ବଲିଉଡ୍କୁ ନେଇ ମହିମାଙ୍କ ବଡ଼ ଖୁଲାସା; କହିଲେ…
ନୂଆଦିଲ୍ଲୀ: ଫିଲ୍ମ ପରଦାରୁ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ମହିମା ଚୌଧୁରୀ ସୋସିଆଲ ମିଡିଆରେ ସକ୍ରିୟ ରହିଲେ ମଧ୍ୟ ଦୀର୍ଘ ଦିନ ଧରି ଫିଲ୍ମରୁ ଦୂରେଇ ରହିଛନ୍ତି। ଏକ ସାକ୍ଷାତକାରରେ ମହିମା ବଲିଉଡ୍ ବଡ଼ ଗୁମର ଫିଟାଇଛନ୍ତି। ମହିମା ଚୌଧୁରୀ କହିଛନ୍ତି, ‘ମୁଁ ଅନୁଭବ କରୁଛି ଯେ ପୂର୍ବ ତୁଳନାରେ ଅଭିନେତ୍ରୀମାନେ ମଧ୍ୟ ଭଲ ଭୂମିକା ଏବଂ ସୁଯୋଗ ପାଇଛନ୍ତି। ସେମାନେ ଭଲ ଅଂଶ ଗ୍ରହଣ କରୁଛନ୍ତି, ଭଲ ଟଙ୍କା ପାଉଛନ୍ତି, ଭଲ ବ୍ରାଣ୍ଡ୍ ପାଇଛନ୍ତି ଏବଂ […]
Continue Reading
