ଅଭିନେତ୍ରୀ ଖୁସ୍ବୁ ସୁନ୍ଦରଙ୍କ ଟ୍ୱିଟର ଆକାଉଣ୍ଟ୍ ହ୍ୟାକ୍
ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ରାଜନେତ୍ରୀ ଖୁସ୍ବୁ ସୁନ୍ଦରଙ୍କ ଟ୍ୱିଟର ଆକାଉଣ୍ଟକୁ ପୁଣି ଥରେ ହ୍ୟାକ୍ କରାଯାଇଛି। ଏହାପୂର୍ବରୁ, ଏପ୍ରିଲ୍ ୨୦୨୦ରେ ତାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିଲା। ଯାହା ପରେ ସେ ତାଙ୍କ ପ୍ରଶଂସକଙ୍କ ସାହାଯ୍ୟ ଲୋଡଥିଲେ। ଏଥର କିନ୍ତୁ ହ୍ୟାକର୍ ପ୍ରୋଫାଇଲ୍ ନାମକୁ ପରିବର୍ତ୍ତନ କରିବା ସହ କଭର ଇମେଜ୍କୁ ମଧ୍ୟ ବଦଳାଇ ଦେଇଛି। ଏହାସହିତ ଖୁସ୍ବୁଙ୍କ ସମସ୍ତ ଟ୍ୱିଟ୍ ଏବଂ ପୋଷ୍ଟକୁ ମଧ୍ୟ ଡିଲିଟ୍ କରାଯାଇଛି। ଖୁସ୍ବୁ ସୁନ୍ଦରଙ୍କ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରିବା […]
Continue Reading
