ସ୍ପେଶାଲ ଅଲିମ୍ପିକ୍ସ ୱାର୍ଲଡ ୱିଣ୍ଟର ଗେମ୍ସର ବ୍ରାଣ୍ଡ୍‌ ଆମ୍ବାସାଡାର ହେବେ ସୋନୁ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ରୁଷିଆରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ୱିଣ୍ଟର ଅଲିମ୍ପିକ୍ସରେ ଭାରତୀୟ ବ୍ରାଣ୍ଡ୍‌ ଆମ୍ବାସାଡର ଭାବରେ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ମନୋନୀତ କରାଯାଇଛି। ନିକଟରେ ଏହି ଅଭିନେତା ଏହି ସୁଯୋଗକୁ ନେଇ ନିଜର ଉତ୍ସାହ ବ୍ୟକ୍ତ କରିଛନ୍ତି। ୨୦୨୨ ମସିହାରେ ଅନୁଷ୍ଠିତ ହେବାକୁ ଥିବା ସ୍ପେଶାଲ ଅଲିମ୍ପିକ୍ସ ୱାର୍ଲଡ ୱିଣ୍ଟର ଗେମ୍ସର ବ୍ରାଣ୍ଡ ଆମ୍ବାସାଡାର ହେବେ ସୋନୁ ସୁଦ। କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଲୋକଙ୍କୁ ସାହାଯ୍ୟ କରିବାରେ ସର୍ବାଗ୍ରେ ରହିଛନ୍ତି […]

Continue Reading

ବିବାହ ସମୟରେ ୮ଥର ଜେନେଲିଆଙ୍କ ପାଦ ଛୁଇଁଥିଲେ ରିତେଶ

ମୁମ୍ବାଇ: ବିବାହ ବେଳେ ୮ ଥର ଜେନେଲିଆଙ୍କ ପାଦ ଛୁଇଁଥିଲେ ରିତେଶ। ସୋନିରେ ପ୍ରସାରିତ ହେଉଥିବା ରିୟାଲିଟି ଶୋ ସୁପର ଡାନ୍ସର୍ ୪ରେ ସ୍ପେଶାଲ୍‌ ଗେଷ୍ଟ ଭାବେ ଆସିଥିବା ରିତେଶ ଓ ଜେନେଲିଆ ଏହାର ଖୁଲାସା କରିଛନ୍ତି। ଡାନ୍ସିଙ୍ଗ୍‌ ରିଆଲିଟି ସୋ’ର ଆଗାମୀ ଏପିସୋଡ୍ ଏକ ବିବାହ ଥିମ୍ ଉପରେ ଆଧାରିତ। ଏଥିରେ ରିତେଶ ଓ ଜେନେଲିଆ ସ୍ପେଶାଲ୍‌ ଗେଷ୍ଟ ଭାବେ ଆସିଛନ୍ତି। ଏହି ସମୟରେ ଜେନେଲିଆ କହିଛନ୍ତି ଯେ ମୁଁ ପାରମ୍ପାରିକ ବିବାହକୁ ଭଲପାଏ। ପ୍ରତ୍ୟେକ […]

Continue Reading

ଆଥିୟାଙ୍କୁ କ୍ଷମା ମାଗିଲେ ସଲ୍‌ମାନ

ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ସଲମାନ ଖାନ ନିକଟରେ ତାଙ୍କ ଭାଇ ଅରବାଜ ଖାନଙ୍କ ଟକ୍ ସୋ – ପିଞ୍ଚ ୨ରେ ଯୋଗାଦେଇଥିଲେ। ଏବଂ ତାଙ୍କ ବିଷୟରେ ପ୍ରଚାର ହେଉଥିବା ଗୁଜବ ବିଷୟରେ କହିଥିଲେ। ଆକର୍ଷଣୀୟ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। ଗୋଟିଏ ପର୍ଯ୍ୟାୟରେ ଅରବାଜ ଖାନ ସଲମାନଙ୍କୁ ଇନଷ୍ଟାଗ୍ରାମରେ ଅନୁସରଣ କରିଥିବା ଲୋକମାନଙ୍କ ବିଷୟରେ ପଚାରିଥିଲେ ଏବଂ କ୍ୟାଟ୍ରିନା କୈଫ, ଆଥିଆ ଶେଟ୍ଟୀ ଏବଂ ସଂଗୀତା ବିଜ୍‌ଲାନୀ ମଧ୍ୟରୁ ସେ କାହାକୁ ଇନଷ୍ଟାଗ୍ରାମରେ ଅନୁସରଣ କରୁନାହାଁନ୍ତି ବୋଲି […]

Continue Reading

ଡେବ୍ୟୁ ଫିଲ୍ମ ପାଇଁ ପ୍ରସ୍ତୁତ ହରଭଜନ ସିଂ

ମୁମ୍ବାଇ: ପୂର୍ବତନ କ୍ରିକେଟର ହରଭଜନ ସିଂ ପ୍ରଥମ ଥର ପାଇଁ ଫିଲ୍ମ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି। ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ହେଉଛି ‌‘ଫ୍ରେଣ୍ଡସିପ୍’। ଫିଲ୍ମର ସୁଟିଂ ବି ଶେଷ ହୋଇ ସାରିଲାଣି। ଏହି ଚଳଚ୍ଚିତ୍ରର ନିର୍ମାତା କିରଣ ରେଡ୍ଡୀ ମାନ୍ଦାଦି ହରଭଜନଙ୍କ ଫିଲ୍ମ ସୁଟିଂ ଶେଷ ହେବା ନେଇ ତାଙ୍କ ପ୍ରଶଂସକଙ୍କୁ ଅବଗତ କରାଇଛନ୍ତି। ଏହାଛଡା ସିନେମା ପାଇଁ ଖୁବ୍‌ ଶୀଘ୍ର ହରଭଜନ ତାଙ୍କ ଡବିଂ ମଧ୍ୟ ଆରମ୍ଭ କରିବେ ବୋଲି ମଧ୍ୟ ନିର୍ମାତା […]

Continue Reading

ବାହୁବଳୀ ପ୍ରଭାସ ହେଲେ ଏସିଆର ହ୍ୟାଣ୍ଡସମ ଅଭିନେତା

ମୁମ୍ବାଇ: ବାହୁବଳୀ ଫେମ୍ ପ୍ରଭାସ ଏସିଆର ହ୍ୟାଣ୍ଡସମ ଅଭିନେତା ଆଖ୍ୟା ପାଇଛନ୍ତି । ପାକିସ୍ତାନର ଇମ୍ରାନ ଅବାସ ନକବୀ ଓ ଜାପାନର ଜିନ ଅକାନିଶଙ୍କୁ ସେ ପଛରେ ପକାଇ ଦେଇଥିଲେ । ଉପରୋକ୍ତ ୨ ଅଭିନେତା ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ବାହୁବଳୀ ଫିଲ୍ମ ମାଧ୍ୟମରେ ପ୍ରଭାସ ନିଜକୁ ବିଶ୍ୱସ୍ତରରେ ପରିଚିତ ଓ ପ୍ରତିଷ୍ଠିତ କରାଇ ପାରିଛନ୍ତି । ମହିଳାମାନେ ମଧ୍ୟ ତାଙ୍କ ପ୍ରତି ଆକର୍ଷିତ ରହୁଥିବା ଜଣାପଡିଛି । ହ୍ୟାଣ୍ଡସମ ହେବା […]

Continue Reading

ଏଟଲୀଙ୍କ ଫିଲ୍ମ ସାଇନ କଲେ ଶାହାରୁଖ, ନୟନତାରାଙ୍କ ସହ କରିବେ ରୋମାନ୍ସ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଦକ୍ଷିଣ ଭାରତର ସଫଳ ଫିଲ୍ମମେକର ଏଟଲୀଙ୍କ ଫିଲ୍ମ ସାଇନ କରିଛନ୍ତି । ପ୍ୟାନ ଇଣ୍ଡିଆ ଓ ରେଡ ଚିଲିଜର ଏହି ଫିଲ୍ମରେ ଶାହାରୁଖ ଡବଲ ରୋଲ କରିବେ । ପିଙ୍କଭିଲା ରିପୋର୍ଟ ଅନୁସାରେ ନୟନତାରାଙ୍କ ସହ ଶାହରୁଖ ଏହି ଫିଲ୍ମରେ ରୋମାନ୍ସ କରିବେ । ୨୦୧୮ ଜୀରୋ ଫିଲ୍ମ ପରେ ପଠାନ ଫିଲ୍ମ ମାଧ୍ୟମରେ କମବ୍ୟାକ କରିବାକୁ ଯାଉଛନ୍ତି । ଏଥିରେ ଜନ ଆବ୍ରାହାମ ଓ ଦୀପିକା ପାଦୁକୋନ ମଧ୍ୟ […]

Continue Reading

୨୩ ଯାଏ ପୋଲିସ ହେପାଜତରେ ରାଜ୍‌

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଆପ୍ ମାଧ୍ୟମରେ ପ୍ରକାଶନ ମାମଲାରେ ବଲିଉଡ ଅଭିନେତୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଏବଂ ରିୟାନ ଥରପ୍‌ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ପଠାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଜୁଲାଇ ୨୩ ପର୍ଯ୍ୟନ୍ତ ରାଜ୍‌ଙ୍କୁ ପୋଲିସ ହେପାଜତକୁ ପଠାଯାଇଥିବା ସୂଚନା ମିଳିଛି। ଆଜି ରାଜ କୁନ୍ଦ୍ରା ଏବଂ ଜଣେ ରିଆନ୍ ତରପଙ୍କୁ ମୁମ୍ବାଇର ଏସପ୍ଲାନେଡ୍ କୋର୍ଟକୁ ଅଣାଯିବା ପରେ ପୋଲିସ ହେପାଜତକୁ […]

Continue Reading

ଆଗାମୀ ଫିଲ୍ମର ପ୍ରଥମ ଲୁକ୍‌ ଜାରି କଲେ ଐଶ୍‌

ନୂଆଦିଲ୍ଲୀ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସୋସିଆଲ ମିଡିଆରେ ତାଙ୍କ ଆଗାମୀ ଫିଲ୍ମ ମଣି ରତ୍ନାମ ପିରିୟଡ ଡ୍ରାମା ‘ପୋନିୟିନ ସେଲଭାନ’ର ପ୍ରଥମ ଲୁକ ଜାରି କରିଛନ୍ତି। ଏହି ଚଳଚ୍ଚିତ୍ରରେ ଐଶ୍‌ଙ୍କ ସହ ବଡ଼ ପରଦାରେ ନଜର ଆସିବେ ସାଉଥ୍‌ ଅଭିନେତା କାର୍ଥି। ପୋନିୟିନ୍ ସେଲଭାନ୍ ହେଉଛି ଏକ ତାମିଲ୍ ପିରିୟଡ୍ ଡ୍ରାମା। ଏକାସଙ୍ଗେ ଏହାର ଲେଖକ, ନିର୍ଦ୍ଦେଶିତ ଏବଂ ପ୍ରଯୋଜିତ ହେଉଛନ୍ତି ମଣି ରତ୍ନାମ। ଏହି ଐତିହାସିକ ନାଟକରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ବିକ୍ରମ, […]

Continue Reading

ହ୍ୱାଟ୍‌ସଆପ୍‌ ଚାଟ୍‌ ଖୋଲିଲା ରାଜ୍‌ଙ୍କ ଗୁମର

ମୁମ୍ବାଇ: ଅଶ୍ଳୀଳ ଭିଡିଓ ଓ ଫିଲ୍ମ ନିର୍ମାଣ କରୁଥିବା ଓ ଏଥିପାଇଁ ଆକ୍ଟରମାନଙ୍କୁ ବଳପୂର୍ବକ ଭାବେ ବାଧ୍ୟ କରୁଥିବା ଅଭିଯୋଗରେ ଗତକାଲି ବିଳମ୍ବତ ରାତିରେ ପ୍ରତିଷ୍ଠିତ ବ୍ୟବସାୟୀ ରାଜକୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସର କ୍ରାଇମ୍‌ ବ୍ରାଞ୍ଚ ଶାଖା ଗିରଫ କରିଛି। ଆଜି କ୍ରାଇମ୍‌ ବ୍ରାଞ୍ଚ ପକ୍ଷରୁ ତାଙ୍କୁ ସମନ କରାଯାଇଥିବା ମଧ୍ୟ ସୂଚନା ମିଳିଛି। ମୁମ୍ବାଇ ପୋଲିସ ମୁତାବକ ସିପି “ଫେବୃଆରୀ ୨୦୨୧ରେ କ୍ରାଇମ ବ୍ରାଞ୍ଚ ମୁମ୍ବାଇରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ କିଛି ଆପ୍ ମାଧ୍ୟମରେ ପ୍ରକାଶନ […]

Continue Reading

ଅଭିନେତ୍ରୀ ଖୁସ୍‌ବୁ ସୁନ୍ଦରଙ୍କ ଟ୍ୱିଟର ଆକାଉଣ୍ଟ୍ ହ୍ୟାକ୍

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ରାଜନେତ୍ରୀ ଖୁସ୍‌ବୁ ସୁନ୍ଦରଙ୍କ ଟ୍ୱିଟର ଆକାଉଣ୍ଟକୁ ପୁଣି ଥରେ ହ୍ୟାକ୍ କରାଯାଇଛି। ଏହାପୂର୍ବରୁ, ଏପ୍ରିଲ୍ ୨୦୨୦ରେ ତାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିଲା। ଯାହା ପରେ ସେ ତାଙ୍କ ପ୍ରଶଂସକଙ୍କ ସାହାଯ୍ୟ ଲୋଡଥିଲେ। ଏଥର କିନ୍ତୁ ହ୍ୟାକର୍ ପ୍ରୋଫାଇଲ୍ ନାମକୁ ପରିବର୍ତ୍ତନ କରିବା ସହ କଭର ଇମେଜ୍‌କୁ ମଧ୍ୟ ବଦଳାଇ ଦେଇଛି। ଏହାସହିତ ଖୁସ୍‌ବୁଙ୍କ ସମସ୍ତ ଟ୍ୱିଟ୍ ଏବଂ ପୋଷ୍ଟକୁ ମଧ୍ୟ ଡିଲିଟ୍ କରାଯାଇଛି। ଖୁସ୍‌ବୁ ସୁନ୍ଦରଙ୍କ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରିବା […]

Continue Reading