ବିନା ମୂଲ୍ୟରେ ଭରପୂର ମନୋରଞ୍ଜନ: ଆଜିଠାରୁ ପୁଣି ଥରେ କାର୍ଯ୍ୟକ୍ରମଗୁଡିକର ପ୍ରସାରଣ ଆରମ୍ଭ କଲା ‘ମଞ୍ଜରୀ’
ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ଆଜିଠାରୁ ପ୍ରଥମ ଓଡିଆ ଫ୍ରି-ଟୁ-ଏୟାର ମନୋରଞ୍ଜନ ଚ୍ୟାନେଲ ‘ମଞ୍ଜରୀ’ ଏହାର କାର୍ଯ୍ୟକ୍ରମ ଗୁଡିକର ପ୍ରସାରଣ ଆରମ୍ଭ କରିବାକୁ ଯାଉଛି । ଲକଡାଉନ୍ ସମୟରେ ସରକାରୀ କଟକଣାକୁ ପାଳନ କରି ସମସ୍ତ ମନୋରଞ୍ଜନ ଚ୍ୟାନେଲ ଗୁଡିକ ପକ୍ଷରୁ ସୁଟିଂ ବନ୍ଦ ରହିଥିଲା । ଏବେ ସେସବୁ କଟକଣାରେ କିଛିଟା କୋହଳ ହେବା ପରେ ‘ମଞ୍ଜରୀ’ ପକ୍ଷରୁ ପୁଣି ଥରେ କାର୍ଯ୍ୟକ୍ରମ ଗୁଡିକର ପ୍ରସାରଣ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି । ‘ମଞ୍ଜରୀ’ […]
Continue Reading
