ବ୍ରାଜିଲ ପରେ ଋଷରେ ଠାବ ହେଲା ଗାମା ଭାରିଆଣ୍ଟ

ନୂଆଦିଲ୍ଲୀ : ବ୍ରାଜିଲରେ ପରେ ଏବେ ଋଷରେ ଠାବ ହେଲା ଗାମା ଭାରିଆଣ୍ଟ । ଡେଲଟା ଭାରିଆଣ୍ଟର କାୟା ଜାରି ରହିଥିବା ବେଳେ, ଏବେ ଗାମା ଭାରିଆଣ୍ଟର ସନ୍ଧାନ ଋଷ ସରକାରଙ୍କ ଲାଗି ଚିନ୍ତାର କାରଣ ହୋଇଛି । ସେପଟେ ଭେକ୍ଟର ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରସ୍ତୁତ ଏପିଭ୍ୟାକ କରୋନା ଭାକ୍ସିନ ଖୁବଶୀଘ୍ର ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । ଡେଲଟା ପରି ଗାମା ଭାରିଆଣ୍ଟ ଅତି ଶୀଘ୍ର ସଂକ୍ରମିତ ହୋଇଥାଏ । ଏହା ସଂକ୍ରମିତ ହେଲେ […]

Continue Reading

ଶ୍ରୀଲଙ୍କା ସମ୍ମୁଖରେ ୨୨୬ ରନର ଟାର୍ଗେଟ ରଖିଲା ଟିମ୍ ଇଣ୍ଡିଆ

କଲମ୍ବୋ: ଏଠାରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୨୨୬ ରନର ବିଜୟ ଲକ୍ଷ୍ୟ ଶ୍ରୀଲଙ୍କା ସମ୍ମୁଖରେ ରଖିଛି । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୩.୧ ଓଭରରେ ୨୨୫ ରନ କରି ଅଲଆଉଟ ହୋଇ ଯାଇଥିଲା । ପୃଥ୍ୱୀ ଶ (୪୯), ସଞ୍ଜୁ ସାମସନ (୪୬), ସୂର୍ଯ୍ୟକୁମାର ଯାଦବ (୪୦) ରନର ଇନିଂସ ଖେଳିଥିଲେ । ଶ୍ରୀଲଙ୍କା ସ୍ପିନର ପ୍ରବୀଣ ଜୟବିକ୍ରମା ଓ ଅଙ୍କିଲା ଧନଞ୍ଜୟ […]

Continue Reading

ଆରମ୍ଭ ହେଲା ଟୋକିଓ ଅଲିମ୍ପିକ୍ସ

ଟୋକିଓ: କରୋନା ମହାମାରୀକୁ ଚ୍ୟାଲେଞ୍ଜ ଦେଇ ଆରମ୍ଭ ହୋଇଯାଇଛି ଟୋକିଓ ଅଲିମ୍ପିକ୍ସ । ଉଦଘାଟନୀ ଉତ୍ସବ ଦର୍ଶକଙ୍କ ବିନା ଫିକା ଲାଗୁଥିଲେ ମଧ୍ୟ ବିପତି ବେଳେ ଏହା ନିଶ୍ଚିତ ଭାବେ ସମସ୍ତଙ୍କ ମନୋବଳ ବଢ଼ାଇବ । ଭାରତର ୨୦ଜଣ ଆଥଲେଟ ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ । ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଓ ମହାନ ମହିଳା ବକ୍ସିର ମେରୀ କମ୍ ଭାରତର ଧ୍ୱଜାବାହକ ହୋଇଥିଲେ । ପରମ୍ପରା ଅନୁସାରେ ଗ୍ରୀସ ଦଳ ପ୍ରଥମେ […]

Continue Reading

ଟୋକିଓ ଅଲିମ୍ପିକ୍ସ: କରୋନା ଭୟ ଯୋଗୁ ଉଦଘାଟନୀ ଉତ୍ସବରେ ଯୋଗ ଦେବେ ୩୦ ଭାରତୀୟ ଆଥଲେଟ

ଟୋକିଓ: ୨୩ ଜୁଲାଇରୁ କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସ ଆରମ୍ଭ ହୋଇଯିବ । ତେବେ ଏଥର କରୋନା ମହାମାରୀ ଯୋଗୁ ଅନେକ କଟକଣା ଲଗା ଯାଇଛି । ଅନେକ ଅଂଶଗ୍ରହଣକାରୀ ଦେଶ ଏଥିନେଇ ଆବଶ୍ୟକ ସତର୍କତା ପଦକ୍ଷେପ ଗ୍ରହଣ କରୁଛନ୍ତି । ଭାରତୀୟ ଅଲିମ୍ପିକ ଆସୋସିଏଶନ ଗୁରୁବାର ସ୍ପଷ୍ଟ କରିଛି ଯେ, ଉଦଘାଟନୀ ଉତ୍ସବରେ କେବଳ ୩୦ ଆଥଲେଟ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ । ଯେଉଁ ଖେଳାଳିମାନଙ୍କ ପ୍ରଥମ ଦିନ ଇଭେଂଟରେ ଅଂଶଗ୍ରହଣ କରିବା ଅଛି ସେମାନଙ୍କୁ […]

Continue Reading

ଶୁଭମନ, ଅଭେଶଙ୍କ ପରେ ଆଘାତ ସମସ୍ୟା ଯୋଗୁ ଇଂଲଣ୍ଡ ବିପକ୍ଷ ସିରିଜରୁ ଓହରିଲେ ୱାଶିଂଟନ ସୁନ୍ଦର

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଆଉ ଏକ ଶକ୍ତ ଧକା ଲାଗିଛି । ଶୁଭମନ ଗିଲ, ଆଭେଶ ଖାଁଙ୍କ ପରେ ଏବେ ଯୁବ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ସିରିଜରୁ ଓହରି ଯାଇଛନ୍ତି । ଅଭ୍ୟାସ ସେଶନରେ ମହମ୍ମଦ ସିରାଜଙ୍କ ବଲ ତାଙ୍କ ଆଙ୍ଗୁଳିରେ ବାଜିଥିଲା । ସ୍କାନ ପରେ ଏହା ଭାଙ୍ଗି ଯାଇଥିବା ଜଣା ପଡିବା ପରେ ତାଙ୍କୁ ବାଧ୍ୟ ହୋଇ ସିରିଜରୁ ଓହରିବାକୁ […]

Continue Reading

ଏଟଲୀଙ୍କ ଫିଲ୍ମ ସାଇନ କଲେ ଶାହାରୁଖ, ନୟନତାରାଙ୍କ ସହ କରିବେ ରୋମାନ୍ସ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଦକ୍ଷିଣ ଭାରତର ସଫଳ ଫିଲ୍ମମେକର ଏଟଲୀଙ୍କ ଫିଲ୍ମ ସାଇନ କରିଛନ୍ତି । ପ୍ୟାନ ଇଣ୍ଡିଆ ଓ ରେଡ ଚିଲିଜର ଏହି ଫିଲ୍ମରେ ଶାହାରୁଖ ଡବଲ ରୋଲ କରିବେ । ପିଙ୍କଭିଲା ରିପୋର୍ଟ ଅନୁସାରେ ନୟନତାରାଙ୍କ ସହ ଶାହରୁଖ ଏହି ଫିଲ୍ମରେ ରୋମାନ୍ସ କରିବେ । ୨୦୧୮ ଜୀରୋ ଫିଲ୍ମ ପରେ ପଠାନ ଫିଲ୍ମ ମାଧ୍ୟମରେ କମବ୍ୟାକ କରିବାକୁ ଯାଉଛନ୍ତି । ଏଥିରେ ଜନ ଆବ୍ରାହାମ ଓ ଦୀପିକା ପାଦୁକୋନ ମଧ୍ୟ […]

Continue Reading

ମୁଁ ବ୍ରାହ୍ମଣ କହି ବିବାଦରେ ଛନ୍ଦି ହେଲେ ରାଇନା

ଲକ୍ଷ୍ନୌ: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ଉତରପ୍ରଦେଶର ସୁରେଶ ରାଇନା ନିଜକୁ ବ୍ରାହ୍ମଣ ଭାବେ ସମ୍ବୋନ୍ଧତି କରିବା ଯୋଗୁ ବିବାଦ ସୃଷ୍ଟି ହୋଇଛି । ତାମିଲନାଡୁ ପ୍ରିମିୟର ଲିଗ ଅବସରରେ କମେଂଟ୍ରି କରୁଥିବା ବେଳେ ସେ ଏକ ପ୍ରଶ୍ନର ଉତରରେ ନିଜକୁ ବ୍ରାହ୍ମଣ ବୋଲି କହିଥିଲେ । ତାଙ୍କୁ ଯେତେବେଳେ ଦକ୍ଷିଣ ଭାରତ ସଂସ୍କୃତି ସମ୍ପର୍କରେ ପଚରାଗଲା ସେ କହିଥିଲେ ୨୦୦୪ରୁ ଚେନ୍ନାଇରେ ଖେଳୁଛି । ମୁଁ ଭାବୁଛି ମୁଁ ମଧ୍ୟ ଜଣେ ବ୍ରାହ୍ମଣ । ଅନିରୁଦ୍ଧ […]

Continue Reading

ଟୋକିଓ ଅଲିମ୍ପିକ୍ସରେ ଏଥର ଅଂଶଗ୍ରହଣ କରିବେ ୨୫ ଭାଇ-ଭଉଣୀ, ୬ ଯମଜ ଯୋଡି

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଏଥର ୨୫ ଭାଇ-ଭଉଣୀ ଯୋଡି ଓ ୬ ଯମଜ ଯୋଡି ଅଂଶଗ୍ରହଣ କରିବେ । ରିଓ ଅଲିମ୍ପିକ୍ସରେ ଏହାଠାରୁ ଅଧିକ ୩୬ ଭାଇ-ଭଉଣୀ ଯୋଡି ଖେଳିଥିଲେ । ରୁଷର ୨୨ ବର୍ଷୀୟା ଅରୀନା ଓ ଦୀନା ଯମଜ ଯୋଡି ଜିମ୍ନାଷ୍ଟିକରେ ଦକ୍ଷତା ପ୍ରଦର୍ଶନ କରିବେ । ସେହିପରି ବକ୍ସିଂରେ ବ୍ରିଟେନର ଲ୍ୟୁକ ଓ ପ୍ୟାଟ, ସାଇକ୍ଲିଂରେ ଆଡାମ ଓ ସାଇମନ, ଜିମ୍ନାଷ୍ଟିକ୍ସରେ ବ୍ରିଟେନର ଜେନିଫର ଓ ଜେସିକା ଏବଂ ସନ୍ତରଣରେ ଫ୍ରାନ୍ସର ଲୌରା […]

Continue Reading

ଟୀକାକରଣ ପ୍ରମାଣପତ୍ରରେ ଫଟୋ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ତରଙ୍ଗ ଆମ ଦେଶକୁ ଦୋହଲେଇ ଦେଇଥିବା ବେଳେ ତୃତୀୟ ତରଙ୍ଗର ବିପଦ ଏବେ ମୁଣ୍ଡ ଉପରେ । କରୋନାର ହାହାକାରରୁ ରକ୍ଷା ପାଇବା ପାଇଁ ଜନସଂଖ୍ୟାର ସଂପୂର୍ଣ୍ଣ ଟୀକାକରଣ ହିଁ ଏକମାତ୍ର ଉପାୟ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ବିଶ୍ୱର ଅନେକ ଦେଶ ସଂପୂର୍ଣ୍ଣ ଟୀକାକରଣ ପ୍ରକ୍ରିୟାରେ ଗୁରୁତ୍ୱର ସହିତ ଲାଗିପଡ଼ିଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଆମ ଦେଶ ଟୀକାକରଣ ହାରରେ ଅନ୍ୟ ଦେଶ ଗୁଡ଼ିକ ତୁଳନାରେ ବହୁତ […]

Continue Reading

ରିପୋର୍ଟ ତୁଳନାରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଗୁଣା ଅଧିକ

ନୂଆଦିଲ୍ଲୀ: ଆମେରିକାର ଏକ ଅନୁସନ୍ଧାନ ଗୋଷ୍ଠୀ ମଙ୍ଗଳବାର କହିଛନ୍ତି ଯେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ କରିଥିବା ପ୍ରକୃତ ଆକଳନ ତୁଳନାରେ ଭାରତର କରୋନାଭାଇରସ୍ ମୃତ୍ୟୁ ସଂଖ୍ୟା ୧୦ ଗୁଣ ଅଧିକ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଭାରତର ମୋଟ ମୃତ୍ୟୁ ସଂଖ୍ୟା ୪୧୪,୪୮୨ ରେ ପହଞ୍ଚିଛି। ଆମେରିକାର ମୃତ୍ୟୁହାର ୬୦୯,୦୦୦ ରହିଥିବା ବେଳେ ବ୍ରାଜିଲର ୫୪୨,୦୦୦ ରହିଛି। ଏହି ତାଲିକାରେ ବିଶ୍ବର ତୃତୀୟ ସର୍ବାଧିକ ଦେଶ ହେଉଛି ଭାରତ। ଅଧ୍ୟୟନରୁ ଜଣାପଡିଛି ଯେ ମହାମାରୀ ଆରମ୍ଭରୁ ଚଳିତ […]

Continue Reading