ଲଖିମ୍ପୁର ହିଂସାକାଣ୍ଡ; ୟୁପି ସରକାରଙ୍କ ଉପରେ ଭୀଷଣ ବର୍ଷିଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ଲଖିମ୍ପୁର ଖେରୀ ହିଂସାକାଣ୍ଡକୁ ନେଇ ୟୁପି ସରକାରଙ୍କ ଉପରେ ଭୀଷଣ ବର୍ଷିଛନ୍ତି ସୁପ୍ରିମ୍କୋର୍ଟ। ବୁଧବାର ଦିନ ଲଖିମ୍ପୁର ମାମଲାର ଶୁଣାଣି ସମୟରେ ୟୁପି ସରକାରଙ୍କୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ। ସେ କହିଛନ୍ତି ଯେ ୟୁପି ସରକାର ନିଜ ଦାୟିତ୍ବଠୁ ଦୂରେଇ ଯିବା ଅର୍ଥାତ୍ ଦାୟିତ୍ବ ଠିକ୍ ଭାବେ ତୁଲାଉନଥିବା କହିଛନ୍ତି ସୁପ୍ରିମ୍କୋର୍ଟ। ଏହା ସହିତ କୋର୍ଟ ୟୁପି ସରକାରଙ୍କୁ ଏହି ମାମଲାରେ ବାକି ସାକ୍ଷୀଙ୍କ ବୟାନ ରେକର୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ୟୁପି ସରକାର […]
Continue Reading
