ରାଜ୍ଙ୍କୁ ସାମାନ୍ୟ ଆଶ୍ୱସ୍ତି; ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ କୋର୍ଟ
ମୁମ୍ବାଇ: ବମ୍ବେ ହାଇକୋର୍ଟ ଅଶ୍ଳୀଳ ଭିଡିଓ ମାମଲାରେ ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅନ୍ତରୀଣ ସୁରକ୍ଷା ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଯାହା ଫଳରେ ରାଜ୍ଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କିନ୍ତୁ ଏବେ ପୋଲିସ ହାଜତରେ ରହିବେ ରାଜ୍। ଅଗଷ୍ଟ ୨୫ରେ ତାଙ୍କର ପରବର୍ତ୍ତୀ ଜାମିନ ଆବେଦନ ଶୁଣାଣି ହେବ। ବମ୍ବେ ହାଇକୋର୍ଟ ଏହା ପୂର୍ବରୁ ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ୧୯ ଜୁଲାଇରେ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଭିଡିଓ ନିର୍ମାଣ ଏବଂ ପ୍ରସାରଣ ମାମଲାରେ […]
Continue Reading
