ଥମୁନି ପଞ୍ଜାବ ରାଜନୀତି: ବଢୁଛି କଂଗ୍ରେସ ବନାମ କ୍ୟାପଟେନ୍ କନ୍ଦଳ
ପଞ୍ଜାବ : ଥମୁନି ପଞ୍ଜାବ ରାଜନୀତି । ଛିଣ୍ଡୁନି କଂଗ୍ରେସ ବନାମ କ୍ୟାପଟେନ୍ କନ୍ଦଳ। କଂଗ୍ରେସ ଛାଡିବା ପରେ କ୍ୟାପଟେନ ଅମରିନ୍ଦର ସିଂହ ଓ ପଂଜାବ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି କନ୍ଦଳ । ଦଳ ଛାଡିବା ପରେ କ୍ୟାପଟେନ ବାରମ୍ବାର ପଂଜାବର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି । ଏପରି କି ନିଜ ଦିଲ୍ଲୀ ଗସ୍ତ ସମୟରେ ଏନେଇ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ଭେଟିଥିଲେ ଅମରିନ୍ଦର । ଅମରିନ୍ଦର ଓ ନବଜୋତ […]
Continue Reading
