ଆଉ ମାସେ ବଂଚିବେ ଜାଣି ମଧ୍ୟ ଘରେ ଦେଲେ ବିଶାଳ ପାର୍ଟି, ହସି ହସି ମରିବାକୁ ଚାହୁଁଛନ୍ତି ଏହି ମହିଳା !
ଲଣ୍ଡନ: ୪୦ ବର୍ଷୀୟା କ୍ୟାନ୍ସର ରୋଗୀ ହେଥର ବୋନ ଏବେ ସାରା ବିଶ୍ୱରେ ଚର୍ଚ୍ଚିତ ହେବାରେ ଲାଗିଛନ୍ତି । ଜୀବନ ଓ ମୃତ୍ୟୁ ମଧ୍ୟରେ ଥିବା ପ୍ରକୃତ ରହସ୍ୟକୁ ସେ ବୋଧହୁଏ ବୁଝି ପାରିଛନ୍ତିି । ସେ ଆଉ ମାତ୍ର ମାସେ ବଂଚିବେ ବୋଲି ଡାକ୍ତରମାନେ କହିବା ପରେ ସେ ଭାଙ୍ଗି ପଡି ନ ଥିଲେ । ବାକି ଥିବା ଦିନତକ ଖୁସିରେ କାଟିବା ପାଇଁ ସେ ନିଜ ପରିବାର ଏବଂ ବନ୍ଧୁମାନଙ୍କ ସହ ବିଶାଳ ପାର୍ଟିର […]
Continue Reading
