ଆଷ୍ଟ୍ରାଜେନେକା ଓ ସ୍ପୁଟନିକ- ଭି ଭାକ୍ସିନକୁ ମିଶାଇ ଦିଆଯାଇପାରିବ ଟିକା

ନୂଆଦିଲ୍ଲୀ : ଆଷ୍ଟ୍ରାଜେନେକା ଓ ସ୍ପୁଟନିକ- ଭି ଭାକ୍ସିନକୁ ମିଶାଇ ଦିଆଯାଇପାରିବ ଟିକା । ଏହାକୁ ଅନୁମତି ଦେଇଛି ଋଷ । ଏନେଇ ଦେଶର ୫ଟି କ୍ଲିନିକକୁ ଟ୍ରାଏଲ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହି ଟ୍ରାଏଲ ଅବଧି ଆସନ୍ତା ମାର୍ଚ୍ଚ ୨୦୨୨ ସୁଦ୍ଧା ଶେଷ ହେବ । ଋଷ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନୈତିକ କମିଟି ଗତ ମେ ମାସରେ ଏହି ମିଶ୍ରଣର କ୍ଲିନିକାଲ ଟ୍ରାଏଲକୁ ବାତିଲ କରିଥିଲା । ଏହି ମିଶ୍ରଣର ପ୍ରଥମ ଡୋଜ ସାଧାରଣ […]

Continue Reading

କ୍ରୀଡା ମହାକୁମ୍ଭରେ ମହା ରାଜନୀତି, ଇସ୍ରାଏଲ ଖେଳାଳିଙ୍କ ବିପକ୍ଷରେ ଖେଳିବାକୁ ମନା କଲେ ସୁଡାନର ଜୁଡାକୋ

ଟୋକିଓ: କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସରେ ବି ରାଜନୀତି ପସିଛି । ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ନିରପେକ୍ଷ ସ୍ଥାନରେ ବି ତାର କଳଙ୍କ ରୂପ ଦେଖାଇଛି । ଜୁଡୋ ୭୩ କିଗ୍ରା କାଟାଗୋରୀରେ ଇସ୍ରାଏଲର ତୋହରା ବୁଟବୁଲ ବିପକ୍ଷରେ ସୁଡାନର ମହମ୍ମଦ ଅବଦୁଲ ରସେଲ ଖେଳିବା ପାଇଁ ମନା କରି ଦେଇଥିଲେ । ଏହା ପଛରେ ଉପରୋକ୍ତ ବିବାଦ ଥିବା ଅନୁମାନ କରାଯାଉଛି । ଇସ୍ରାଏଲ ଖେଳାଳିଙ୍କ ର‌୍ୟାଙ୍କିଙ୍ଗ ୭ ଥିବା ବେଳେ ସୁଡାନ ଜୁଡାକୋଙ୍କ ୱାର୍ଲ୍ଡ ର‌୍ୟାଙ୍କିଙ୍ଗ ୪୬୯ […]

Continue Reading

ରେଟିରୋ ପାର୍କକୁ ମିଳିଲା ବିଶ୍ୱ ଐତିହ୍ୟସ୍ଥଳର ମାନ୍ୟତା

ମାଡ୍ରିଡ୍‌: ୟୁନେସ୍କୋର ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ୍‌ ହେଲା ରେଟିରୋ ପାର୍କ। ମାଡ୍ରିଡ୍‌ର ରେଟିରୋ ପାର୍କକୁ ମିଳିଲା ବିଶ୍ୱ ଐତିହ୍ୟସ୍ଥଳର ମାନ୍ୟତା। ରେଟିରୋ ପାର୍କ ସ୍ପେନ୍‌ର ରାଜଧାନୀ ମାଡ୍ରିଡର ମଧ୍ୟ ଭାଗରେ ୧.୨ ବର୍ଗ କିଲୋମିଟରେ ପ୍ରସାରିତ ହୋଇ ରହିଛି। ବୁଲଭାର୍ଡ ୧୬ ଶହ ଶତାବ୍ଦୀରୁ ଆରମ୍ଭ ହୋଇଥିଲା। ପାର୍କଟି ୧୬ ଶହ ଶତାବ୍ଦୀରେ ରାଜକୀୟ ବ୍ୟବହାର ପାଇଁ ଥିଲା ଯାହା ୧୮୪୮ ମସିହାରେ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା। ଲୋକମାନେ ରେଟିରୋ ପାର୍କରେ କିଙ୍ଗ ଆଲଫୋନସୋ […]

Continue Reading

ପେଗାସସ ଦୁର୍ନୀତିର ତଦନ୍ତ ପାଇଁ କମିଟି ଗଠନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା: ସାରା ଦେଶରେ ପେଗାସସ ଦୁୂର୍ନୀତି ନେଇ ତାତି ଜୋର ଧରିଥିବା ବେଳେ ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ କମିଟି ଗଠନ କରିଛନ୍ତି । ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ନାମ ତଦନ୍ତ ତାଲିକାଭୁକ୍ତ ହେବାରୁ ଏହି କମିଟି ଗଠନ କରାଯାଇଛି । ପ୍ରଥମ ରାଜ୍ୟ ଭାବେ ପଶ୍ଚିମବଙ୍ଗ ଏହି କମିଟି ଗଠନ କରିଛି । ପୂର୍ବତନ ବିଚାରପତି ଏମଭି ଲୋକୁର, ବିଚାରପତି ଜ୍ୟୋର୍ତିମୟ ଭଟ୍ଟଚାର୍ଯ୍ୟଙ୍କୁ ଏହାର ନେତୃତ୍ୱ ଦିଆଯିବ । ସୂଚନାଯୋଗ୍ୟ, ଇସ୍ରାଏଲର […]

Continue Reading

ବିଶ୍ୱ ପାଇଁ ଏବେ ସବୁଠୁ ବଡ଼ ବିପଦ ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ: ଭାଇରୋଲୋଜିଷ୍ଟ ଏବଂ ଏପିଡେମୋଲୋଜିଷ୍ଟଙ୍କ ଅନୁଯାୟୀ ଡେଲଟା ଭାରିଆଣ୍ଟ ହେଉଛି କରୋନାର କ୍ଷୀପ୍ର ସଂକ୍ରମଣକାରୀ ଭୂତାଣୁ। ଏହା କରୋନାର ସବୁଠାରୁ ଭୟଙ୍କର ପ୍ରଜାତି। ଯାହାକୁ ଏବେ ବିଶ୍ବ ସାମ୍‌ନା କରୁଛି। ଅନେକ ଦେଶରେ ଡେଲ୍‌ଟା ପ୍ରଜାତି ଯୋଗୁ ଜଟିଳ ସ୍ଥିତି ମଧ୍ୟ ଉପୁଜିଛି। କରୋନାର ‌ଯେକୌଣସି ପ୍ରଜାତିର ସଂକ୍ରମଣରୁ ସୁରକ୍ଷା ଲାଗି ଟିକାକରଣ ଅତ୍ୟନ୍ତ ଜରୁରୀ। ଯେଉଁମାନେ ଟିକାକରଣରୁ ବଞ୍ଚିତ ରହିଛନ୍ତି ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଭାରତରେ ପ୍ରଥମେ […]

Continue Reading

ଆସାମ-ମିଜୋରାମ ସୀମାରେ ହିଂସାକାଣ୍ଡ, ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଅମିତ ଶାହଙ୍କ ସହଯୋଗ ଲୋଡିଲେ

ଶିଲଂ: ଆସାମ-ମିଜୋରମରେ ସୀମା ବିବାଦ ନେଇ ହିଂସାକାଣ୍ଡ ଘଟିଛି । ସ୍ୱରାଷ୍ଟ୍ର୍ର ମନ୍ତ୍ରୀ ଅମିତ ଶାହ ଉତରପୂବାଂଚଳର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ବୈଠକ ୨ ଦିନ ତଳେ ଆୟୋଜିତ କରିଥିଲେ । ସୀମା ବିବାଦ ନେଇ ଆଲୋଚନା ହୋଇଥିଲେ ମଧ୍ୟ କଣ ପାଇଁ ହିଂସାକାଣ୍ଡ ହେଉଛି ତାହା ଜଣାପଡି ନାହିଁ । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୟାଗ କରି ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି । ମିଜୋରମର ଆଇଜଲ, କୋଲସିବା […]

Continue Reading

ଭାରତରୁ ବିମାନ ଚଳାଚଳ ଉପରେ କଟକଣା ବଢାଇଲା ଏହି ଦେଶ

ନୂଆଦିଲ୍ଲୀ: ଜାତୀୟ ପରିବହନକାରୀ ଇଥିହାଡ୍‌ ଏୟାରୱେଜ୍ ସୋମବାର ସୂଚନା ଦେଇଛି ଯେ ଭାରତରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ବିମାନଗୁଡ଼ିକ ଅଗଷ୍ଟ ୨ ପର୍ଯ୍ୟନ୍ତ ସ୍ଥଗିତ ରହିବ। ଅଗଷ୍ଟ ୨ ଯାଏ ୟୁଏଇକୁ ବିମାନ ଚଳାଚଳ ହୋଇପାରିବ ନାହିଁ। ତେବେ ଏହି ଅବଧି ଭିତରେ ଯେଉଁମାନେ ୟୁଏଇ ନାଗରିକ, ୟୁଏଇ ଗୋଲଡେନ୍ ଭିସା ଧାରକ ଏବଂ କୂଟନୈତିକ ମିଶନର ସଦସ୍ୟ ସେମାନଙ୍କୁ ଛାଡ୍‌ କରାଯିବ। ସେମାନଙ୍କୁ ଯାତ୍ରା ସମୟରେ କରୋନା ନିୟମାବଳୀର ସଠିକ୍‌ ପାଳନ କରିବାକୁ […]

Continue Reading

ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣ ଜିତିଲେ କୋମଲ

ନୂଆଦିଲ୍ଲୀ: ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ହରିୟାଣାର କୋମଲ୍ । ଯୁବ ଭାରତୀୟ କୁସ୍ତିଯୋଦ୍ଧା କୋମଲ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୂର୍ବରୁ ଯୁବ ରେସଲର ପ୍ରିୟ ମଲିକ ଏବଂ ତନ୍ନୁ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହି ସ୍ୱର୍ଣ୍ଣ ପଦକ ସହିତ ଭାରତ ୧୩୯ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିବା ବେଳେ ଆମେରିକା ୧୪୯ ପଏଣ୍ଟ ସହିତ ସ୍ୱର୍ଣ୍ଣ ପଦକ ବଜାୟ ରଖିଛି । ହଙ୍ଗେରୀର […]

Continue Reading

ଆଇପିଏଲ ଫେଜ-୨ର କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ

ଦୁବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ରବିବାର ଆଇପିଏଲ ୨୦୨୧ର ଫେଜ-୨ କାର୍ଯ୍ୟସୂଚୀ ଘୋଷଣା କରିଛି । ବଳକା ୩୧ ମ୍ୟାଚ ୧୯ ସେପ୍ଟମ୍ବରରୁ ୟୁଏଇରେ ଖେଳାଯିବ । ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମୁକାବିଲାରୁ ଏହା ଆରମ୍ଭ ହେବ । ୩୧ ମ୍ୟାଚରୁ ଦୁବାଇରେ ୧୩, ଶାରଜାରେ ୧୦ ଓ ଆବୁଧାବିରେ ୮ ମ୍ୟାଚ ଖେଳାଯିବ । ଲିଗ ପର୍ଯ୍ୟାୟର ଅନ୍ତିମ ମ୍ୟାଚ ଅକ୍ଟୋବର ୮ରେ ବାଙ୍ଗାଲୋର ଓ ଦିଲ୍ଲୀ ମଧ୍ୟରେ ଖେଳାଯିବ […]

Continue Reading

କାଲିଠୁ ଦିଲ୍ଲୀରେ ଖୋଲିବ ମଲ୍ଟିପ୍ଲେକ୍ସ, ସିନେମା ହଲ୍

ନୂଆଦିଲ୍ଲୀ : ଆସନ୍ତାକାଲିଠୁ ଦିଲ୍ଲୀରେ ଖୋଲିବ ମଲ୍ଟିପ୍ଲେକ୍ସ, ସିନେମା ହଲ୍ । ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍ ଖୋଲିବାକୁ ଅନୁମତି ଦିଆଯାଇଛି । ସେହିପରି ଶହେ ପ୍ରତିଶତ ସିଟିଂ କାପାସିଟିରେ ଚାଲିବ ମେଟ୍ରୋ । ହେଲେ ମେଟ୍ରୋରେ କୌଣସି ବ୍ୟକ୍ତି ଠିଆ ହୋଇ ଯାଇପାରିବେ ନାହିଁ ବୋଲି ଗାଇଡଲାଇନ ଜାରି କରିଛନ୍ତି ଦିଲ୍ଲୀ ସରକାର । ଡିଡିଏମଏ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ ଲାଇନ ଅନୁସାରେ, ଆସନ୍ତାକାଲି ଠାରୁ ଶହେ ପ୍ରତିଶତ ବସିବା କ୍ଷମତାରେ […]

Continue Reading