ବେରୋଜଗାରଙ୍କୁ ମିଳିବ ୫୦୦୦ ଟଙ୍କା ବେକାରୀ ଭତ୍ତା !
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ୨୦୨୨କୁ ଦୃଷ୍ଟିରେ ରଖି ଦିଲ୍ଲୀ ସିଏମ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରତ୍ୟେକ ପରିବାରକୁ ନିଯୁକ୍ତି ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି। ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଯୁବକ ଚାକିରୀ ନ ପାଇଛନ୍ତି ସେ ପର୍ଯ୍ୟନ୍ତ ବେରୋଜଗାରଙ୍କୁ ୫୦୦୦ ଟଙ୍କା ବେକାରି ଭତ୍ତା ଦିଆଯିବ। ସେ କହିଛନ୍ତି ଯେ ଉତ୍ତରାଖଣ୍ଡ ସରକାର ଗଠନ ହେବା ମାତ୍ରେ ଏକ ଲକ୍ଷ କର୍ମହୀନ ଲୋକଙ୍କୁ ୬ ମାସ ମଧ୍ୟରେ ସରକାରୀ ଚାକିରି […]
Continue Reading
