ଏକାଥରେ ଚାକିରି ଛାଡିଲେ ବରଗର୍ କିଙ୍ଗର ସମସ୍ତ କର୍ମଚାରୀ
ନୂଆଦିଲ୍ଲୀ: ଆମେରିକାର ନେବରାସ୍କାର ରାଜଧାନୀ ଲିଙ୍କ୍ଲୋନ ଥିବା ବରଗର୍ କିଙ୍ଗ ଆଉଟଲେଟର କର୍ମଚାରୀମାନେ ଏକା ସମୟରେ ଚାକିରି ଛାଡିଦେଇଛନ୍ତି। “ରେସ୍ତୋରାଁର କାର୍ଯ୍ୟ ପରିଚାଳନାରେ ଅତିଷ୍ଠ ହୋଇ କର୍ମଚାରୀମାନେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଏହି ନିର୍ଦ୍ଦିଷ୍ଟ ଷ୍ଟୋର୍ ବାହାରେ, ଏକ ବଡ଼ ସାଇନବୋର୍ଡରେ ଲେଖାଥିଲା, “ଆମେ ସମସ୍ତେ ଛାଡୁଛୁ।” ଅସୁବିଧା ପାଇଁ ଦୁଃଖିତ। ସାଇନ୍ ବୋର୍ଡର ଚିତ୍ର ଖୁବ ଶୀଘ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କାରଣ ବରଗର୍ କିଙ୍ଗ ଆଉଟଲେଟର ଜଣେ ପୂର୍ବତନ କର୍ମଚାରୀ କହିଥିଲେ […]
Continue Reading
