ୍ନଡ ଅଭିନେତ୍ରୀ ସୌଜନ୍ୟା ଆଜି ତାଙ୍କ ବାଙ୍ଗାଲୋରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ପୋଲିସ ତାଙ୍କୁ କବାଟ ଭାଙ୍ଗି ଉଦ୍ଧାର କରିଥିଲେ । ସୌଜନ୍ୟାଙ୍କ ସୁସାଇଡ ନୋଟ ପୋଲିସ ଉଦ୍ଧାର କରିଛି । ଏଥିପାଇଁ ସେ କାହାକୁ ଦାୟୀ କରି ନାହାନ୍ତି । ମୋର ପ୍ରିୟ ପରିବାରବର୍ଗ ମୁଁ ନେଇଥିବା ଏହି କଠୋର ପଦକ୍ଷେପ ପାଇଁ କ୍ଷମା ମାଗୁଛି ବୋଲି ଲେଖିଛନ୍ତି । ପୋଲିସ ଘଟଣାର ତଦନ୍ତ ଜୋରସୋରରେ ଆରମ୍ଭ କରିଦେଇଛି । ସୌଜନ୍ୟା ଦୀର୍ଘ […]

Continue Reading

ଆସନ୍ତା ବର୍ଷ ରିଲିଜ ହେବ ଆଲିୟାଙ୍କ ଗ୍ୟାଙ୍ଗଷ୍ଟର ଡ୍ରାମା ଗଙ୍ଗୁବାଇ କାଠିୟାୱାଡି

ମୁମ୍ବାଇ: ଆଲିୟା ଭଟ୍ଟ ଅଭିନୀତ ଗ୍ୟାଙ୍ଗଷ୍ଟାର ଡ୍ରାମା ଗଙ୍ଗୁବାଇ କାଠିୟାୱାଡିର ରିଲିଜ ଡେଟ ଘୋଷଣା କରାଯାଇଛି । ସଞ୍ଜୟ ଲୀଲା ଭଁସାଲୀଙ୍କ ଏହି ଫିଲ୍ମ ପ୍ରଥମେ ଚଳିତ ବର୍ଷ ୩୦ ଜୁଲାଇରେ ରିଲିଜ ହେବ ବୋଲି ଘୋଷଣା ହୋଇଥିଲା । ଏବେ ଏହା ୬ ଜାନୁୟାରୀ ୨୦୨୨ରେ ମୁକ୍ତଲାଭ କରିବ । ଆଲିୟାଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମରେ ଅଜୟ ଦେବଗାନଙ୍କୁ ଅତିଥି କଳାକାର ଭାବେ ଦେଖିବାକୁ ମିଳିବ । ଏହି ଫିଲ୍ମ ଦି ମାଫିୟା କୁଇନ୍ସ […]

Continue Reading

ରାଗିଗଲେ ଶିଳ୍ପା; କହିଲେ ମୁଁ କ’ଣ ରାଜ କୁନ୍ଦ୍ରା?

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସୁଛନ୍ତି।ଅଶ୍ଳୀଳ ଭିଡିଓ ଓ ଚଳଚ୍ଚିତ୍ର ନିର୍ମାଣ ଓ ପ୍ରସାରଣ ମାମଲାରେ ରାଜ କୁନ୍ଦ୍ରା ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଥିଲେ ଏବଂ ତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ତେବେ ବର୍ତ୍ତମାନ ସେ ଜାମିନରେ ମୁକୁଳିଛନ୍ତି। ଏହି ସମୟରେ, ଶିଳ୍ପା ଶେଟ୍ଟୀ ଚର୍ଚ୍ଚିତ ବିବାଦ ଉପରେ କିଛି କହିବାକୁ ମନା କରିଦେଇଛନ୍ତି। ମିଡିଆ ଉପରେ ଭୀଷଣ ବର୍ଷିଛନ୍ତି ଶିଳ୍ପା। ସେ […]

Continue Reading

ରାଗିଗଲେ ଟଲିଉଡ ଷ୍ଟାର ନାଗା ଚୈତନ୍ୟ

ହାଇଦ୍ରାବାଦ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ନାଗା ଚୈତନ୍ୟ ତାଙ୍କ ବିବାହ ବିଚ୍ଛେଦ ଖବର ନେଇ ମୁହଁ ଖୋଲିଛନ୍ତି । ସେ ଏବଂ ତାଙ୍କ ପତ୍ନୀ ସମନ୍ଥା ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି ବୋଲି ଗୁଜବ ଉଠିଥିଲା । ଏହା ଏକ ମିଛ କଥା ଆମ ଭିତରେ ଉତମ ବୁଝାମଣା ରହିଛି ବୋଲି ସେ କହିଛନ୍ତି । ତେବେ ଟିଆରପି ବଢ଼ାଇବା ଉଦ୍ଦେଶ୍ୟରେ ବାରମ୍ବାର ମିଛ ଖବର ପରିବେଷଣ ନିଶ୍ଚିତ ଭାବେ ଅସହ୍ୟ ବୋଲି […]

Continue Reading