CMS ର ବ୍ରାଣ୍ଡ୍ ଆମ୍ବାସାଡାର ପଦରୁ ହଟିଲେ ଅଭିନେତା ରଣଦୀପ ହୁଡା
ମୁମ୍ବାଇ: ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀଙ୍କ ବିରୁଦ୍ଧରେ ହୋଇଥିବା ଅପମାନଜନକ ମନ୍ତବ୍ୟକୁ କେନ୍ଦ୍ର କରି ବିବାଦ ଉପୁଜିବା ପରେ ଅଭିନେତା ରଣଦୀପ ହୁଡାଙ୍କୁ ମିଳିତ ଜାତିସଂଘର କନ୍ଜର୍ଭେସନ୍ ଅଫ୍ ମାଇଗ୍ରେଟୋରି ସ୍ପେସିଶ୍ ଅଫ୍ ୱାଇଲ୍ଡ ଆନିମଲ୍ସ (CMS)ର ବ୍ରାଣ୍ଡ୍ ଆମ୍ବାସାଡାର ପଦରୁ ହଟାଇ ଦିଆଯାଇଛି। ୨୦୧୨ ରେ ଏକ ମିଡିଆ ହାଉସ୍ ଦ୍ୱାରା ଆୟୋଜିତ ଏକ ଇଭେଣ୍ଟରୁ ୪୩ ସେକେଣ୍ଡ୍-କ୍ଲିପ୍ ସୋସିଆଲ୍ ମଡିଆରେ ଭାଇରାଲ୍ ହୋଇଥିଲା। ଏହି ଭିଡିଓରେ ରଣଦୀପ ହୁଡା ବହୁଜନ ସମାଜ ପାର୍ଟିର […]
Continue Reading
