ଗିରଫ ହେଲେ ଅଭିନେତ୍ରୀ ପାୟଲ ରୋହତଗୀ
ନୂଆଦିଲ୍ଲୀ: ଗିରଫ ହେଲେ ଅଭିନେତ୍ରୀ ପାୟଲ ରୋହତଗୀ। ପରାଗ ଶାହା ନାମକ ଜଣେ ଡାକ୍ତରଙ୍କ ଅଭିଯୋଗ ଆସିବା ପରେ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଅହମ୍ମଦାବାଦ ପୋଲିସ ଗିରଫ କରିଛି। ବିବାଦୀୟ ବିବୃତ୍ତି ପାଇଁ ଅନେକ ଥର ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଛି। ଅହମ୍ମଦାବାଦରେ ସୋସାଇଟି ସଦସ୍ୟ ଥିବା ଡାକ୍ତର ପରାଗ ଶାହାଙ୍କ ଦ୍ୱାରା ସାଟେଲାଇଟ୍ ପୋଲିସ ଷ୍ଟେସନରେ ପାୟଲ ରୋହତଗିଙ୍କ ବିରୋଧରେ ଅଭିଯୋଗ ହୋଇଛି। ତାଙ୍କ ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ ଅଭିନେତ୍ରୀ ସୋସାଇଟି ସଦସ୍ୟଙ୍କ ସହ […]
Continue Reading
