କରୋନା ସମ୍ପର୍କରେ ଭୁଲ୍ ତଥ୍ୟ ପ୍ରଚାର ଅଭିଯୋଗରେ ଫିଲ୍ମ ନିର୍ମାତାଙ୍କ ନାଁରେ ମାମଲା ରୁଜୁ
କୋଚି: କରୋନା ସମ୍ପର୍କରେ ଭୁଲ୍ ତଥ୍ୟ ପ୍ରଚାର କରି ଅଡୁଆରେ ଫିଲ୍ମ ନିର୍ମାତା ଆୟେଶା ସୁଲତାନା। ଟିଭି ବିତର୍କ ସମୟରେ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ସମ୍ପର୍କରେ ମିଥ୍ୟା ଖବର ପ୍ରସାର କରିଥିବା ଅଭିଯୋଗରେ ତାଙ୍କ ନାଁରେ ଏଫ୍ଆଇଆର ଦାଖଲ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ବିଜେପି ନେତା ଅବଦୁଲ ଖାଦର। ସେ ଲକ୍ଷ୍ମୀଦୀପ ୟୁନିଟ୍ ସଭାପତି ଅଛନ୍ତି। ଅଭିଯୋଗ ପରେ ଲକ୍ଷ୍ମୀଦ୍ୱୀପ ପୋଲିସ ଗୁରୁବାର ଦିନ ଚଳଚ୍ଚିତ୍ର ନିର୍ମାତା ଆୟେଶା ସୁଲତାନାଙ୍କ ବିରୋଧରେ ମାମଲା ରୁଜୁ […]
Continue Reading
