ଗୋଗ୍ରା ହାଇଟ୍ସରୁ ହଟିବେ ଭାରତ-ଚୀନ ସେନା
ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଆଜି କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଉଭୟ ଦେଶ ଗୋଗ୍ରା ହାଇଟ୍ସରୁ ସେନା ପ୍ରତ୍ୟାହାର କରିନେବା ପାଇଁ ରାଜି ହୋଇଛନ୍ତି । ଗତବର୍ଷ ମେ ମାସରୁ ଏଠାରେ ଉଭୟ ଦେଶ ମଧ୍ୟରେ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ଯୁଦ୍ଧାସ୍ତ୍ର ଏବଂ ସେନା ସଂଖ୍ୟା ବୃଦ୍ଧି ହେବାରେ ଲମାଗିଥିଲା । ଏହା ଉଭୟ ଦେଶ ମଧ୍ୟରେ ୧୨ତମ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ଥିଲା । ଭାରତ ଏବଂ ଚୀନ […]
Continue Reading
